Isaiah 51:2 in Oriya

Oriya Oriya Bible Isaiah Isaiah 51 Isaiah 51:2

Isaiah 51:2
ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତବେେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ବାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।

Isaiah 51:1Isaiah 51Isaiah 51:3

Isaiah 51:2 in Other Translations

King James Version (KJV)
Look unto Abraham your father, and unto Sarah that bare you: for I called him alone, and blessed him, and increased him.

American Standard Version (ASV)
Look unto Abraham your father, and unto Sarah that bare you; for when he was but one I called him, and I blessed him, and made him many.

Bible in Basic English (BBE)
Let your thoughts be turned to Abraham, your father, and to Sarah, who gave you birth: for when he was but one, my voice came to him, and I gave him my blessing, and made him a great people.

Darby English Bible (DBY)
Look unto Abraham your father, and unto Sarah that bore you; for I called him when he was alone, and blessed him, and multiplied him.

World English Bible (WEB)
Look to Abraham your father, and to Sarah who bore you; for when he was but one I called him, and I blessed him, and made him many.

Young's Literal Translation (YLT)
Look attentively unto Abraham your father, And unto Sarah -- she bringeth you forth, For -- one -- I have called him, And I bless him, and multiply him.

Look
הַבִּ֙יטוּ֙habbîṭûha-BEE-TOO
unto
אֶלʾelel
Abraham
אַבְרָהָ֣םʾabrāhāmav-ra-HAHM
your
father,
אֲבִיכֶ֔םʾăbîkemuh-vee-HEM
unto
and
וְאֶלwĕʾelveh-EL
Sarah
שָׂרָ֖הśārâsa-RA
that
bare
תְּחוֹלֶלְכֶ֑םtĕḥôlelkemteh-hoh-lel-HEM
for
you:
כִּיkee
I
called
אֶחָ֣דʾeḥādeh-HAHD
him
alone,
קְרָאתִ֔יוqĕrāʾtîwkeh-ra-TEEOO
blessed
and
וַאֲבָרְכֵ֖הוּwaʾăborkēhûva-uh-vore-HAY-hoo
him,
and
increased
וְאַרְבֵּֽהוּ׃wĕʾarbēhûveh-ar-bay-HOO

Cross Reference

ଯିହିଜିକଲ 33:24
ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:9
ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:8
ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:16
ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:1
ତା' ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରାହାମଙ୍କ ବିଷୟ ରେ କ'ଣ କହି ପାରିବା?

ଯିଶାଇୟ 29:22
ତେଣୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷଯ ରେ ଏହିପରି କୁହନ୍ତି, ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହବେ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ।

ଯିହୋଶୂୟ 24:3
କିନ୍ତୁ ମୁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ ସେ ଭୂମିରକ୍ସ୍ଟ ଆଣି ନଦୀ ଏପାରି ରେ ରଖିଲି। ମୁ ତାଙ୍କୁ କିଣାନ ଦେଶର ସବୁଆଡେ ଆଗଇେ ନଲେି, ଏବଂ ତା'ର ବଂଶକକ୍ସ୍ଟ ବହକ୍ସ୍ଟ ସନ୍ତାନ ଦଲେି। ଏବଂ ତାକକ୍ସ୍ଟ ମଧ୍ଯ ଏକ ପକ୍ସ୍ଟତ୍ର ଦଲେି ଯାହାର ନାମ ଇସ୍ହାକ।

ଆଦି ପୁସ୍ତକ 24:35
ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।

ଆଦି ପୁସ୍ତକ 24:1
ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତି ରେ ଆଶାର୍ବାଦ କରିଥିଲେ।

ଆଦି ପୁସ୍ତକ 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

ଆଦି ପୁସ୍ତକ 18:11
ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।

ଆଦି ପୁସ୍ତକ 15:4
ତା'ପରେ ସଦାପ୍ରଭୁ ଅବ୍ରାମକୁ କହିଲେ, ଦେଖ ସହେି ଦାସଟି ତୁମ୍ଭର ଉତ୍ତରାଧିକାରୀ ହବେ ନାହିଁ। ମାତ୍ର ଯେ ତୁମ୍ଭ ଔରସ ରେ ଜାତ ହବେ, ସହେି ତୁମ୍ଭର ଉତ୍ତରାଧିକାରୀ ହବେ।

ଆଦି ପୁସ୍ତକ 15:1
ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

ଆଦି ପୁସ୍ତକ 13:14
ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଚ଼ତୁପାଶର୍ବକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।

ଆଦି ପୁସ୍ତକ 12:1
ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ଯାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦଖାଇବେି ସହେି ଦେଶକୁ ୟାଅ।

ନିହିମିୟା 9:7
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ବର ଅଟ। ତୁମ୍ଭେ ହିଁ ଅବ୍ରାହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରିଆଣି ଅବ୍ରହାମ ନାମ ଦଲେ।