Jeremiah 10:1
ହେ ଇଶ୍ରାୟେଲ ବଂଶ ସଦାପ୍ରଭୁଙ୍କ ବାକ୍ଯ ଶୁଣ।
Jeremiah 10:1 in Other Translations
King James Version (KJV)
Hear ye the word which the LORD speaketh unto you, O house of Israel:
American Standard Version (ASV)
Hear ye the word which Jehovah speaketh unto you, O house of Israel:
Bible in Basic English (BBE)
Give ear to the word which the Lord says to you, O people of Israel:
Darby English Bible (DBY)
Hear the word that Jehovah speaketh unto you, house of Israel.
World English Bible (WEB)
Hear the word which Yahweh speaks to you, house of Israel!
Young's Literal Translation (YLT)
Hear ye the word, O house of Israel, That Jehovah hath spoken for you.
| Hear | שִׁמְע֣וּ | šimʿû | sheem-OO |
| ye | אֶת | ʾet | et |
| the word | הַדָּבָ֗ר | haddābār | ha-da-VAHR |
| which | אֲשֶׁ֨ר | ʾăšer | uh-SHER |
| Lord the | דִּבֶּ֧ר | dibber | dee-BER |
| speaketh | יְהוָ֛ה | yĕhwâ | yeh-VA |
| unto | עֲלֵיכֶ֖ם | ʿălêkem | uh-lay-HEM |
| you, O house | בֵּ֥ית | bêt | bate |
| of Israel: | יִשְׂרָאֵֽל׃ | yiśrāʾēl | yees-ra-ALE |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:29
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:13
ତୁମ୍ଭମାନେେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ବରଙ୍କ ବାକ୍ଯ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ବରଙ୍କୁ ଅନବରତ ଧନ୍ଯବାଦ ଜଣାଉଛୁ। ଏହା ପ୍ରକୃତ ରେ ପରମେଶ୍ବରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।
ଆମୋଷ 7:16
ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମାେତେ କହୁଛ, 'ଇଶ୍ରାୟେଲ ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରନାହିଁ। ଇସ୍ହାକ ପରିବାର ବିରୁଦ୍ଧ ରେ ମଧ୍ଯ ପ୍ରଗ୍ଭର କରନାହିଁ।'
ହୋଶେୟ 4:1
ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।
ଯିରିମିୟ 42:15
ଏଣୁ ହେ ଯିହୁଦାର ଲୋକେ, ତୁମ୍ଭମାନେେ ଏବେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭମାନେେ ମିଶରକୁ ୟିବାପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ।
ଯିରିମିୟ 22:2
' ହେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଫାଟକ ଦଇେ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ଶୁଣ।
ଯିରିମିୟ 13:15
ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
ଯିରିମିୟ 2:4
ହେ ଯାକୁବର ବଂଶ, ଆଉ ହେ ଇଶ୍ରାୟେଲର ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ଯ ଶୁଣ।
ଯିଶାଇୟ 28:14
ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
ଯିଶାଇୟ 1:10
ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।
ଗୀତସଂହିତା 50:7
ପରମେଶ୍ବର କହନ୍ତି, ଇଶ୍ରାୟେଲର ଅଧିବାସୀଗଣ, ମାରେ ଅନୁଗାମୀମାନେ ମାରେ କଥା ଶୁଣ, ମୁଁ ତୁମ୍ଭକୁ ତାହାର ପ୍ରମାଣ ଦଖାଇବେି ୟାହା ତୁମ୍ଭ ବିରୁଦ୍ଧରେ ୟିବ। ମୁଁ ହିଁ ପରମେଶ୍ବର, ତୁମ୍ଭର ପରମେଶ୍ବର।
ପ୍ରଥମ ରାଜାବଳୀ 22:19
ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।