John 13:14 in Oriya

Oriya Oriya Bible John John 13 John 13:14

John 13:14
ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସବେକ ରୂପେ ଧୋଇଲି। ତେଣୁ ତୁମେ ମଧ୍ଯ ପରସ୍ପରର ପାଦ ଧୋଇବା ଉଚିତ।

John 13:13John 13John 13:15

John 13:14 in Other Translations

King James Version (KJV)
If I then, your Lord and Master, have washed your feet; ye also ought to wash one another's feet.

American Standard Version (ASV)
If I then, the Lord and the Teacher, have washed your feet, ye also ought to wash one another's feet.

Bible in Basic English (BBE)
If then I, the Lord and the Master, have made your feet clean, it is right for you to make one another's feet clean.

Darby English Bible (DBY)
If I therefore, the Lord and the Teacher, have washed your feet, ye also ought to wash one another's feet;

World English Bible (WEB)
If I then, the Lord and the Teacher, have washed your feet, you also ought to wash one another's feet.

Young's Literal Translation (YLT)
if then I did wash your feet -- the Lord and the Teacher -- ye also ought to wash one another's feet.

If
εἰeiee
I
οὖνounoon
then,
ἐγὼegōay-GOH
your

ἔνιψαenipsaA-nee-psa
Lord
ὑμῶνhymōnyoo-MONE
and
τοὺςtoustoos
Master,
πόδαςpodasPOH-thahs
have
washed
hooh
your
κύριοςkyriosKYOO-ree-ose
feet;
καὶkaikay
ye
hooh
also
διδάσκαλοςdidaskalosthee-THA-ska-lose
ought
καὶkaikay
to
wash
ὑμεῖςhymeisyoo-MEES
one
another's
ὀφείλετεopheileteoh-FEE-lay-tay
feet.
ἀλλήλωνallēlōnal-LAY-lone
νίπτεινnipteinNEE-pteen
τοὺςtoustoos
πόδας·podasPOH-thahs

Cross Reference

ପିତରଙ୍କ ପ୍ରଥମ ପତ୍ 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

ଲୂକଲିଖିତ ସୁସମାଚାର 22:26
କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।

ପିତରଙ୍କ ପ୍ରଥମ ପତ୍ 4:1
ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:8
ଯୀଶୁ ପରମେଶ୍ବରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ବାରା ଆଜ୍ଞା ବହତା ଶିଖିଲେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:2
ଯଦି ଏଗୁଡ଼ିକ ତୁମ୍ଭଠା ରେ ଅଛି, ତା' ହେଲେ ମାେ ପାଇଁ କିଛି କର ବୋଲି ମୁଁ ଚା ହେଁ, ଏହା ମାେତେ ଅତ୍ଯନ୍ତ ଆନନ୍ଦିତ କରିବ। ମୁଁ ଚା ହେଁ ଯେ ତୁମ୍ଭମାନେେ ଏକମନା ହାଇେ ସମ ବିଷୟ ରେ ବିଶ୍ବାସ ଦ୍ବାରା ସଂୟୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ ରମେଭାବ ରଖ ଏବଂ ଏକ ଆତ୍ମା ରେ ଏବଂ ସମ ଉଦ୍ଦେଶ୍ଯ ରେ ଏକତ୍ର ବାସ କର।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:1
ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:13
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:1
ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:9
ତୁମ୍ଭମାନେେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭମାନେେ ଜାଣ ଯେ, ଖ୍ରୀଷ୍ଟ ଈଶ୍ବରଙ୍କଠା ରେ ଧନୀ ହାଇେଥିଲେ ମଧ୍ଯ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହବୋ ଦ୍ବାରା ତୁମ୍ଭମାନେେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁଖ୍ରୀଷ୍ଟ ଏପରି କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:19
ମୁଁ ସ୍ବାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ୟଦ୍ଦ୍ବାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:13
ଯଦି ମାରେ ମାଂସ ଖାଇବା ଦ୍ବାରା ମାେ ଭାଇ ପାପରେ ପଡ଼ିବ, ତା' ହେଲେ ମୁଁ ଭବିଷ୍ଯତ ରେ ଆଉ ମାଂସ ଖାଇବି ନାହିଁ। ଏପ୍ରକା ରେ ମୁଁ ମାେ ଭାଇର ବିଘ୍ନର କାରଣ ହବେି ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:1
ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:16
ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:10
ଭଲ କାର୍ୟ୍ଯ ରେ ଜଡିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ ରମେ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଚ୍ଭାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:35
ମାରେ ସମସ୍ତ କାର୍ୟ୍ଯ ଦ୍ବାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦଖାଇେଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାୟ୍ଯ କରିବା ଉଚ଼ିତ। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ଯ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦବୋ ଅଧିକ ଶ୍ ରେଷ୍ଠ ଅଟେ।'

ମାର୍କଲିଖିତ ସୁସମାଚାର 10:43
କିନ୍ତୁ ତୁମ୍ଭ ମଧିଅରେ ଏଭଳି କିଛି ହବୋ ଅନୁଚିତ। ଯଦି ତୁମ୍ଭ ଭିତରୁ କହେି ବଡ ହବୋକୁ ଚାହୁଁଥାଏ, ତବେେ ସେ ଜଣେ ସବେକ ଭଳି ତୁମ୍ଭ ସମସ୍ତଙ୍କର ସବୋ କରୁ।

ମାଥିଉଲିଖିତ ସୁସମାଚାର 20:26
କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।