Isaiah 45:7 in Oriya

Oriya Oriya Bible Isaiah Isaiah 45 Isaiah 45:7

Isaiah 45:7
ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ଯ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ଯ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।

Isaiah 45:6Isaiah 45Isaiah 45:8

Isaiah 45:7 in Other Translations

King James Version (KJV)
I form the light, and create darkness: I make peace, and create evil: I the LORD do all these things.

American Standard Version (ASV)
I form the light, and create darkness; I make peace, and create evil. I am Jehovah, that doeth all these things.

Bible in Basic English (BBE)
I am the giver of light and the maker of the dark; causing blessing, and sending troubles; I am the Lord, who does all these things.

Darby English Bible (DBY)
forming the light and creating darkness, making peace and creating evil: I, Jehovah, do all these things.

World English Bible (WEB)
I form the light, and create darkness; I make peace, and create evil. I am Yahweh, who does all these things.

Young's Literal Translation (YLT)
Forming light, and preparing darkness, Making peace, and preparing evil, I `am' Jehovah, doing all these things.'

I
form
יוֹצֵ֥רyôṣēryoh-TSARE
the
light,
אוֹר֙ʾôrore
create
and
וּבוֹרֵ֣אûbôrēʾoo-voh-RAY
darkness:
חֹ֔שֶׁךְḥōšekHOH-shek
I
make
עֹשֶׂ֥הʿōśeoh-SEH
peace,
שָׁל֖וֹםšālômsha-LOME
create
and
וּב֣וֹרֵאûbôrēʾoo-VOH-ray
evil:
רָ֑עrāʿra
I
אֲנִ֥יʾănîuh-NEE
the
Lord
יְהוָ֖הyĕhwâyeh-VA
do
עֹשֶׂ֥הʿōśeoh-SEH
all
כָלkālhahl
these
אֵֽלֶּה׃ʾēlleA-leh

Cross Reference

ଆମୋଷ 3:6
ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।

ଉପଦେଶକ 7:13
ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

ଆମୋଷ 4:13
ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ଯ ଅନ୍ଧକାରକୁ ସକାଳ ରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପ ରେ ୟାତାଯାତ କରୁ। ତାହା ହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସହେି ସଦାପ୍ରଭୁ ସୈନ୍ଯାଧିପତି, ସ୍ବଯମ୍ଭୁ ପରମେଶ୍ବର ଆମ୍ଭର ନାମ।

ନାହୂମ 1:8
କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।

ଯିଶାଇୟ 31:2
ମାତ୍ର ସଦାପ୍ରଭୁ ଜ୍ଞାନବାନ। ସେ ଅମଙ୍ଗଳ ଘଟାଇବେ। ସେ ନିଜର ବାକ୍ଯକୁ ଅନ୍ୟଥା କରିବେ ନାହିଁ। ସେ ମନ୍ଦାଚାରୀମାନଙ୍କ ପ୍ରତିକୂଳ ରେ ଓ ଅଧର୍ମାଚାରୀମାନଙ୍କ ସହାୟକଗଣଙ୍କ ବିରୁଦ୍ଧ ରେ ଉଠିବେ।

ଗୀତସଂହିତା 75:7
ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

ଆୟୁବ ପୁସ୍ତକ 2:10
ଆୟୁବ ତା'ର ପତ୍ନୀକୁ ଉତ୍ତର ଦଲୋ, ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ବର ଆମ୍ଭକୁ ସବୁକିଛି ଭଲ ଜିନିଷ ଦଇେଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସହେିଭଳି ଆମ୍ଭେ ମଧ୍ଯ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍। ଯଦିଓ ଏହାସବୁ ଘଟିଲା ଆୟୁବ ତା' ଓଷ୍ଠ ରେ ପାପ କଲା ନାହିଁ।

ଯିରିମିୟ 31:35
ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:28
ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।

