Job 35:5
ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।
Job 35:5 in Other Translations
King James Version (KJV)
Look unto the heavens, and see; and behold the clouds which are higher than thou.
American Standard Version (ASV)
Look unto the heavens, and see; And behold the skies, which are higher than thou.
Bible in Basic English (BBE)
Let your eyes be turned to the heavens, and lifted up to see the skies; they are higher than you.
Darby English Bible (DBY)
Look unto the heavens and see; and survey the skies: they are higher than thou.
Webster's Bible (WBT)
Look to the heavens, and see; and behold the clouds which are higher than thou.
World English Bible (WEB)
Look to the heavens, and see. See the skies, which are higher than you.
Young's Literal Translation (YLT)
Behold attentively the heavens -- and see, And behold the clouds, They have been higher than thou.
| Look | הַבֵּ֣ט | habbēṭ | ha-BATE |
| unto the heavens, | שָׁמַ֣יִם | šāmayim | sha-MA-yeem |
| and see; | וּרְאֵ֑ה | ûrĕʾē | oo-reh-A |
| behold and | וְשׁ֥וּר | wĕšûr | veh-SHOOR |
| the clouds | שְׁ֝חָקִ֗ים | šĕḥāqîm | SHEH-ha-KEEM |
| which are higher | גָּבְה֥וּ | gobhû | ɡove-HOO |
| than | מִמֶּֽךָּ׃ | mimmekkā | mee-MEH-ka |
Cross Reference
ଆୟୁବ ପୁସ୍ତକ 22:12
ପରମେଶ୍ବରଙ୍କ ନିବାସସ୍ଥାନ ସ୍ବର୍ଗର ସବୁଠୁ ଉର୍ଦ୍ଧ ରେ ନୁହଁ କି ? ଦେଖ ନକ୍ଷତ୍ରଗଣ ମଧ୍ଯ କେତେ ଉଚ୍ଚ ରେ ଅଛନ୍ତି।
ନାହୂମ 1:3
ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। ସେ ଦୋଷୀକୁ ଦଣ୍ତ ନଦଇେ କବେେ ଛାଡିବେ ନାହିଁ। ସେ ଯେଉଁଠାକୁ ୟାଆନ୍ତି ସଠାେ ରେ ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା ବେଳେ ତାଙ୍କ ପାଦ ରେ ମେଘଗୁଡିକ ଧୂଳି ସ୍ବରୂପ ଉେଠ।
ଯିଶାଇୟ 55:9
ସଦାପ୍ରଭୁ ସ୍ବଯଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ବର୍ଗମଣ୍ଡଳ ଉଚ୍ଚତର ସହେିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସହେିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।
ଯିଶାଇୟ 40:22
ସଦାପ୍ରଭୁ ପ୍ରକୃତ ପରମେଶ୍ବର। ସେ ଭୂମଣ୍ଡଳ ଉପ ରେ ଉପବିଷ୍ଟ। ତାଙ୍କ ତୁଳନା ରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଚାନ୍ଦୁଆ ତୁଲ୍ଯ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ଯ ତାକୁ ନିସ୍ତାର କରନ୍ତି।
ଗୀତସଂହିତା 8:3
ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।
ଆୟୁବ ପୁସ୍ତକ 37:22
ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।
ଆୟୁବ ପୁସ୍ତକ 37:16
ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶ ରେ କିପରି ଓହଳି ରୁହନ୍ତି। ସହେି ଅଲୌକିକ କାର୍ୟ୍ଯର ମେଘ ତ କବଳେ ଗୋଟିଏ ଉଦାହରଣ ଓ ପରମେଶ୍ବର ମଧ୍ଯ ସେସବୁ ଜାଣନ୍ତି।
ଆୟୁବ ପୁସ୍ତକ 36:26
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
ଆୟୁବ ପୁସ୍ତକ 25:5
ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଓ ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।
ପ୍ରଥମ ରାଜାବଳୀ 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?
ଆଦି ପୁସ୍ତକ 15:5
ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।