Jeremiah 49:6 in Oriya

Oriya Oriya Bible Jeremiah Jeremiah 49 Jeremiah 49:6

Jeremiah 49:6
ସଦାପ୍ରଭୁ କହନ୍ତି, ଅମ୍ନୋନୀଯ ସନ୍ତାନଗଣ ବନ୍ଦୀ ହାଇେ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ଫରୋଇ ଆଣିବା।

Jeremiah 49:5Jeremiah 49Jeremiah 49:7

Jeremiah 49:6 in Other Translations

King James Version (KJV)
And afterward I will bring again the captivity of the children of Ammon, saith the LORD.

American Standard Version (ASV)
But afterward I will bring back the captivity of the children of Ammon, saith Jehovah.

Bible in Basic English (BBE)
But after these things, I will let the fate of the children of Ammon be changed, says the Lord.

Darby English Bible (DBY)
And afterwards I will turn the captivity of the children of Ammon, saith Jehovah.

World English Bible (WEB)
But afterward I will bring back the captivity of the children of Ammon, says Yahweh.

Young's Literal Translation (YLT)
And after this I turn back the captivity of the sons of Ammon, An affirmation of Jehovah.'

And
afterward
וְאַחֲרֵיwĕʾaḥărêveh-ah-huh-RAY

כֵ֗ןkēnhane
I
will
bring
again
אָשִׁ֛יבʾāšîbah-SHEEV

אֶתʾetet
captivity
the
שְׁב֥וּתšĕbûtsheh-VOOT
of
the
children
בְּנֵֽיbĕnêbeh-NAY
of
Ammon,
עַמּ֖וֹןʿammônAH-mone
saith
נְאֻםnĕʾumneh-OOM
the
Lord.
יְהוָֽה׃yĕhwâyeh-VA

Cross Reference

ଯିରିମିୟ 48:47
ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେକାଳ ରେ ପୁନର୍ବାର ମାୟୋବକୁ ବନ୍ଦୀତ୍ବ ସ୍ଥାନରୁ ଫରୋଇ ଆଣିବା।

ଯିରିମିୟ 49:39
ମାତ୍ର ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେ କାଳ ରେ ଏଲମକୁ ବନ୍ଦୀତ୍ବାବସ୍ଥାରୁ ଫରୋଇ ଆଣିବା।

ଯିଶାଇୟ 19:18
ସେ ସମୟରେ, ମିଶରର ପାଞ୍ଚଟି ନଗର ରେ ଲୋକ କିଣାନୀଯ ଭାଷା କହିବେ, ସମାନେେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନବେେ। ସହେି ପାଞ୍ଚ ନଗରମାନଙ୍କ ମଧ୍ଯରୁ ଏକ ନଗର, ଉତ୍ପାଟନ ନଗର' ନାମ ରେ ଖ୍ଯାତ ହବେ।

ଯିଶାଇୟ 23:18
ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚଯ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମର୍ପିତ ହବେ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆୟିବ। ସଦାପ୍ରଭୁଙ୍କ ସବେକ ପୂର୍ଣ୍ଣ ପ୍ରାଣ ରେ ଭକ୍ଷଣ କରିବେ ଓ ସହେି ପଇସା ରେ ସୁନ୍ଦର ପୋଷାକ ପରିଧାନ କରିବେ।

ଯିରିମିୟ 46:26
ପୁଣି ସମାନଙ୍କେର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସର ଓ ତାହାର ଦାସମାନଙ୍କ ହସ୍ତ ରେ ଆମ୍ଭେ ସମାନଙ୍କେୁ ସମର୍ପଣ କରିବା। ପୁଣି ସଦାପ୍ରଭୁ କହନ୍ତି, ପୂର୍ବକାଳ ରେ ମିଶର ଯେଉଁପରି ଶାନ୍ତି ରେ ବାସ କରୁଥିଲା, ଏହି ଦୁଃସମୟ ପ ରେ ସେ ପୁନର୍ବାର ଶାନ୍ତି ରେ ରହିବ।

ଯିହିଜିକଲ 16:53
ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।