Isaiah 51:15
ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି। ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭ ପରମେଶ୍ବର ଅଟୁ।' ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
Isaiah 51:15 in Other Translations
King James Version (KJV)
But I am the LORD thy God, that divided the sea, whose waves roared: The LORD of hosts is his name.
American Standard Version (ASV)
For I am Jehovah thy God, who stirreth up the sea, so that the waves thereof roar: Jehovah of hosts is his name.
Bible in Basic English (BBE)
For I am the Lord your God, who makes the sea calm when its waves are thundering: the Lord of armies is his name.
Darby English Bible (DBY)
And I am Jehovah thy God, who raiseth the sea, so that its waves roar: Jehovah of hosts is his name.
World English Bible (WEB)
For I am Yahweh your God, who stirs up the sea, so that the waves of it roar: Yahweh of Hosts is his name.
Young's Literal Translation (YLT)
And I `am' Jehovah thy God, Quieting the sea, when its billows roar, Jehovah of Hosts `is' His name.
| But I | וְאָֽנֹכִי֙ | wĕʾānōkiy | veh-ah-noh-HEE |
| am the Lord | יְהוָ֣ה | yĕhwâ | yeh-VA |
| God, thy | אֱלֹהֶ֔יךָ | ʾĕlōhêkā | ay-loh-HAY-ha |
| that divided | רֹגַ֣ע | rōgaʿ | roh-ɡA |
| sea, the | הַיָּ֔ם | hayyām | ha-YAHM |
| whose waves | וַיֶּהֱמ֖וּ | wayyehĕmû | va-yeh-hay-MOO |
| roared: | גַּלָּ֑יו | gallāyw | ɡa-LAV |
| Lord The | יְהוָ֥ה | yĕhwâ | yeh-VA |
| of hosts | צְבָא֖וֹת | ṣĕbāʾôt | tseh-va-OTE |
| is his name. | שְׁמֽוֹ׃ | šĕmô | sheh-MOH |
Cross Reference
ଯିରିମିୟ 31:35
ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।
ଆମୋଷ 9:5
ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
ଯିରିମିୟ 10:16
ମାତ୍ର ଯାକୁବଙ୍କର ପରମେଶ୍ବର ସମାନଙ୍କେ ପରି ନୁହଁନ୍ତି। କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା ଓ ଇଶ୍ରାୟେଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି। ପରମେଶ୍ବରଙ୍କ ନାମ ସୈନ୍ଯାଧିପତି ସଦାପ୍ରଭୁ।
ଯିଶାଇୟ 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
ଯିଶାଇୟ 51:10
ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହବୋ ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?
ଯିଶାଇୟ 48:2
କାରଣ ସମାନେେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ଯାତ କରନ୍ତି ଓ ଇଶ୍ରାୟେଲର ପରମେଶ୍ବରଙ୍କ ଉପ ରେ ନିର୍ଭର କରନ୍ତି ; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।
ଯିଶାଇୟ 47:4
ମାରେ ସନ୍ତାନଗଣ କୁହନ୍ତି, ଆମ୍ଭମାନଙ୍କର ମୁକ୍ତିଦାତା ଇଶ୍ରାୟେଲର ଧର୍ମସ୍ବରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।
ଗୀତସଂହିତା 136:13
ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।
ଗୀତସଂହିତା 114:3
ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।
ଗୀତସଂହିତା 74:13
ହେ ପରମେଶ୍ବର, ତୁମ୍ଭେ ଆପଣା ମହାନ୍ ଶକ୍ତିକୁ ବ୍ଯବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କର।
ଆୟୁବ ପୁସ୍ତକ 26:12
ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି।
ନିହିମିୟା 9:11
ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।