Isaiah 48:11
ଆମ୍ଭେ କବଳେ ନିଜ ପାଇଁ, ନିଜ ସକାେଶ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା ? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦବୋ ନାହିଁ।
Isaiah 48:11 in Other Translations
King James Version (KJV)
For mine own sake, even for mine own sake, will I do it: for how should my name be polluted? and I will not give my glory unto another.
American Standard Version (ASV)
For mine own sake, for mine own sake, will I do it; for how should `my name' be profaned? and my glory will I not give to another.
Bible in Basic English (BBE)
For myself, even because of my name, I will do it; for I will not let my name be shamed; and my glory I will not give to another.
Darby English Bible (DBY)
For mine own sake, for mine own sake, will I do [it]; for how should [my name] be profaned? and I will not give my glory unto another.
World English Bible (WEB)
For my own sake, for my own sake, will I do it; for how should [my name] be profaned? and my glory I will not give to another.
Young's Literal Translation (YLT)
For My sake, for Mine own sake, I do `it', For how is it polluted? And Mine honour to another I give not.
| For mine own sake, | לְמַעֲנִ֧י | lĕmaʿănî | leh-ma-uh-NEE |
| sake, own mine for even | לְמַעֲנִ֛י | lĕmaʿănî | leh-ma-uh-NEE |
| will I do | אֶעֱשֶׂ֖ה | ʾeʿĕśe | eh-ay-SEH |
| it: for | כִּ֣י | kî | kee |
| how | אֵ֣יךְ | ʾêk | ake |
| should my name be polluted? | יֵחָ֑ל | yēḥāl | yay-HAHL |
| not will I and | וּכְבוֹדִ֖י | ûkĕbôdî | oo-heh-voh-DEE |
| give | לְאַחֵ֥ר | lĕʾaḥēr | leh-ah-HARE |
| my glory | לֹֽא | lōʾ | loh |
| unto another. | אֶתֵּֽן׃ | ʾettēn | eh-TANE |
Cross Reference
ଯିହିଜିକଲ 20:9
କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।
ଯିଶାଇୟ 42:8
ମୁଁ ସଦାପ୍ରଭୁ ଓ ତାହାହିଁ ମାରେ ନାମ। ମାରେ ପ୍ରଶଂସା ଓ ମହିମା ମୁଁ ସହେି ଖାଦେିତ ପ୍ରତିମାଗଣକୁ ଦବେି ନାହିଁ।
ଦିତୀୟ ବିବରଣ 32:26
ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:24
ପବିତ୍ର-ଶାସ୍ତ୍ର ରେ ଲଖାେ ଅଛି, ଅଣ ଯିହୂଦୀମାନେ ପରମେଶ୍ବରଙ୍କ ବିଷୟ ରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।
ଯୋହନଲିଖିତ ସୁସମାଚାର 5:23
ଈଶ୍ବର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସହେିପରି ପୁତ୍ରଙ୍କୁ ମଧ୍ଯ ସମ୍ମାନ ଦବେେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତବେେ ସେ ପିତାଙ୍କୁ ମଧ୍ଯ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
ଯିହିଜିକଲ 20:44
ଏବଂ ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଯେତବେେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତବେେଳେ ମୁଁ ମାରେ ମର୍ୟ୍ଯାଦାନୁସା ରେ ବ୍ଯବହାର କରେ।
ଯିହିଜିକଲ 20:39
ହେ ଇଶ୍ରାୟେଲର ଭବିଷ୍ଯତ୍ ବଂଶଧରଗଣ ! ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଯଦି ମାେ ନିର୍ଦ୍ଦଶେ ପ୍ରତି ଧ୍ଯାନ ନ ଦିଅ, ୟାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ବାରା ମାରେ ପବିତ୍ର ନାମକୁ ନଷ୍ଟ କରିବ ନାହିଁ।
ଯିହିଜିକଲ 20:22
କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମାରେନାମ ପାଖାପାଖି ଦବେତାମାନଙ୍କ ଦ୍ବାରା ଉପହାସିତ ନ ହେଉ ବୋଲି ମୁଁ ଚାହିଁଲି। ଯେଉଁମାନଙ୍କ ଦୃଷ୍ଟି ରେ ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶରରୁ ବାହାର କରିଆଣିଲି।
ଯିହିଜିକଲ 20:14
କିନ୍ତୁ ମୁଁ ମାରେ ନାମକୁ ସହେି ଲୋକମାନଙ୍କ ସମ୍ମୁଖ ରେ ଭ୍ରଷ୍ଟ କରିବା ପାଇଁ ଚାହିଁଲି ନାହିଁ। ଯେଉଁମାନଙ୍କ ଆଗ ରେ ମୁଁ ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲି।
ଯିରିମିୟ 14:7
ହେ ସଦାପ୍ରଭୁ, ଆମ୍ଭମାନେେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭମାନେେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାେଶ କାର୍ୟ୍ଯ କର ଓ ଆମ୍ଭମାନଙ୍କୁ ସାହାୟ୍ଯ କର। କାରଣ ଆମ୍ଭମାନେେ ବହୁବାର ତୁମ୍ଭକୁ ପରିତ୍ଯାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
ଯିଶାଇୟ 52:5
ସଦାପ୍ରଭୁ କୁହନ୍ତି, ବର୍ତ୍ତମାନ ଦେଖ, କ'ଣ ସବୁ ଘଟୁଅଛି। ବିନା କାରଣ ରେ ମାରେ ଲୋକମାନଙ୍କୁ ନିଆ ଯାଉଅଛି। ସମାନଙ୍କେ ଉପ ରେ ର ସହେି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।
ଯିଶାଇୟ 48:5
ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥାନ୍ତ, ଆମ୍ଭର ଦବେତା ଏହା କରିଅଛନ୍ତି,' ପୁଣି କହିଥାନ୍ତ 'ଆମ୍ଭର ଖାଦେିତ ଓ ଛାଞ୍ଚ ରେ ଢ଼ଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।'
ଯିଶାଇୟ 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
ଯିଶାଇୟ 37:35
ମୁଁ ମାେ ନିମନ୍ତେ ଓ ମାରେ ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷ ରେ ରହିବି ।'
ପ୍ରଥମ ଶାମୁୟେଲ 12:22
ସଦାପ୍ରଭୁ ଆପଣା ମହାନ ନାମ ସକାେଶ ଆପଣା ଲୋକମାନଙ୍କୁ ତ୍ଯାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହାଇେ ଅଛନ୍ତି।
ଗଣନା ପୁସ୍ତକ 14:15
ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,