James 2:1
ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭମାନେେ ବିଶ୍ବାସ କର। ଅତଏବ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବପୂର୍ଣ୍ଣ ବୋଲି ଭାବ ନାହିଁ।
James 2:1 in Other Translations
King James Version (KJV)
My brethren, have not the faith of our Lord Jesus Christ, the Lord of glory, with respect of persons.
American Standard Version (ASV)
My brethren, hold not the faith of our Lord Jesus Christ, `the Lord' of glory, with respect of persons.
Bible in Basic English (BBE)
My brothers, if you have the faith of our Lord Jesus Christ of glory, do not take a man's position into account.
Darby English Bible (DBY)
My brethren, do not have the faith of our Lord Jesus Christ, [Lord] of glory, with respect of persons:
World English Bible (WEB)
My brothers, don't hold the faith of our Lord Jesus Christ of glory with partiality.
Young's Literal Translation (YLT)
My brethren, hold not, in respect of persons, the faith of the glory of our Lord Jesus Christ,
| My | Ἀδελφοί | adelphoi | ah-thale-FOO |
| brethren, | μου | mou | moo |
| have | μὴ | mē | may |
| not | ἐν | en | ane |
| the | προσωποληψίαις | prosōpolēpsiais | prose-oh-poh-lay-PSEE-ase |
| faith | ἔχετε | echete | A-hay-tay |
| of our | τὴν | tēn | tane |
| πίστιν | pistin | PEE-steen | |
| Lord | τοῦ | tou | too |
| Jesus | κυρίου | kyriou | kyoo-REE-oo |
| Christ, | ἡμῶν | hēmōn | ay-MONE |
| the Lord of | Ἰησοῦ | iēsou | ee-ay-SOO |
| glory, | Χριστοῦ | christou | hree-STOO |
| with | τῆς | tēs | tase |
| respect of persons. | δόξης | doxēs | THOH-ksase |
Cross Reference
ହିତୋପଦେଶ 24:23
ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;
ଲେବୀୟ ପୁସ୍ତକ 19:15
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।
ଯାକୁବଙ୍କ ପତ୍ 2:9
କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନା ରେ ଅଧିକ ମହତ୍ବ ଦେଉଛ, ତା' ହେଲେ ତୁମ୍ଭେ ପାପ କରୁଛ। ସହେି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ବରଙ୍କ ନିୟମ ଭଙ୍ଗ କରିବା ରେ ଦୋଷୀ ଅଟ।
ଦିତୀୟ ବିବରଣ 1:17
ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'
ଦିତୀୟ ବିବରଣ 16:19
ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।
ଦିତୀୟ ବଂଶାବଳୀ 19:7
ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।
ହିତୋପଦେଶ 28:21
ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।
ମାଥିଉଲିଖିତ ସୁସମାଚାର 22:16
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:8
ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସମାନେେ ବୁଝି ଥାଆନ୍ତେ, ତାହା ହେଲ ଗୌରବମୟ ପ୍ରଭୁଙ୍କୁ କୃଶବିଦ୍ଧ କରି ମାରି ନ ଥାନ୍ତେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:12
ଏହାର ଅର୍ଥ ହେଉଛି ଯେ, ପରମେଶ୍ବରଙ୍କର ପବିତ୍ର ଲୋକମାନେ ର୍ଧୈୟ୍ଯବାନ୍ ହୁଅନ୍ତୁ। ସମାନେେ ପରମେଶ୍ବରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖ ରେ ବିଶ୍ବାସ ରଖୁଥିବା ଉଚିତ୍।
ଯିହୂଦାଙ୍କ ପତ୍ର 1:16
ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।
ପିତରଙ୍କ ଦିତୀୟ ପତ୍ର 1:1
ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 1:3
ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:2
ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 20:21
ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ବରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ ଚେ଼ତାଇ ଦଇେଅଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 24:24
କିଛି ଦିନ ପରେ ଫଲେୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନଇେ ଆସିଲେ। ସେ ଯିହୂଦୀ ଥିଲେ। ଫଲେୀକ୍ସ୍ ପାଉଲଙ୍କୁ ଡ଼କାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ବିଷୟ ରେ ଶୁଣିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦଇେ ଶକ୍ତିଶାଳୀ କରାଇବା ମାରେ ଇଚ୍ଛା।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:4
ପରମେଶ୍ବର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠା ରେ ବିଶ୍ବାସ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠା ରେ ଥିବା ପ୍ ରମେ ବିଷୟ ରେ ଶୁଣି ଆମ୍ଭେ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛୁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:19
ବିଶ୍ବାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାଁନ୍ତି। ତେଣୁ ସମାନଙ୍କେର ବିଶ୍ବାସ ନଷ୍ଟ ହାଇେଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:21
ପରମେଶ୍ବର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ବର୍ଗଦୂତଙ୍କ ଆଗ ରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ଯ ଜାଣିବା ପୂର୍ବରୁ ଲୋକମାନଙ୍କର ବିଚାର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦଖାେଅ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:1
ପରମେଶ୍ବରଙ୍କ ସବେକ, ଓ ଯୀଶୁଖ୍ରୀଷ୍ଟଙ୍କ ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିଶ୍ବାସ ରେ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ସତ୍ଯ ଜାଣିବା ପାଇଁ ସହେି ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ମାେତେ ପଠାଯାଇଛି। ପରମେଶ୍ବରଙ୍କୁ ଲୋକେ କିପରି ସବୋ କରିବେ, ତାହା ସହେି ସତ୍ଯ ଦଖାଇେ ଥାଏ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:13
ଓକିଲ ଜୀନା ଓ ଆପଲ୍ଲ ସଠାରୁେ ଆସୁଛନ୍ତି। ସମାନଙ୍କେ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ଯ ସାହାୟ୍ଯ କର। ତୁମ୍ଭେ ସତର୍କ ହୁଅ ଯେ ସମାନଙ୍କେର କୌଣସି ଅଭାବ ନ ଘଟୁ।
ଗୀତସଂହିତା 24:7
ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।