Job 22:14 in Oriya

Oriya Oriya Bible Job Job 22 Job 22:14

Job 22:14
ଘନ ବାଦଲ ପରମେଶ୍ବରଙ୍କୁ ଆମ୍ଭଠାରୁ ଲୁଚାଇ ରେଖ, ତେଣୁ ସେ ଆମ୍ଭକୁ ଦେଖିପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଚାଲି ପାରନ୍ତି ?

Job 22:13Job 22Job 22:15

Job 22:14 in Other Translations

King James Version (KJV)
Thick clouds are a covering to him, that he seeth not; and he walketh in the circuit of heaven.

American Standard Version (ASV)
Thick clouds are a covering to him, so that he seeth not; And he walketh on the vault of heaven.

Bible in Basic English (BBE)
Thick clouds are covering him, so that he is unable to see; and he is walking on the arch of heaven.

Darby English Bible (DBY)
Thick clouds are a covering to him, that he seeth not; and he walketh on the vault of the heavens.

Webster's Bible (WBT)
Thick clouds are a covering to him, that he seeth not; and he walketh in the circuit of heaven.

World English Bible (WEB)
Thick clouds are a covering to him, so that he doesn't see. He walks on the vault of the sky.'

Young's Literal Translation (YLT)
Thick clouds `are' a secret place to Him, And He doth not see;' And the circle of the heavens He walketh habitually,

Thick
clouds
עָבִ֣יםʿābîmah-VEEM
are
a
covering
סֵֽתֶרsēterSAY-ter
seeth
he
that
him,
to
ל֭וֹloh
not;
וְלֹ֣אwĕlōʾveh-LOH
walketh
he
and
יִרְאֶ֑הyirʾeyeer-EH
in
the
circuit
וְח֥וּגwĕḥûgveh-HOOɡ
of
heaven.
שָׁ֝מַ֗יִםšāmayimSHA-MA-yeem
יִתְהַלָּֽךְ׃yithallākyeet-ha-LAHK

Cross Reference

ଗୀତସଂହିତା 139:11
ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁ ହେ, ୟଦି ରାତ୍ରି ଦିନରେ ପରିଣତ ହେଲା ତବେେ ଅନ୍ଧକାର ନିଶ୍ଚିତ ଭାବରେ ମାେତେ ଆଚ୍ଛାଦନ କରିବ।

ଆୟୁବ ପୁସ୍ତକ 26:9
ପରମେଶ୍ବର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘାଡ଼ୋଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ବାରା ଆଚ୍ଛାଦିତ କରି ଲୁଚାଇ ପକାନ୍ତି।

ଆୟୁବ ପୁସ୍ତକ 34:22
ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।

ଗୀତସଂହିତା 33:14
ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ ନିରୀକ୍ଷଣ କରନ୍ତି।

ଗୀତସଂହିତା 97:2
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।

ଗୀତସଂହିତା 139:1
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

ଯିରିମିୟ 23:24
ସଦାପ୍ରଭୁ କହନ୍ତି, କୌଣସି ବ୍ଯକ୍ତି ଆମ୍ଭଠାରୁ ନିଜକୁ ଗୋପନୀଯ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ବର୍ଗ ଓ ମର୍ତ୍ତ୍ଯ ସବୁଠା ରେ ବ୍ଯାପି ରହିଅଛୁ।

ଲୂକଲିଖିତ ସୁସମାଚାର 12:2
ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।