Job 40:2 in Oriya

Oriya Oriya Bible Job Job 40 Job 40:2

Job 40:2
ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କ ସହିତ ୟୁକ୍ତି କରୁଛ। ଆମ୍ଭେ ଭୁଲ କରିଛୁ ବୋଲି ତୁମ୍ଭେ ବିଚାର କରିଛ, କ'ଣ ସ୍ବୀକାର କରିବ ଯେ ତୁମ୍ଭେ ଭୁଲ କରିଛ ବୋଲି, ତୁମ୍ଭେ ମାେତେ ଉତ୍ତର ଦିଅ।

Job 40:1Job 40Job 40:3

Job 40:2 in Other Translations

King James Version (KJV)
Shall he that contendeth with the Almighty instruct him? he that reproveth God, let him answer it.

American Standard Version (ASV)
Shall he that cavilleth contend with the Almighty? He that argueth with God, let him answer it.

Bible in Basic English (BBE)
Get your strength together like a man of war: I will put questions to you, and you will give me the answers.

Darby English Bible (DBY)
Shall he that will contend with the Almighty instruct [him]? he that reproveth +God, let him answer it.

Webster's Bible (WBT)
Gird up thy loins now like a man: I will demand of thee, and declare thou to me.

World English Bible (WEB)
"Shall he who argues contend with the Almighty? He who argues with God, let him answer it."

Young's Literal Translation (YLT)
Is the striver with the Mighty instructed? The reprover of God, let him answer it.

Shall
he
that
contendeth
הֲ֭רֹבhărōbHUH-rove
with
עִםʿimeem
Almighty
the
שַׁדַּ֣יšaddaysha-DAI
instruct
יִסּ֑וֹרyissôrYEE-sore
reproveth
that
he
him?
מוֹכִ֖יחַmôkîaḥmoh-HEE-ak
God,
אֱל֣וֹהַּʾĕlôahay-LOH-ah
let
him
answer
יַעֲנֶֽנָּה׃yaʿănennâya-uh-NEH-na

Cross Reference

ଆୟୁବ ପୁସ୍ତକ 33:13
ତୁମ୍ଭେ ପରମେଶ୍ବରଙ୍କ ସହିତ କାହିଁକି ୟୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ? ତୁମ୍ଭେ ଭାବୁଛ ପରମେଶ୍ବର ସବୁକଥା ତୁମ୍ଭକୁ ବୁଝାଇ କହିବେ।

ଯିଶାଇୟ 45:9
ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।

ଆୟୁବ ପୁସ୍ତକ 9:3
ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।

ଉପଦେଶକ 6:10
ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

ଯିଶାଇୟ 40:14
ସଦାପ୍ରଭୁ କାହାରି ସହିତ ମନ୍ତ୍ରଣା କରିଥିଲେ କି ? କହେି ତାଙ୍କୁ ଶିକ୍ଷା ଦଇେଥିଲା କି ? କିଏ ତାଙ୍କୁ ବିଚାରର ପଥ ଶିଖାଇଲା ? କିଏ ତାଙ୍କୁ ଜ୍ଞାନ ଶିକ୍ଷା ଦଲୋ ? ନା, ସଦାପ୍ରଭୁ ବିବଚେନାର ସମସ୍ତ ମାର୍ଗ ଶିକ୍ଷା କରିଥିଲେ।

ଯିଶାଇୟ 50:8
ଯେ ମାେତେ ଧର୍ମାଚାରୀ କରନ୍ତି ସେ ମାେ ନିକଟବର୍ତ୍ତୀ। ତେଣୁ ମାେତେ କିଏ ବିରୋଧ କରିବ ? ଆସ ଆମ୍ଭମାନେେ ଏକତ୍ର ଛିଡ଼ା ହବୋ, କିଏ ମାରେ ବିପକ୍ଷ ରେ ୟିବ ସେ ମାେ ନିକଟକୁ ଆସୁ।

ଯିହିଜିକଲ 18:2
ତୁମ୍ଭମାନେେ ଇଶ୍ରାୟେଲ ଦେଶ ବିଷଯ ରେ ଯେତବେେଳେ ଏହି ପ୍ରବାଦଟି ବ୍ଯବହାର କର ଏହାର ଅର୍ଥ କ'ଣ ?

