Jeremiah 8:15 in Oriya

Oriya Oriya Bible Jeremiah Jeremiah 8 Jeremiah 8:15

Jeremiah 8:15
ଆମ୍ଭମାନେେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦବେେ ବୋଲି ଇଚ୍ଛା କଲୁ, ମାତ୍ର କବଳେ ବିପଦ ମାଡ଼ି ଆସିଲା।

Jeremiah 8:14Jeremiah 8Jeremiah 8:16

Jeremiah 8:15 in Other Translations

King James Version (KJV)
We looked for peace, but no good came; and for a time of health, and behold trouble!

American Standard Version (ASV)
We looked for peace, but no good came; `and' for a time of healing, and, behold, dismay!

Bible in Basic English (BBE)
We were looking for peace, but no good came; and for a time of well-being, but there is only a great fear.

Darby English Bible (DBY)
Peace is looked for, and there is no good; a time of healing, and behold, terror.

World English Bible (WEB)
We looked for peace, but no good came; [and] for a time of healing, and, behold, dismay!

Young's Literal Translation (YLT)
Looking for peace -- and there is no good, For a time of healing, and lo, terror.

We
looked
קַוֵּ֥הqawwēka-WAY
for
peace,
לְשָׁל֖וֹםlĕšālômleh-sha-LOME
but
no
וְאֵ֣יןwĕʾênveh-ANE
good
ט֑וֹבṭôbtove
time
a
for
and
came;
לְעֵ֥תlĕʿētleh-ATE
of
health,
מַרְפֵּ֖הmarpēmahr-PAY
and
behold
וְהִנֵּ֥הwĕhinnēveh-hee-NAY
trouble!
בְעָתָֽה׃bĕʿātâveh-ah-TA

Cross Reference

ଯିରିମିୟ 14:19
ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।

ଯିରିମିୟ 4:10
ଏଥି ରେ ମୁଁ, ଯିରିମିୟ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପ୍ରକୃତ ରେ ଭ୍ରାନ୍ତି ରେ ପକାଇଛ। ତୁମ୍ଭେ ସମାନଙ୍କେୁ କହିଛ, 'ତୁମ୍ଭମାନେେ ଶାନ୍ତି ପାଇବ, କିନ୍ତୁ ସମାନଙ୍କେ ଗଳା ପାଖ ରେ ଖଡ୍ଗ ଅଛି।

ଯିରିମିୟ 8:11
ଯଦିଓ ମାରେ ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହାଇେଛନ୍ତି। ଏଠା ରେ 'ଶାନ୍ତି' ଅଛି, ବୋଲି କହି ସମାନେେ ସହଜ ରେ ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ସେତବେେଳେ ସଠାେ ରେ କୌଣସି 'ଶାନ୍ତି' ନ ଥାଏ।

ମୀଖା 1:12
ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରଦେଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:3
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।