Job 3:15
ମାେତେ ଯଦି ସହେି ଶାସକମାନଙ୍କ ସହିତ କବର ଦିଆୟାଇଥାନ୍ତା। ସମାନଙ୍କେର ଘରଗୁଡ଼ିକ ସୁନା ରୂପା ରେ ଭରିଥିଲା।
Job 3:15 in Other Translations
King James Version (KJV)
Or with princes that had gold, who filled their houses with silver:
American Standard Version (ASV)
Or with princes that had gold, Who filled their houses with silver:
Bible in Basic English (BBE)
Or with rulers who had gold, and whose houses were full of silver;
Darby English Bible (DBY)
Or with princes who had gold, who filled their houses with silver;
Webster's Bible (WBT)
Or with princes that had gold, who filled their houses with silver:
World English Bible (WEB)
Or with princes who had gold, Who filled their houses with silver:
Young's Literal Translation (YLT)
Or with princes -- they have gold, They are filling their houses `with' silver.
| Or | א֣וֹ | ʾô | oh |
| with | עִם | ʿim | eem |
| princes | שָׂ֭רִים | śārîm | SA-reem |
| that had gold, | זָהָ֣ב | zāhāb | za-HAHV |
| filled who | לָהֶ֑ם | lāhem | la-HEM |
| their houses | הַֽמְמַלְאִ֖ים | hammalʾîm | hahm-mahl-EEM |
| with silver: | בָּֽתֵּיהֶ֣ם | bāttêhem | ba-tay-HEM |
| כָּֽסֶף׃ | kāsep | KA-sef |
Cross Reference
ଗଣନା ପୁସ୍ତକ 22:18
ଏଥି ରେ ବିଲିଯମ ବାଲାକ୍ର ଦାସମାନଙ୍କୁ କହିଲେ, ଯଦି ବାଲାକ୍ ସୁନା ରୂପା ରେ ପରିପୂର୍ଣ ନିଜର ଗୃହକୁ ମାେତେ ଦଇେ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମାରେପରମେଶ୍ବରଙ୍କ ଆଜ୍ଞା ବାହାରକୁ ୟାଇ ପାରିବି ନାହିଁ।
ପ୍ରଥମ ରାଜାବଳୀ 10:27
ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।
ଆୟୁବ ପୁସ୍ତକ 12:21
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
ଆୟୁବ ପୁସ୍ତକ 22:25
ତୁମ୍ଭର ସୁବର୍ଣ୍ଣ ସହେି ସର୍ବଶକ୍ତିମାନ ପରମେଶ୍ବର ଅଟନ୍ତି। ସେ ତୁମ୍ଭର ମୂଲ୍ଯବାନ ରୂପା ସଦୃଶ ଅଟନ୍ତି।
ଆୟୁବ ପୁସ୍ତକ 27:16
ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।
ଯିଶାଇୟ 2:7
ତୁମ୍ଭମାନଙ୍କର ଦେଶ ସୁନା ଓ ରୂପା ରେ ପରିପୂର୍ଣ୍ଣ। ସଠାେ ରେ ଧନରତ୍ନର ସୀମା ନାହିଁ। ତୁମ୍ଭମାନଙ୍କର ଦେଶ ମଧ୍ଯ ଅଶ୍ବ ରେ ପରିପୂର୍ଣ୍ଣ ଓ ସଠାେ ରେ ରଥର ସୀମା ନାହିଁ।
ସିଫନିୟ 1:18
ସମାନଙ୍କେର ସୁନାରୂପା ସମାନଙ୍କେୁ ରକ୍ଷା କରିପାରିବ ନାହିଁ। ସହେି ସମୟରେ ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ ହାଇେ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ବ ରେ ସମସ୍ତଙ୍କୁ ବିନାଶ କରିବେ।
ଯିଖରିୟ 9:3
ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା ରେ ଗଦା କଲା।