Lamentations 3:26 in Oriya

Oriya Oriya Bible Lamentations Lamentations 3 Lamentations 3:26

Lamentations 3:26
ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ।

Lamentations 3:25Lamentations 3Lamentations 3:27

Lamentations 3:26 in Other Translations

King James Version (KJV)
It is good that a man should both hope and quietly wait for the salvation of the LORD.

American Standard Version (ASV)
It is good that a man should hope and quietly wait for the salvation of Jehovah.

Bible in Basic English (BBE)
It is good to go on hoping and quietly waiting for the salvation of the Lord.

Darby English Bible (DBY)
It is good that one should both wait, and that in silence, for the salvation of Jehovah.

World English Bible (WEB)
It is good that a man should hope and quietly wait for the salvation of Yahweh.

Young's Literal Translation (YLT)
Good! when one doth stay and stand still For the salvation of Jehovah.

It
is
good
ט֤וֹבṭôbtove
hope
both
should
man
a
that
וְיָחִיל֙wĕyāḥîlveh-ya-HEEL
wait
quietly
and
וְדוּמָ֔םwĕdûmāmveh-doo-MAHM
for
the
salvation
לִתְשׁוּעַ֖תlitšûʿatleet-shoo-AT
of
the
Lord.
יְהוָֽה׃yĕhwâyeh-VA

Cross Reference

ଗୀତସଂହିତା 37:7
ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:35
ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 3:14
କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।

ଗୀତସଂହିତା 130:5
ମୁଁ ସଦାପ୍ରଭୁଙ୍କର ସାହାୟ୍ଯକୁ ଅପେକ୍ଷା କରିଛି। ମାରେ ପ୍ରାଣ ତାଙ୍କୁ ଚାହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ଯରେ ଭରସା ରଖିଛି।

ଗୀତସଂହିତା 119:174
ହେ ସଦାପ୍ରଭୁ, ମୁଁ ଚା ହେଁ ତୁମ୍ଭେ ମାେତେ ରକ୍ଷା କର। ତୁମ୍ଭର ଶିକ୍ଷାସବୁ ମାେତେ ଉଲ୍ଲାସ ପ୍ରଦାନ କରେ।

ଗୀତସଂହିତା 119:166
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ ଅଛି, ମାେତେ ରକ୍ଷା କର। ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।

ପିତରଙ୍କ ପ୍ରଥମ ପତ୍ 1:13
ଆତ୍ମସଂୟମୀ ହୁଅ ଓ ନିଜ ମନକୁ ସବୋକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, ସେଥି ରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:18
କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ ହାଇେଥାଏ, ତବେେ କବଳେ ମୁଁ ତୁମ୍ଭମାନଙ୍କ ସଙ୍ଗ ରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥି ରେ ଉଦ୍ ଯୋଗୀ ହବୋ ଉଚିତ୍।

ଯିଶାଇୟ 30:15
ମାରେ ପ୍ରଭୁ ସଦାପ୍ରଭୁ ଇଶ୍ରାୟେଲର ଧର୍ମସ୍ବରୂପ କୁହନ୍ତି, ତୁମ୍ଭମାନେେ ଯଦି ମାେ ନିକଟକୁ ଫରେିଆସିବ ତବେେ ତୁମ୍ଭମାନେେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ବାସ ରଖିଲେ ବନ୍ଦ ହବେ।'

ଯିଶାଇୟ 30:7
ସହେି ମିଶର ବୃଥା ଓ ମିଥ୍ଯା ରେ ସାହାୟ୍ଯ କରେ। ତେଣୁ ମୁଁ ତାକୁ ନିଷ୍କର୍ମା ରାହାବ' ବୋଲି ନାମକରଣ କରିଛି।

ଗୀତସଂହିତା 92:1
ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।

ଗୀତସଂହିତା 73:28
ପରମେଶ୍ବରଙ୍କର ନିକଟବର୍ତ୍ତୀ ହବୋରେ ମାରେ ମଙ୍ଗଳ। ସଦାପ୍ରଭୁ ମାରେ ପ୍ରଭୁ, ହଁ ମାରେ ସୁରକ୍ଷାର ଦୁର୍ଗ। ହେ ପରମେଶ୍ବର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ଗୀତସଂହିତା 54:6
ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଗୀତସଂହିତା 52:9
ପରମେଶ୍ବର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି। ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଗୀତସଂହିତା 37:34
ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।

ଦିତୀୟ ବଂଶାବଳୀ 20:17
ତୁମ୍ଭମାନଙ୍କର ଏହି ୟୁଦ୍ଧ ରେ ୟୁଦ୍ଧ କରିବା ଦରକାର ନାହିଁ। ତୁମ୍ଭମାନେେ ନିଜ ସ୍ଥାନ ରେ ଦୃଢ଼ ହାଇେ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭମାନେେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗ ରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧ ରେ ବାହାରି ୟାଅ।'

ଯାତ୍ରା ପୁସ୍ତକ 14:13
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଆଦି ପୁସ୍ତକ 49:18
ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।