Job 21:16
ଏହା ସତ୍ଯ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ଯ ସମାନଙ୍କେ ହାତ ରେ ନାହିଁ। ମୁଁ ସମାନଙ୍କେ ଉପଦେଶ ଗ୍ରହଣ କରିପାରିବି ନାହିଁ।
Job 21:16 in Other Translations
King James Version (KJV)
Lo, their good is not in their hand: the counsel of the wicked is far from me.
American Standard Version (ASV)
Lo, their prosperity is not in their hand: The counsel of the wicked is far from me.
Bible in Basic English (BBE)
Truly, is not their well-being in their power? (The purpose of the evil-doers is far from me.)
Darby English Bible (DBY)
Behold, their prosperity is not in their hand. The counsel of the wicked be far from me!
Webster's Bible (WBT)
Lo, their good is not in their hand: the counsel of the wicked is far from me.
World English Bible (WEB)
Behold, their prosperity is not in their hand: The counsel of the wicked is far from me.
Young's Literal Translation (YLT)
Lo, not in their hand `is' their good, (The counsel of the wicked Hath been far from me.)
| Lo, | הֵ֤ן | hēn | hane |
| their good | לֹ֣א | lōʾ | loh |
| is not | בְיָדָ֣ם | bĕyādām | veh-ya-DAHM |
| in their hand: | טוּבָ֑ם | ṭûbām | too-VAHM |
| counsel the | עֲצַ֥ת | ʿăṣat | uh-TSAHT |
| of the wicked | רְ֝שָׁעִ֗ים | rĕšāʿîm | REH-sha-EEM |
| is far | רָ֣חֲקָה | rāḥăqâ | RA-huh-ka |
| from | מֶֽנִּי׃ | mennî | MEH-nee |
Cross Reference
ଆୟୁବ ପୁସ୍ତକ 22:18
ୟଦ୍ଯପି ପରମେଶ୍ବର ସମାନଙ୍କେ ଗୃହ ରେ ଉତ୍ତମ ଦ୍ରବ୍ଯ ପୂର୍ଣ୍ଣ କରିଥିଲେ। ମୁଁ ସହେି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ।
ଗୀତସଂହିତା 1:1
ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,
ଲୂକଲିଖିତ ସୁସମାଚାର 16:25
କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।
ଲୂକଲିଖିତ ସୁସମାଚାର 16:2
ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, ମୁଁ ତୁମ୍ଭ ବିରୁଦ୍ଧ ରେ ଅନକେ କଥା ଶୁଣୁଛି। ତୁମ୍ଭେ ଯାହା ସବୁ କରିଛ, ତାର ହିସାବ ମାେତେ ଦିଅ। ଏଣିକି ତୁମ୍ଭେ ଆଉ ମାରେ ଗୁମାସ୍ତା ହାଇେ ପାରିବନାହିଁ।'
ଉପଦେଶକ 8:8
କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
ହିତୋପଦେଶ 5:8
ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ।
ହିତୋପଦେଶ 1:10
ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ।
ଗୀତସଂହିତା 52:5
ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
ଗୀତସଂହିତା 49:6
ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।
ଆୟୁବ ପୁସ୍ତକ 12:9
ଏକଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।
ଆୟୁବ ପୁସ୍ତକ 1:21
ସେ ପ୍ରାର୍ଥନା କରି କହିଲା,
ଆଦି ପୁସ୍ତକ 49:6
ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।