ମାଥିଉଲିଖିତ ସୁସମାଚାର 20:11
ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:19
ତା ହେଲେ ତୁମ୍ଭେ ମାେତେ ପ୍ରଶ୍ନ କରି ପାର ଯେ ସେ ଆମ୍ଭର ଦୋଷ କାହିଁକି ଧରନ୍ତି?

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:34
କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ:

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:16
ପ୍ରଭୂଙ୍କ ମନ କଥା କିଏ ଜାଣି ଅଛି? କ'ଣ କରିବାକୁ ହବେ ବୋଲି ପ୍ରଭୂଙ୍କୁ କିଏ କହିବ ? ୟିଶାଇୟ 40:13

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:22
ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

ଆୟୁବ ପୁସ୍ତକ 30:21
ହେ ପରମେଶ୍ବର, ତୁମ୍ଭେ ଜାରେ ପବନ ଦ୍ବାରା ମାେତେ ଉଡ଼ାଇ ଦିଅ। ତୁମ୍ଭେ ମାେତେ ଝଡ଼ ଚାରିଆଡ଼େ ଫିଙ୍ଗିଦିଅ।

ଆୟୁବ ପୁସ୍ତକ 27:2
ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।

ଆୟୁବ ପୁସ୍ତକ 19:6
କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।

ଆୟୁବ ପୁସ୍ତକ 3:20
କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଆୟୁବ ପୁସ୍ତକ 3:23
କିନ୍ତୁ ପରମେଶ୍ବର ସମାନଙ୍କେର ଭବିଷ୍ଯତକୁ ଗୋପନ ରଖନ୍ତି ଏବଂ ସହେିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।

ଆୟୁବ ପୁସ୍ତକ 7:12
ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?

ଆୟୁବ ପୁସ୍ତକ 7:19
ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ମାଠାରୁେ ଆପଣା ଦୃଷ୍ଟି ଦୂ ରଇେ ରଖିବ? ତୁମ୍ଭେ ମାେତେ ଏକାଳି ବହୁକାଳ ପର୍ୟ୍ଯନ୍ତ ଗ୍ରାସିତ ହବୋକୁ ଛାଡି ଦିଅ ନାହିଁ।

ଆୟୁବ ପୁସ୍ତକ 9:17
ପରମେଶ୍ବର ମାେତେ ଚକଟି ଦବୋ ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମାେତେ ଅଧିକ ଆଘାତ କରିବେ।

ଆୟୁବ ପୁସ୍ତକ 9:32
ପରମେଶ୍ବର ମାେଭଳି ମନୁଷ୍ଯ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦବେି। ଆମ୍ଭର କବେେ ଗୋଟିଏ ନ୍ଯାଯାଳଯ ରେ ଏକତ୍ର ପରସ୍ପର ସାକ୍ଷାତ ହାଇପୋରିବ ନାହିଁ।

ଆୟୁବ ପୁସ୍ତକ 10:3
ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।

ଆୟୁବ ପୁସ୍ତକ 10:14
ଯଦି ମୁଁ ପାପ କରିଛି, ତୁମ୍ଭେ ମାେତେ ଦେଖିବ, ଯେ ହତେୁ ତୁମ୍ଭେ ମାେତେ ଅଧର୍ମ କରିଥିବାରୁ ଶାସ୍ତି ଦବେ।

ଆୟୁବ ପୁସ୍ତକ 13:21
ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।

ଆୟୁବ ପୁସ୍ତକ 14:16
ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।

ଆୟୁବ ପୁସ୍ତକ 16:11
ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।

ଆୟୁବ ପୁସ୍ତକ 3:11
ମୁଁ ଜନ୍ମ ସମୟରେ କାହିଁକ ନ ମଲି ? ମୁଁ କାହିଁକି ନ ମରି ବଞ୍ଚିଛି ?