Jeremiah 13:9
ସଦାପ୍ରଭୁ କହିଲେ, ଯେପରି ପଟୁକା ଧ୍ବଂସ ପାଇଲା ସହେିପରି ଆମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
Jeremiah 13:9 in Other Translations
King James Version (KJV)
Thus saith the LORD, After this manner will I mar the pride of Judah, and the great pride of Jerusalem.
American Standard Version (ASV)
Thus saith Jehovah, After this manner will I mar the pride of Judah, and the great pride of Jerusalem.
Bible in Basic English (BBE)
The Lord has said, In this way I will do damage to the pride of Judah and to the great pride of Jerusalem.
Darby English Bible (DBY)
Thus saith Jehovah: After this manner will I spoil the pride of Judah, and the great pride of Jerusalem.
World English Bible (WEB)
Thus says Yahweh, After this manner will I mar the pride of Judah, and the great pride of Jerusalem.
Young's Literal Translation (YLT)
Thus do I mar the excellency of Judah, And the great excellency of Jerusalem.
| Thus | כֹּ֖ה | kō | koh |
| saith | אָמַ֣ר | ʾāmar | ah-MAHR |
| the Lord, | יְהוָ֑ה | yĕhwâ | yeh-VA |
| manner this After | כָּ֠כָה | kākâ | KA-ha |
| will I mar | אַשְׁחִ֞ית | ʾašḥît | ash-HEET |
| pride the | אֶת | ʾet | et |
| of Judah, | גְּא֧וֹן | gĕʾôn | ɡeh-ONE |
| and the great | יְהוּדָ֛ה | yĕhûdâ | yeh-hoo-DA |
| pride | וְאֶת | wĕʾet | veh-ET |
| of Jerusalem. | גְּא֥וֹן | gĕʾôn | ɡeh-ONE |
| יְרוּשָׁלִַ֖ם | yĕrûšālaim | yeh-roo-sha-la-EEM | |
| הָרָֽב׃ | hārāb | ha-RAHV |
Cross Reference
ଲେବୀୟ ପୁସ୍ତକ 26:19
ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ଯ ଓ ଭୂମିକୁ ପିତଳତୁଲ୍ଯ ତରିବା।
ସିଫନିୟ 3:11
ତା'ପ ରେ ହେ ୟିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧ ରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହବେେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ୟିରୁଶାଲମରୁ ତଡି ଦଇେଛୁ। ଆମ୍ଭର ପବିତ୍ର ପର୍ବତ ରେ ଆଉ କୌଣସି ଦାମ୍ଭିକ ଲୋକ କବେେ ହେଲେ ରହିବେ ନାହିଁ।
ଯିରିମିୟ 13:15
ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
ଯିଶାଇୟ 23:9
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
ଯିଶାଇୟ 2:10
ୟାଅ, ମାଟିତଳେ ଓ ପର୍ବତର ପୃଷ୍ଠଭାଗ ରେ ନିଜକୁ ଲୁଚାଅ! କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କର ସର୍ବଶକ୍ତିମାନ ଓ ଶକ୍ତି ନିକଟରେ ଭୟଭୀତ।
ପିତରଙ୍କ ପ୍ରଥମ ପତ୍ 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।
ଯାକୁବଙ୍କ ପତ୍ 4:6
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335
ଲୂକଲିଖିତ ସୁସମାଚାର 18:14
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'
ନାହୂମ 2:2
ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।
ଯିହିଜିକଲ 16:56
ପରମେଶ୍ବର କହିଲେ, ଅତୀତ ରେ ତୁମ୍ଭେ ତୁମ୍ଭର ଗର୍ବ ହତେୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରିପାରିବ ନାହିଁ।
ଯିହିଜିକଲ 16:50
ଏବଂ ସମାନେେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସମାନେେ ତାହା କଲେ। ତେଣୁ ମାେ ଦୃଷ୍ଟି ରେ ମୁଁ ସମାନଙ୍କେୁ ଉଚିତ୍ ଦଣ୍ଡ ଦଲେି।
ଯିରିମିୟଙ୍କ ବିଳାପ 5:5
ଆମ୍ଭମାନଙ୍କ ସ୍କନ୍ଧ ରେ ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍ଭମାନେେ କ୍ଲାନ୍ତ ହାଇେଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
ଯିରିମିୟ 48:29
ମାଯାେବ ବଡ଼ ଅହଙ୍କାରୀ, ଆମ୍ଭମାନେେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।
ଯିରିମିୟ 18:4
ସେ ମାଟିର ପାତ୍ର ନିର୍ମାଣ କରୁଥିଲା ବେଳେ ସେଥି ରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସା ରେ ସଜାଡ଼ି ନୂଆ ପତ୍ର ନିର୍ମାଣ କଲା।
ଯିଶାଇୟ 16:6
ଏହା ଶୁଣା ଯାଉଛି ଯେ, ମାୟୋବ ଅତ୍ଯନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କୋର୍ଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।
ହିତୋପଦେଶ 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।
ଆୟୁବ ପୁସ୍ତକ 40:10
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।