Job 31:23
କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।
Job 31:23 in Other Translations
King James Version (KJV)
For destruction from God was a terror to me, and by reason of his highness I could not endure.
American Standard Version (ASV)
For calamity from God is a terror to me, And by reason of his majesty I can do nothing.
Bible in Basic English (BBE)
For the fear of God kept me back, and because of his power I might not do such things.
Darby English Bible (DBY)
For calamity from ùGod was a terror to me, and by reason of his excellency I was powerless.
Webster's Bible (WBT)
For destruction from God was a terror to me, and by reason of his highness I could not endure.
World English Bible (WEB)
For calamity from God is a terror to me, By reason of his majesty I can do nothing.
Young's Literal Translation (YLT)
For a dread unto me `is' calamity `from' God, And because of His excellency I am not able.
| For | כִּ֤י | kî | kee |
| destruction | פַ֣חַד | paḥad | FA-hahd |
| from God | אֵ֭לַי | ʾēlay | A-lai |
| terror a was | אֵ֣יד | ʾêd | ade |
| to | אֵ֑ל | ʾēl | ale |
| highness his of reason by and me, | וּ֝מִשְּׂאֵת֗וֹ | ûmiśśĕʾētô | OO-mee-seh-ay-TOH |
| I could | לֹ֣א | lōʾ | loh |
| not | אוּכָֽל׃ | ʾûkāl | oo-HAHL |
Cross Reference
ଆୟୁବ ପୁସ୍ତକ 13:11
ପରମେଶ୍ବରଙ୍କ ମହତ୍ତ୍ବ କ'ଣ ତୁମ୍ଭକୁ ଡରାଇବ ନାହିଁ ? ତୁମ୍ଭେ ତାଙ୍କ ଦ୍ବାରା ଭୟଭୀତ ହେଉନାହଁ।
ଗୀତସଂହିତା 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:11
ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।
ଯୋୟେଲ 1:15
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।
ଯିଶାଇୟ 13:6
ସଦାପ୍ରଭୁଙ୍କର ସ୍ବତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତବେେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ବର ସର୍ବଶକ୍ତିମାନ ଏହା ଘଟିବାକୁ ଦବେେ।
ଗୀତସଂହିତା 76:7
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।
ଆୟୁବ ପୁସ୍ତକ 42:5
ହେ ସଦାପ୍ରଭୁ, ଅତୀତ ରେ ମୁଁ ତୁମ୍ଭ ବିଷଯ ରେ ଶୁଣିଥିଲି। କିନ୍ତୁ ଆଜି ମୁଁ ସ୍ବଚକ୍ଷୁ ରେ ତୁମ୍ଭକୁ ଦେଖିଲି।
ଆୟୁବ ପୁସ୍ତକ 40:9
ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।
ଆୟୁବ ପୁସ୍ତକ 21:20
ସହେି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ କୋର୍ଧର ଶିକାର ହେଉ।
ଆୟୁବ ପୁସ୍ତକ 20:23
ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।
ଆଦି ପୁସ୍ତକ 39:9
ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।