Job 9:16
ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମାେତେ ଉତ୍ତର ଦିଅନ୍ତି, ମୁଁ ତଥାପି ବିଶ୍ବାସ କରେ ନାହିଁ ଯେ ସେ ମାରେ କଥା ଶୁଣିବେ।
Job 9:16 in Other Translations
King James Version (KJV)
If I had called, and he had answered me; yet would I not believe that he had hearkened unto my voice.
American Standard Version (ASV)
If I had called, and he had answered me, Yet would I not believe that he hearkened unto my voice.
Bible in Basic English (BBE)
If I had sent for him to be present, and he had come, I would have no faith that he would give ear to my voice.
Darby English Bible (DBY)
If I had called, and he had answered me, I would not believe that he hearkened to my voice, --
Webster's Bible (WBT)
If I had called, and he had answered me; yet I would not believe that he had hearkened to my voice.
World English Bible (WEB)
If I had called, and he had answered me, Yet would I not believe that he listened to my voice.
Young's Literal Translation (YLT)
Though I had called and He answereth me, I do not believe that He giveth ear `to' my voice.
| If | אִם | ʾim | eem |
| I had called, | קָרָ֥אתִי | qārāʾtî | ka-RA-tee |
| answered had he and | וַֽיַּעֲנֵ֑נִי | wayyaʿănēnî | va-ya-uh-NAY-nee |
| not I would yet me; | לֹֽא | lōʾ | loh |
| believe | אַ֝אֲמִ֗ין | ʾaʾămîn | AH-uh-MEEN |
| that | כִּֽי | kî | kee |
| hearkened had he | יַאֲזִ֥ין | yaʾăzîn | ya-uh-ZEEN |
| unto my voice. | קוֹלִֽי׃ | qôlî | koh-LEE |
Cross Reference
ଯାତ୍ରା ପୁସ୍ତକ 6:9
ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।
ବିଚାରକର୍ତାମାନଙ୍କ ବିବରଣ 6:13
ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।
ଆୟୁବ ପୁସ୍ତକ 29:24
ମୁଁ ସହେି ଲୋକମାନଙ୍କ ସହିତ ହସିଲି ଏବଂ ସମାନେେ ତାହା ବିଶ୍ବାସ କରିପାରିଲେ ନାହିଁ। ମାରେ ହସ ଦ୍ବାରା ସମାନେେ ଅଧିକ ଖୁସି ଅନୁଭବ କଲେ।
ଗୀତସଂହିତା 18:6
ସହେି ୟନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡ଼ାକିବାକୁ ଲାଗିଲି। ହଁ, ମୁଁ ମାରେ ପରମେଶ୍ବରଙ୍କୁ ଡ଼ାକିଲି, ସେ ଆପଣା ମନ୍ଦିରରେ ଥାଇ ମାେ ଡ଼ାକ ଶୁଣିଲେ। ସେ ମାରେ ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
ଗୀତସଂହିତା 66:18
ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
ଗୀତସଂହିତା 116:1
ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।
ଗୀତସଂହିତା 126:1
ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
ଲୂକଲିଖିତ ସୁସମାଚାର 24:41
ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
ରେରିତମାନଙ୍କ କାର୍ଯ୍ୟର ବିବରଣ 12:14
ସେ ପିତରଙ୍କର ସ୍ବର ଜାଣିପାରି ଏତେ ଖୁସି ହାଇଗେଲା ଯେ, ସେ କବାଟ ନଖାଲିେ ଭିତରକୁ ହୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, ପିତର କବାଟ କାଖ ରେ ଠିଆ ହାଇେଛନ୍ତି!