Job 24:22
ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ଯବହାର କରନ୍ତି ଶକ୍ତିଶାଳୀ ଲୋକମାନଙ୍କୁ ଧ୍ବଂସ କରିବାକୁ। ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସମାନେେ ତାଙ୍କ ନିଜ ଜୀବନ ବିଷଯ ରେ ନିଶ୍ଚଯତା ନାହିଁ।
Job 24:22 in Other Translations
King James Version (KJV)
He draweth also the mighty with his power: he riseth up, and no man is sure of life.
American Standard Version (ASV)
Yet `God' preserveth the mighty by his power: He riseth up that hath no assurance of life.
Bible in Basic English (BBE)
But God by his power gives long life to the strong; he gets up again, though he has no hope of life.
Darby English Bible (DBY)
He draweth also the mighty with his power; he riseth up, and no [man] is sure of life.
Webster's Bible (WBT)
He draweth also the mighty with his power: he riseth up, and no man is sure of life.
World English Bible (WEB)
Yet God preserves the mighty by his power. He rises up who has no assurance of life.
Young's Literal Translation (YLT)
And hath drawn the mighty by his power, He riseth, and none believeth in life.
| He draweth | וּמָשַׁ֣ךְ | ûmāšak | oo-ma-SHAHK |
| also the mighty | אַבִּירִ֣ים | ʾabbîrîm | ah-bee-REEM |
| with his power: | בְּכֹח֑וֹ | bĕkōḥô | beh-hoh-HOH |
| up, riseth he | יָ֝ק֗וּם | yāqûm | YA-KOOM |
| and no | וְֽלֹא | wĕlōʾ | VEH-loh |
| man is sure | יַאֲמִ֥ין | yaʾămîn | ya-uh-MEEN |
| of life. | בַּֽחַיִּֽין׃ | baḥayyîn | BA-ha-YEEN |
Cross Reference
ଦାନିଏଲ 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।
ଏଷ୍ଟର ବିବରଣ 3:8
ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
ଯୋହନଲିଖିତ ସୁସମାଚାର 19:12
ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:13
ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:2
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।