Jeremiah 46:20 in Oriya

Oriya Oriya Bible Jeremiah Jeremiah 46 Jeremiah 46:20

Jeremiah 46:20
ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡ଼ାଆଁଶ ସଦୃଶ ଉତ୍ତର ଦିଗରୁ କଲଦୀଯମାନେ ତାକୁ ବିନାଶ କରିବାକୁ ଆସିବେ।

Jeremiah 46:19Jeremiah 46Jeremiah 46:21

Jeremiah 46:20 in Other Translations

King James Version (KJV)
Egypt is like a very fair heifer, but destruction cometh; it cometh out of the north.

American Standard Version (ASV)
Egypt is a very fair heifer; `but' destruction out of the north is come, it is come.

Bible in Basic English (BBE)
Egypt is a fair young cow; but a biting insect has come on her out of the north.

Darby English Bible (DBY)
Egypt is a very fair heifer; the gad-fly cometh, it cometh from the north.

World English Bible (WEB)
Egypt is a very beautiful heifer; [but] destruction out of the north is come, it is come.

Young's Literal Translation (YLT)
A heifer very fair `is' Egypt, Rending from the north doth come into her.

Egypt
עֶגְלָ֥הʿeglâeɡ-LA
is
like
a
very
fair
יְפֵֽהyĕpēyeh-FAY
heifer,
פִיָּ֖הpiyyâfee-YA
destruction
but
מִצְרָ֑יִםmiṣrāyimmeets-RA-yeem
cometh;
קֶ֥רֶץqereṣKEH-rets
it
cometh
out
מִצָּפ֖וֹןmiṣṣāpônmee-tsa-FONE
of
the
north.
בָּ֥אbāʾba
בָֽא׃bāʾva

Cross Reference

ଯିରିମିୟ 47:2
ସଦାପ୍ରଭୁ କହନ୍ତି, ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।

ହୋଶେୟ 10:11
ଇଫ୍ରଯିମ ତାଲିମପ୍ରାପ୍ତ ଗାଈ ପରି ଖଳା ରେ ଶସ୍ଯ ଉପ ରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ୟୁଆଳି ତା' କାନ୍ଧ ରେ ପକାଇବା। ଆମ୍ଭେ ତାକୁ ଦଉଡି ରେ ବାନ୍ଧିବା। ତା'ପ ରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।

ଯିରିମିୟ 1:14
ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।

ଯିରିମିୟ 46:6
ଦ୍ରୁତଗାମୀ ଲୋକ ପଳାଯନ କରିପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗ ରେ ଫରାତ୍ ନଦୀ ନିକଟରେ ସମାନେେ ଝୁଣ୍ଟି ପଡ଼ିବେ ଓ ସମାନଙ୍କେର ପତନ ହବେ।

ଯିରିମିୟ 46:10
କିନ୍ତୁ ସେତବେେଳେ ଆମ୍ଭର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ପ୍ରତି ଶାଧେ ନବେେ ଓ ସହେିଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦବେେ। ଖଡ୍ଗ ସମସ୍ତଙ୍କୁ ନିଃଶଷେ କରି ତୃପ୍ତ ହବେ ଓ ସମାନଙ୍କେର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶ ରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁଙ୍କର ଏକ ୟଜ୍ଞସ୍ଥଳୀ ଅଛି।

ଯିରିମିୟ 25:9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 46:24
ମିଶର ଲଜ୍ଜିତା ହବେ। ସେ ଉତ୍ତର ଦେଶୀଯ ଲୋକମାନଙ୍କ ହସ୍ତ ରେ ସମର୍ପିତ ହବେ।

ଯିରିମିୟ 50:11
ହେ ବାବିଲ, ତୁମ୍ଭେ ମାରେ ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭମାନେେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭମାନେେ ଶସ୍ଯ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ବପରି ହେସ୍ରାରବ କରୁଅଛ।