Jeremiah 11:2 in Oriya

Oriya Oriya Bible Jeremiah Jeremiah 11 Jeremiah 11:2

Jeremiah 11:2
ହେ ଯିରିମିୟ, ତୁମ୍ଭେ ଏହି ନିଯମର ବାକ୍ଯ ଶୁଣ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଏହା ଜଣାଅ।

Jeremiah 11:1Jeremiah 11Jeremiah 11:3

Jeremiah 11:2 in Other Translations

King James Version (KJV)
Hear ye the words of this covenant, and speak unto the men of Judah, and to the inhabitants of Jerusalem;

American Standard Version (ASV)
Hear ye the words of this covenant, and speak unto the men of Judah, and to the inhabitants of Jerusalem;

Bible in Basic English (BBE)
Give ear to the words of this agreement, and say to the men of Judah and to the people of Jerusalem,

Darby English Bible (DBY)
Hear ye the words of this covenant; and speak ye unto the men of Judah, and to the inhabitants of Jerusalem.

World English Bible (WEB)
Hear you the words of this covenant, and speak to the men of Judah, and to the inhabitants of Jerusalem;

Young's Literal Translation (YLT)
`Hear ye the words of this covenant, and ye have spoken unto the men of Judah, and unto the inhabitants of Jerusalem,

Hear
שִׁמְע֕וּšimʿûsheem-OO
ye

אֶתʾetet
the
words
דִּבְרֵ֖יdibrêdeev-RAY
this
of
הַבְּרִ֣יתhabbĕrîtha-beh-REET
covenant,
הַזֹּ֑אתhazzōtha-ZOTE
and
speak
וְדִבַּרְתָּם֙wĕdibbartāmveh-dee-bahr-TAHM
unto
אֶלʾelel
the
men
אִ֣ישׁʾîšeesh
of
Judah,
יְהוּדָ֔הyĕhûdâyeh-hoo-DA
to
and
וְעַלwĕʿalveh-AL
the
inhabitants
יֹשְׁבֵ֖יyōšĕbêyoh-sheh-VAY
of
Jerusalem;
יְרוּשָׁלִָֽם׃yĕrûšāloimyeh-roo-sha-loh-EEM

Cross Reference

ଯିରିମିୟ 11:6
ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ ଯିହୁଦାର ସବୁ ନଗର ରେ ଓ ୟିରୁଶାଲମର ସବୁ ପଥରେ ଏହିସବୁ ପ୍ରଚାର କର, ତୁମ୍ଭମାନେେ ଏହି ନିଯମର ବିଧିସବୁ ଶୁଣ ଓ ସଗେୁଡ଼ିକ ପାଳନ କର।

ଯାତ୍ରା ପୁସ୍ତକ 19:5
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।

ଦିତୀୟ ରାଜାବଳୀ 11:17
ତା'ପରେ ଯିହାୟୋଦାରଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧିଅରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହାୟୋଦାରଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହବେେ।

ଦିତୀୟ ରାଜାବଳୀ 23:2
ଏହାପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ୟିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ଯଦ୍ବକ୍ତାମାନେ ଓ ସମସ୍ତ ବଡରୁ େଛାଟ ଗମନ କଲେ। ତହୁଁ ସଦାପ୍ରଭୁ ମନ୍ଦିରରୁ ପ୍ରାପ୍ତ ବ୍ଯବସ୍ଥା ପୁସ୍ତକର ସମସ୍ତ ବାକ୍ଯ ସମାନଙ୍କେର କର୍ଣ୍ଣ ଗୋଚର ହବୋ ପାଇଁ ଯୋଶିୟଯ ରାଜା ପାଠ କଲେ।

ଦିତୀୟ ବଂଶାବଳୀ 23:16
ଏହାପରେ ଯିହାୟୋଦାରଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିଯମ କଲେ। ସମାନେେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହବେେ, ଏଥି ରେ ସମ୍ମତ ହେଲେ।

ଦିତୀୟ ବଂଶାବଳୀ 29:10
ତେଣୁ ବର୍ତ୍ତମାନ ମୁଁ ହିଜକିଯ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ସହିତ ଏକ ନିଯମ କରିବାକୁ ମନସ୍ଥ କରିଅଛି। ତବେେ ସେ ଆମ୍ଭମାନଙ୍କ ଉପରେ ଆଉ କୋର୍ଧ କରିବେ ନାହିଁ।

ଦିତୀୟ ବଂଶାବଳୀ 34:31
ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।

ଯିରିମିୟ 34:13
ହେ ଯିରିମିୟ ! ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ବରୁ ମୁକ୍ତ କରିଥିଲୁ ଓ ସମାନଙ୍କେ ସହିତ ଏହି ନିଯମ କରିଥିଲୁ।