Jeremiah 46:15
ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ଯୁବରଣ କରିବେ ଓ ସମାନେେ ସ୍ଥିର ହାଇେ ଛିଡ଼ା ହାଇପୋରିବେ ନାହିଁ। କାରଣ ସଦାପ୍ରଭୁ ସମାନଙ୍କେୁ ତଳେ ଠଲେି ପକାଇ ଦବେେ।
Jeremiah 46:15 in Other Translations
King James Version (KJV)
Why are thy valiant men swept away? they stood not, because the LORD did drive them.
American Standard Version (ASV)
Why are thy strong ones swept away? they stood not, because Jehovah did drive them.
Bible in Basic English (BBE)
Why has Apis, your strong one, gone in flight? he was not able to keep his place, because the Lord was forcing him down with strength.
Darby English Bible (DBY)
Why are thy valiants swept away? They stood not, for Jehovah did thrust them down.
World English Bible (WEB)
Why are your strong ones swept away? they didn't stand, because Yahweh did drive them.
Young's Literal Translation (YLT)
Wherefore hath thy bull been swept away? He hath not stood, because Jehovah thrust him away.
| Why | מַדּ֖וּעַ | maddûaʿ | MA-doo-ah |
| are thy valiant | נִסְחַ֣ף | nisḥap | nees-HAHF |
| men swept away? | אַבִּירֶ֑יךָ | ʾabbîrêkā | ah-bee-RAY-ha |
| stood they | לֹ֣א | lōʾ | loh |
| not, | עָמַ֔ד | ʿāmad | ah-MAHD |
| because | כִּ֥י | kî | kee |
| the Lord | יְהוָ֖ה | yĕhwâ | yeh-VA |
| did drive | הֲדָפֽוֹ׃ | hădāpô | huh-da-FOH |
Cross Reference
ଯିଶାଇୟ 66:15
ଦେଖ, ସଦାପ୍ରଭୁ ଅତ୍ଯନ୍ତ କୋରଧ ରେ ପ୍ରଜ୍ଜ୍ବଳିତ ଅଗ୍ନିଧରି ସମାନଙ୍କେୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାଯୁ ତୁଲ୍ଯ ହବେ।
ଯିରିମିୟ 46:5
ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।
ଗୀତସଂହିତା 68:2
ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
ଗୀତସଂହିତା 18:39
ହେ ପରମେଶ୍ବର, ତୁମ୍ଭେ ମାେତେ ୟୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତ୍ରୁମାନଙ୍କୁ ମାେ ନିକଟରେ ପକାଇ ଦଇେଛ।
ଗୀତସଂହିତା 18:14
ସଦାପ୍ରଭୁ ଆପଣା ବାଣ ପ୍ରଯୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସମାନେଙ୍ଖୁ ଉଚ୍ଛନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ'ଣ ସବୁ ଘଟୁଛି।
ଯିରିମିୟ 46:21
ଆହୁରି ମିଶରର ବତନେଗ୍ରାହୀ ସୈନ୍ଯମାନେ ଗୋଶାଳାର ଗୋବତ୍ସ ତୁଳ୍ଯ। ସମାନେେ ପଳାଯନ କରିବେ। ସମାନେେ ଆକ୍ରମଣର ସମ୍ମୁଖୀନ ହାଇପୋରିବେ ନାହିଁ। କାରଣ ସମାନଙ୍କେର ବିପଦର ଦିନ ଆସୁଅଛି ଓ ସମାନେେ ଖୁବ୍ ଶୀଘ୍ର ସମାନଙ୍କେର ପ୍ରତିଫଳ ପାଇବେ।
ଗୀତସଂହିତା 114:2
ସହେି ସମଯରେ ଯିହୁଦା ପରମେଶ୍ବରଙ୍କର ବିଶଷେ ଲୋକ ହେଲେ। ଇଶ୍ରାୟେଲ ତାଙ୍କର ରାଜ୍ଯ ହେଲା।
ଗୀତସଂହିତା 44:2
ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।
ବିଚାରକର୍ତାମାନଙ୍କ ବିବରଣ 5:20
ତାରାଗଣ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ଆକାଶରକ୍ସ୍ଟ ୟକ୍ସ୍ଟଦ୍ଧ କଲେ। ଆକାଶ ରେ ସମାନଙ୍କେର ପଥରକ୍ସ୍ଟ ସମାନେେ ସୀଷରା ବିପକ୍ଷ ରେ ୟକ୍ସ୍ଟଦ୍ଧ କରିଥିଲେ।
ଦିତୀୟ ବିବରଣ 11:23
ତବେେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହିସବୁ ଗୋଷ୍ଠୀଯ ଲୋକମାନଙ୍କୁ ତଡି ଦବେେ, ଏବଂ ତୁମ୍ଭମାନେେ, ତୁମ୍ଭମାନଙ୍କ ଠାରକ୍ସ୍ଟ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକକ୍ସ୍ଟ ଅଧିକାର କରିବ।
ଯାତ୍ରା ପୁସ୍ତକ 6:1
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ'ଣ କରିବି। ମାରେ ମହାନ ଶକ୍ତି ତାଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ ଏବଂ ସେ ମାରେ ଲୋକମାନଙ୍କୁ ୟିବାକୁ ଦବେ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ଯ କରିବ ତାଙ୍କର ଦେଶ ଛାଡ଼ି ୟିବା ପାଇଁ?