Job 11:16
ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।
Job 11:16 in Other Translations
King James Version (KJV)
Because thou shalt forget thy misery, and remember it as waters that pass away:
American Standard Version (ASV)
For thou shalt forget thy misery; Thou shalt remember it as waters that are passed away,
Bible in Basic English (BBE)
For your sorrow will go from your memory, like waters flowing away:
Darby English Bible (DBY)
For thou shalt forget misery; as waters that are passed away shalt thou remember it;
Webster's Bible (WBT)
Because thou shalt forget thy misery, and remember it as waters that pass away:
World English Bible (WEB)
For you shall forget your misery; You shall remember it as waters that are passed away,
Young's Literal Translation (YLT)
For thou dost forget misery, As waters passed away thou rememberest.
| Because | כִּי | kî | kee |
| thou | אַ֭תָּה | ʾattâ | AH-ta |
| shalt forget | עָמָ֣ל | ʿāmāl | ah-MAHL |
| thy misery, | תִּשְׁכָּ֑ח | tiškāḥ | teesh-KAHK |
| remember and | כְּמַ֖יִם | kĕmayim | keh-MA-yeem |
| it as waters | עָבְר֣וּ | ʿobrû | ove-ROO |
| that pass away: | תִזְכֹּֽר׃ | tizkōr | teez-KORE |
Cross Reference
ଯିଶାଇୟ 65:16
ଯେଉଁଲୋକ ପୃଥିବୀ ରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ବରଙ୍କ ଦ୍ବାରା ଆଶୀର୍ବାଦିତ ହବେ ଓ ଯେଉଁ ଲୋକ ପୃଥିବୀ ରେ ଶପଥ କରିବ ସେ ପରମେଶ୍ବରଙ୍କ ନାମ ରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହାଇେଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହାଇେଅଛି।
ଉପଦେଶକ 5:20
ସତ୍ଯ ରେ, ଜଣେ ବ୍ଯକ୍ତି ତା'ର ଜୀବନ ବିଷଯ ରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ବର ତାକୁ ନିଜକୁ ଉପ ଭୋଗ କରିବା ରେ ବ୍ଯସ୍ତ ରଖିଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
ଯୋହନଲିଖିତ ସୁସମାଚାର 16:21
ଯେତବେେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ୟନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦବୋର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହବୋ ପରେ ସେ କଷ୍ଟ ଭୁଲିଯାଏ। ଜଗତ ରେ ସନ୍ତାନଟିଏ ଜନ୍ମ ହଇେଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ।
ଯିଶାଇୟ 54:9
କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
ଯିଶାଇୟ 54:4
ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହବେ ନାହିଁ ; କିମ୍ବା ବିଷଣ୍ଣମନା ହୁଅ ନାହିଁ ; କାରଣ ତୁମ୍ଭକୁ ଲଜ୍ଜିତ କରାୟିବ ନାହିଁ। ତୁମ୍ଭେ ୟୌବନକାଳର ଲଜ୍ଜା ଭୁଲିୟିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।
ଯିଶାଇୟ 12:1
ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
ହିତୋପଦେଶ 31:7
ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ।
ଆୟୁବ ପୁସ୍ତକ 22:11
ଏହି କାରଣ ପାଇଁ ଏତେ ଅନ୍ଧକାର ଘୋଟିଛି ଯେ, ତୁମ୍ଭେ କିଛି ଦେଖି ପାରୁନାହଁ, କାହିଁକି ? ତୁମ୍ଭେ ପ୍ରବଳ ବନ୍ଯାଜଳ ରେ ଢ଼ାଙ୍କି ହାଇେଛ।
ଆୟୁବ ପୁସ୍ତକ 6:15
କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
ଆଦି ପୁସ୍ତକ 41:51
ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷଫେ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷଫେ କହିଲେ, ପରମେଶ୍ବର ମାହେର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।
ଆଦି ପୁସ୍ତକ 9:11
ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।