Jeremiah 12:6
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।
Jeremiah 12:6 in Other Translations
King James Version (KJV)
For even thy brethren, and the house of thy father, even they have dealt treacherously with thee; yea, they have called a multitude after thee: believe them not, though they speak fair words unto thee.
American Standard Version (ASV)
For even thy brethren, and the house of thy father, even they have dealt treacherously with thee; even they have cried aloud after thee: believe them not, though they speak fair words unto thee.
Bible in Basic English (BBE)
For even your brothers, your father's family, even they have been untrue to you, crying loudly after you: have no faith in them, though they say fair words to you.
Darby English Bible (DBY)
For even thy brethren, and the house of thy father, even they have dealt treacherously with thee, even they have cried aloud after thee. Believe them not, though they speak good [words] unto thee.
World English Bible (WEB)
For even your brothers, and the house of your father, even they have dealt treacherously with you; even they have cried aloud after you: don't believe them, though they speak beautiful words to you.
Young's Literal Translation (YLT)
For even thy brethren and the house of thy father, Even they dealt treacherously against thee, Even they -- they called after thee fully, Trust not in them, when they speak to thee good things.
| For | כִּ֧י | kî | kee |
| even | גַם | gam | ɡahm |
| thy brethren, | אַחֶ֣יךָ | ʾaḥêkā | ah-HAY-ha |
| and the house | וּבֵית | ûbêt | oo-VATE |
| father, thy of | אָבִ֗יךָ | ʾābîkā | ah-VEE-ha |
| even | גַּם | gam | ɡahm |
| they | הֵ֙מָּה֙ | hēmmāh | HAY-MA |
| have dealt treacherously | בָּ֣גְדוּ | bāgĕdû | BA-ɡeh-doo |
| yea, thee; with | בָ֔ךְ | bāk | vahk |
| they | גַּם | gam | ɡahm |
| have called | הֵ֛מָּה | hēmmâ | HAY-ma |
| multitude a | קָרְא֥וּ | qorʾû | kore-OO |
| after | אַחֲרֶ֖יךָ | ʾaḥărêkā | ah-huh-RAY-ha |
| thee: believe | מָלֵ֑א | mālēʾ | ma-LAY |
| not, them | אַל | ʾal | al |
| though | תַּאֲמֵ֣ן | taʾămēn | ta-uh-MANE |
| they speak | בָּ֔ם | bām | bahm |
| fair words | כִּֽי | kî | kee |
| unto | יְדַבְּר֥וּ | yĕdabbĕrû | yeh-da-beh-ROO |
| thee. | אֵלֶ֖יךָ | ʾēlêkā | ay-LAY-ha |
| טוֹבֽוֹת׃ | ṭôbôt | toh-VOTE |
Cross Reference
ଯିରିମିୟ 9:4
ତୁମ୍ଭମାନେେ ପ୍ରେତ୍ୟକକ ପ୍ରତିବେଶୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ବାସ କର ନାହିଁ। କାରଣ ପ୍ରେତ୍ୟକକ ଭ୍ରାତା ପ୍ରତାରକ ଓ ପ୍ରେତ୍ୟକକ ପ୍ରତିବେଶୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
ହିତୋପଦେଶ 26:25
ସେ ମିଷ୍ଟ ସ୍ବର ରେ କହିଲେ, ତାହାକୁ ବିଶ୍ବାସ କର ନାହିଁ। ଯେ ହତେୁ ତା'ର ହୃଦଯ ରେ ସାତଟା ଘୃଣ୍ଯ ବିଷଯ ଥାଏ।
ଆଦି ପୁସ୍ତକ 37:4
ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।
ଆୟୁବ ପୁସ୍ତକ 6:15
କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
ଗୀତସଂହିତା 12:2
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।
ଗୀତସଂହିତା 69:8
ମାେ ନିଜ ଭାଇମାନେ ମାେ ସହିତ ଅଚିହ୍ନା ଲୋକ ପରି ବ୍ଯବହାର କଲେ। ମାରେ ମା'ଙ୍କର ପୁଅମାନେ ମାେତେ ବିଦେଶୀ ପରି ବ୍ଯବହାର କଲେ।
ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ଯିରିମିୟ 11:21
ଅବାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ଯା କରିବାକୁ ଯୋଜନା କରୁଥିଲେ। ସହେି ଲୋକମାନେ ଯିରିମିୟଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦ ବାକ୍ଯ ପ୍ରଚାର କର ନାହିଁ, କଲେ ଆମ୍ଭମାନେେ ତୁମ୍ଭକୁ ହତ୍ଯା କରିବୁ। ତେଣୁ ସଦାପ୍ରଭୁ ସମାନଙ୍କେ ବିଷଯ ରେ ଏକ ସିଦ୍ଧାନ୍ତ ନେଲେ।
ଯିରିମିୟ 11:19
ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:28
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:24
ସଠାେରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦବେୀ ଆର୍ତ୍ତମେୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ୟ୍ଯ ଯୋଗଇ ଦେଉଥିଲା।
ଯିରିମିୟ 20:10
ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।
ଯିହିଜିକଲ 33:30
ପୁଣି ହେ ମନୁଷ୍ଯ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହାଇେ ସମାନଙ୍କେର ଦ୍ବାରଗୁଡ଼ିକରେ ଦେଶ ରେ ତୁମ୍ଭ ବିଷଯ ରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କ ହେ, ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ଯଦବାଣୀ ଶୁଣିବା।
ମାଥିଉଲିଖିତ ସୁସମାଚାର 10:21
ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।
ମାଥିଉଲିଖିତ ସୁସମାଚାର 22:16
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
ମାର୍କଲିଖିତ ସୁସମାଚାର 12:12
ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସମାନଙ୍କେ ଉଦ୍ଦେଶ୍ଯ ରେ ଥିଲା ବୋଲି ସମାନେେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସମାନେେ ଉପାୟ ଖାଜେି ବସିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ଯୀଶୁଙ୍କୁ ଛାଡି ଚାଲିଗଲେ।
ଯୋହନଲିଖିତ ସୁସମାଚାର 7:5
(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)
ରେରିତମାନଙ୍କ କାର୍ଯ୍ୟର ବିବରଣ 16:22
ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସମାନଙ୍କେ ବିରୁଦ୍ଧ ରେ ଯୋଗ ଦେଲେ। ନଗରପାଳମାନେ ସମାନଙ୍କେର ଲୁଗାପଟା ଛିଣ୍ଡାଇ ଦେଲେ ଓ ସମାନଙ୍କେୁ ବତେ ଆଘାତ ଦ୍ବାରା ଦଣ୍ଡ ଦବୋପାଇଁ ଆଦେଶ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:12
ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।
ଯିଶାଇୟ 31:4
ସଦାପ୍ରଭୁ ମାେତେ କହିଲେ, ଯେତବେେଳେ ସିଂହ ଓ ୟୁବା ସିଂହ ଶିକାର ଧ ରେ ଓ ସହେି ମୃତ ପ୍ରାଣୀ ଉପ ରେ ସେତବେେଳେ ବହୁ ମଷେପାଳକ ତା ବିରୁଦ୍ଧ ରେ ଗର୍ଜନ କଲେ ହେଁ ସେ କବେେ ଭୟଭୀତ ହୁଏ ନାହିଁ।'