Job 5:27
ଆୟୁବ, ଦେଖ ଆମ୍ଭମାନେେ ଏସବୁ ଜିନିଷ ଅନୁସନ୍ଧାନ କରି ସମାନଙ୍କେୁ ଜାଣିଛୁ ଏବଂ ଏସବୁ ସତ୍ଯ ବୋଲି ମଧ୍ଯ ଜାଣିଛୁ। ତେଣୁ ଆମ୍ଭ କଥା ଶୁଣ ଏବଂ ସଗେୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।
Job 5:27 in Other Translations
King James Version (KJV)
Lo this, we have searched it, so it is; hear it, and know thou it for thy good.
American Standard Version (ASV)
Lo this, we have searched it, so it is; Hear it, and know thou it for thy good.
Bible in Basic English (BBE)
See, we have made search with care, and it is so; it has come to our ears; see that you take note of it for yourself.
Darby English Bible (DBY)
Behold this, we have searched it out, so it is; hear it, and know thou it for thyself.
Webster's Bible (WBT)
Lo this, we have searched it, so it is; hear it, and know thou it for thy good.
World English Bible (WEB)
Look this, we have searched it, so it is; Hear it, and know it for your good."
Young's Literal Translation (YLT)
Lo, this -- we searched it out -- it `is' right, hearken; And thou, know for thyself!
| Lo | הִנֵּה | hinnē | hee-NAY |
| this, | זֹ֭את | zōt | zote |
| we have searched | חֲקַרְנ֥וּהָ | ḥăqarnûhā | huh-kahr-NOO-ha |
| it, so | כֶּֽן | ken | ken |
| it | הִ֑יא | hîʾ | hee |
| hear is; | שְׁ֝מָעֶ֗נָּה | šĕmāʿennâ | SHEH-ma-EH-na |
| it, and know | וְאַתָּ֥ה | wĕʾattâ | veh-ah-TA |
| thou | דַֽע | daʿ | da |
| it for thy good. | לָֽךְ׃ | lāk | lahk |
Cross Reference
ଗୀତସଂହିତା 111:2
ସଦାପ୍ରଭୁ ଆଶ୍ଚର୍ୟ୍ଯ କର୍ମମାନ କରନ୍ତି। ଯେଉଁମାନେ ତାଙ୍କୁ ଚାହାଁନ୍ତି ସମାନେେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ହିତୋପଦେଶ 9:12
ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।
ହିତୋପଦେଶ 2:3
ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
ଆୟୁବ ପୁସ୍ତକ 32:11
ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।
ଆୟୁବ ପୁସ୍ତକ 22:2
ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।
ଆୟୁବ ପୁସ୍ତକ 15:17
ମାେ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
ଆୟୁବ ପୁସ୍ତକ 15:9
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
ଆୟୁବ ପୁସ୍ତକ 12:2
ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।
ଆୟୁବ ପୁସ୍ତକ 8:8
ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।
ଦିତୀୟ ବିବରଣ 10:13
ତେଣୁ ତୁମ୍ଭମାନେେ ତାଙ୍କର ବ୍ଯବସ୍ଥା ଓ ଆଦେଶମାନି ଚଳ, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଛି। ଏହା ତୁମ୍ଭର ମଗଂଳାର୍ଥ, ତାହା ତୁମ୍ଭମାନେେ ପାଳନ କର।