Job 41:32 in Oriya

Oriya Oriya Bible Job Job 41 Job 41:32

Job 41:32
ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ।

Job 41:31Job 41Job 41:33

Job 41:32 in Other Translations

King James Version (KJV)
He maketh a path to shine after him; one would think the deep to be hoary.

American Standard Version (ASV)
He maketh a path to shine after him; One would think the deep to be hoary.

Darby English Bible (DBY)
He maketh the path to shine after him: one would think the deep to be hoary.

World English Bible (WEB)
He makes a path to shine after him. One would think the deep had white hair.

Young's Literal Translation (YLT)
After him he causeth a path to shine, One thinketh the deep to be hoary.

He
maketh
a
path
אַ֭חֲרָיוʾaḥărāywAH-huh-rav
to
shine
יָאִ֣ירyāʾîrya-EER
after
נָתִ֑יבnātîbna-TEEV
think
would
one
him;
יַחְשֹׁ֖בyaḥšōbyahk-SHOVE
the
deep
תְּה֣וֹםtĕhômteh-HOME
to
be
hoary.
לְשֵׂיבָֽה׃lĕśêbâleh-say-VA

Cross Reference

ଆଦି ପୁସ୍ତକ 1:2
ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ

ହିତୋପଦେଶ 16:31
ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।

ଆୟୁବ ପୁସ୍ତକ 38:30
ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ। ଏପରିକି ସମୁଦ୍ର ଜଳ ମଧ୍ଯ ଜମାଟ ବାନ୍ଧି ୟାଏ।

ଆୟୁବ ପୁସ୍ତକ 38:16
ଆୟୁବ ତୁମ୍ଭେ କବେେ ସମୁଦ୍ରର ଗଭୀର ସ୍ଥାନକୁ ୟାଇଛ କି। ଯେଉଁଠାରୁ ସମୁଦ୍ରର ଆରମ୍ଭ। ତୁମ୍ଭେ କବେେ ସମୁଦ୍ରର ନିମ୍ନ ଦେଶ ରେ ଚାଲିଛ କି ?

ଆୟୁବ ପୁସ୍ତକ 28:14
ମହାସାଗର କ ହେ, 'ଜ୍ଞାନ ମାେ ପାଖ ରେ ନାହିଁ।' ସମୁଦ୍ର କ ହେ, 'ତାହା ମାେ ପାଖ ରେ ନାହିଁ।'

ଆଦି ପୁସ୍ତକ 42:38
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।

ଆଦି ପୁସ୍ତକ 25:8
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।

ଆଦି ପୁସ୍ତକ 15:15
ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।

ଆଦି ପୁସ୍ତକ 1:15
ସହେି ଜାତିଗେଣ ପୃଥିବୀ ରେ ଆଲୋକ ଦବୋ ପାଇଁ ସମାନେେ ତାରଣେ ମଧିଅରେ ଥାନ୍ତୁ। ଏବଂ ଏହିପରି ହେଲା।

ହିତୋପଦେଶ 20:29
ୟୁବକମାନଙ୍କ ବଳ ସମାନଙ୍କେର ଭୂଷଣ। ବୃଦ୍ଧମାନଙ୍କର ପକ୍ବ କେଶ ସମାନଙ୍କେର ଶାେଭା।