Lamentations 5:13 in Oriya

Oriya Oriya Bible Lamentations Lamentations 5 Lamentations 5:13

Lamentations 5:13
ଯିହୁଦାର ୟୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାର ରେ ଝୁଣ୍ଟି ପଡ଼ିଲେ।

Lamentations 5:12Lamentations 5Lamentations 5:14

Lamentations 5:13 in Other Translations

King James Version (KJV)
They took the young men to grind, and the children fell under the wood.

American Standard Version (ASV)
The young men bare the mill; And the children stumbled under the wood.

Bible in Basic English (BBE)
The young men were crushing the grain, and the boys were falling under the wood.

Darby English Bible (DBY)
The young men have borne the mill, and the youths have stumbled under the wood.

World English Bible (WEB)
The young men bare the mill; The children stumbled under the wood.

Young's Literal Translation (YLT)
Young men to grind they have taken, And youths with wood have stumbled.

They
took
בַּחוּרִים֙baḥûrîmba-hoo-REEM
the
young
men
טְח֣וֹןṭĕḥônteh-HONE
to
grind,
נָשָׂ֔אוּnāśāʾûna-SA-oo
children
the
and
וּנְעָרִ֖יםûnĕʿārîmoo-neh-ah-REEM
fell
בָּעֵ֥ץbāʿēṣba-AYTS
under
the
wood.
כָּשָֽׁלוּ׃kāšālûka-sha-LOO

Cross Reference

ବିଚାରକର୍ତାମାନଙ୍କ ବିବରଣ 16:21
ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

ମାଥିଉଲିଖିତ ସୁସମାଚାର 23:4
ମାନିବା ପାଇଁ କଠିନ ହେଲେ ମଧ୍ଯ ସମାନେେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସହେି ନିୟମଗୁଡ଼ିକ ମାନିବା ପାଇଁ ସମାନେେ ଲୋକଙ୍କୁ ବାଧ୍ଯ କରନ୍ତି। କିନ୍ତୁ ସମାନେେ ନିଜେ କବେେ ହେଲେ ସହେି ନିୟମମାନଙ୍କ ମଧ୍ଯରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେ଼ଷ୍ଟା କରନ୍ତି ନାହିଁ।

ଯିଶାଇୟ 58:6
ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?

ଯିଶାଇୟ 47:2
ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।

ଆୟୁବ ପୁସ୍ତକ 31:10
ତବେେ ମାରେ ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପା ରେ, ଅନ୍ୟ ଜଣେ ପୁରୁଷ ତାକୁ ଶୟ୍ଯା ସଙ୍ଗିନୀ କରିବ।

ନିହିମିୟା 5:1
ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ଯାତ୍ରା ପୁସ୍ତକ 23:5
ତୁମ୍ଭେ ଆପଣା ଶତୃର ଗଧକୁ ଭାରତଳେ ପଡିଥିବାର ଦେଖିବ, ତାକୁ ଛାଡି ୟିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ଯ ତା' ସଙ୍ଗ ରେ ତାକୁ ମୁକ୍ତ କରିବ।

ଯାତ୍ରା ପୁସ୍ତକ 11:5
ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେଏପରିକି ଫାରୋଙ୍କର ପ୍ରଥମ ଜାତ ପୁତ୍ର ଚକି ପଷେଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତ ମାନେ ମଧ୍ଯ ମରିବୋ

ଯାତ୍ରା ପୁସ୍ତକ 2:11
ମାଶାେ ବଡ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭଟେିଲେ ଏବଂ ଦେଖିଲେ, ଏବ୍ରୀଯ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ଯ କରାଯାଉ ଅଛି। ଦିନେ ମାଶାେ ଦେଖିଲେ ଜଣେ ମିଶରୀଯ ଲୋକ ଜଣେ ଏବ୍ରୀଯ ଲୋକକୁ ପ୍ରହାର କରୁଥିଲା।

ଯାତ୍ରା ପୁସ୍ତକ 1:11
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।