Jeremiah 46:4 in Oriya

Oriya Oriya Bible Jeremiah Jeremiah 46 Jeremiah 46:4

Jeremiah 46:4
ହେ ଅଶ୍ବାରୋହୀଗଣ, ତୁମ୍ଭମାନେେ ଅଶ୍ବଗଣକୁ ସଜ୍ଜିତ କରି ଆରୋହଣ କର। ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ। କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।

Jeremiah 46:3Jeremiah 46Jeremiah 46:5

Jeremiah 46:4 in Other Translations

King James Version (KJV)
Harness the horses; and get up, ye horsemen, and stand forth with your helmets; furbish the spears, and put on the brigandines.

American Standard Version (ASV)
Harness the horses, and get up, ye horsemen, and stand forth with your helmets; furbish the spears, put on the coats of mail.

Bible in Basic English (BBE)
Make the horses ready, and get up, you horsemen, and take your places with your head-dresses; make the spears sharp and put on the breastplates.

Darby English Bible (DBY)
Harness the horses, and mount ye horsemen, and stand forth with helmets; polish the spears, put on the coats of mail!

World English Bible (WEB)
Harness the horses, and get up, you horsemen, and stand forth with your helmets; furbish the spears, put on the coats of mail.

Young's Literal Translation (YLT)
Gird the horses, and go up, ye horsemen, And station yourselves with helmets, Polish the javelins, put on the coats of mail.

Harness
אִסְר֣וּʾisrûees-ROO
the
horses;
הַסּוּסִ֗יםhassûsîmha-soo-SEEM
and
get
up,
וַֽעֲלוּ֙waʿălûva-uh-LOO
horsemen,
ye
הַפָּ֣רָשִׁ֔יםhappārāšîmha-PA-ra-SHEEM
and
stand
forth
וְהִֽתְיַצְּב֖וּwĕhitĕyaṣṣĕbûveh-hee-teh-ya-tseh-VOO
helmets;
your
with
בְּכ֥וֹבָעִ֑יםbĕkôbāʿîmbeh-HOH-va-EEM
furbish
מִרְקוּ֙mirqûmeer-KOO
the
spears,
הָֽרְמָחִ֔יםhārĕmāḥîmha-reh-ma-HEEM
and
put
on
לִבְשׁ֖וּlibšûleev-SHOO
the
brigandines.
הַסִּרְיֹנֹֽת׃hassiryōnōtha-seer-yoh-NOTE

Cross Reference

ଯିହିଜିକଲ 21:9
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବଷ୍ଯଦବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,

ଯିରିମିୟ 51:3
ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁ ରେ ଗୁଣ ଦବେେ ନାହିଁ କି ସମାନେେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭମାନେେ ତାହାର ୟୁବକଗଣଙ୍କୁ ଦୟା କର ନାହିଁ ଓ ତା'ର ସମସ୍ତ ସୈନ୍ଯଙ୍କୁ ବିନାଶ କର।

ପ୍ରଥମ ଶାମୁୟେଲ 17:5
ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।

ପ୍ରଥମ ଶାମୁୟେଲ 17:38
ଶାଉଲ ଦାଉଦଙ୍କକ୍ସ୍ଟ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତଳ ଟୋପର ଦଇେ ତାହାଙ୍କକ୍ସ୍ଟ ସାଞ୍ଜକ୍ସ୍ଟଆ ପିନ୍ଧାଇଲେ।

ଦିତୀୟ ବଂଶାବଳୀ 26:14
ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।

ନିହିମିୟା 4:16
ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।

ଯିହିଜିକଲ 21:28
ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତ୍ ବାକ୍ଯ ପଚାର କରି କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଅମ୍ ନୋନ ସନ୍ତାନଗଣ ବିଷଯ ରେ ଓ ସମାନଙ୍କେ ଅପମାନ ବିଷଯ ରେ ଏହି କଥା କହନ୍ତି,