ଯିହୂଦାଙ୍କ ପତ୍ର 1:6
ତୁମ୍ଭେ ସହେି ସ୍ବର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସମାନେେ ତାହାକୁ ରଖିପାରିଲେ ନାହିଁ। ସମାନେେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସମାନଙ୍କେୁ ଅନ୍ଧକାର ରେ ରଖିଛନ୍ତି। ସମାନେେ ଅନନ୍ତକାଳୀନ ବନ୍ଧନ ରେ ବନ୍ଧା ହାଇେଛନ୍ତି। ସେ ସମାନଙ୍କେୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି।

ଯିରିମିୟ 51:20
ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।

ଯିରିମିୟ 13:16
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।

ଗୀତସଂହିତା 104:20
ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ। ତହିଁରେ ସକଳ ବନ୍ଯପଶୁ ବାହାରି ଭ୍ରମଣ କରନ୍ତି।

ଆୟୁବ ପୁସ୍ତକ 34:29
କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।

ଆମୋଷ 5:6
ସଦାପ୍ରଭୁଙ୍କ ଅନ୍ବଷେଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା ହେଲେ ଗୋଟିଏ ଅଗ୍ନି ସଞ୍ଚାର ହବେ ଏବଂ ସହେି ଅଗ୍ନି ଯୋଷଫଙ୍କେ ଗୃହକୁ ଧ୍ବଂସ କରିବ ଏବଂ କୌଣସି ବ୍ଯକ୍ତି ବୈଥଲ ରେ ସେ ଅଗ୍ନିକୁ ଲିଭାଇ କରିପାରିବେ ନାହିଁ।

ଯୋୟେଲ 2:2
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।

ଯିହିଜିକଲ 32:8
ଆକାଶର ସମସ୍ତ ଉଜ୍ଜ୍ବଳ ଜ୍ଯୋତିକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପ ରେ ଓ ତୁମ୍ଭ ଦେଶ ଉପ ରେ ଅନ୍ଧକାର ଆଣିବି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।

ଯିହିଜିକଲ 14:15
ପରମେଶ୍ବର କହିଲେ, ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ଯକୁ ପଠାଏ ଓ ସମାନେେ ଏହାର ନିବାସୀମାନଙ୍କୁ ହତ୍ଯା କରନ୍ତି ଓ ଏହା ଜନଶୂନ୍ଯ ସ୍ଥାନ ହୁଏ, ତବେେ ହିଂସ୍ରଜନ୍ତୁଙ୍କ ଭୟ ରେ କୌଣସି ମନୁଷ୍ଯ ସହେି ଦେଶ ରେ ୟାତାଯତ କରନ୍ତି ନାହିଁ,

ଯିରିମିୟ 18:7
ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।

ଯିଶାଇୟ 10:5
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

ଯାତ୍ରା ପୁସ୍ତକ 14:20
ଏହି ପ୍ରକା ରେ ଘନମେଘ ଇଶ୍ରାୟେଲୀୟ ସୈନ୍ଯ ଓ ମିଶରୀଯ ସୈନ୍ଯମାନଙ୍କ ମଧିଅରେ ରହିଲା। ଇଶ୍ରାୟେଲୀୟ ଲୋକମାନଙ୍କ ସମ୍ମୁଖ ରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖ ରେ ଅନ୍ଧକାରଚ୍ଛନ୍ନ ହାଇେ ରହିଲା। ଯେଉଁଥି ପାଇଁ ସହେି ରାତ୍ର ରେ ମିଶରବାସୀ ଇଶ୍ରାୟେଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।

ଯାତ୍ରା ପୁସ୍ତକ 10:21
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହସ୍ତ ଆକାଶ ଆଡକୁ ଉଠାଅ। ତା ହେଲେ ମିଶର ଦେଶ ଅନ୍ଧକାର ରେ ଆଚ୍ଛାଦିତ ହବେ। ମିଶରୀଯମାନେ ଅନ୍ଧକାର ରେ ଦରାଣ୍ଡି ହବେେ।

ଆଦି ପୁସ୍ତକ 1:17
ପରମେଶ୍ବର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

ଗୀତସଂହିତା 8:3
ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।

ଗୀତସଂହିତା 29:11
ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:6
ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

ଯାକୁବଙ୍କ ପତ୍ 1:17
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

ଯିହୂଦାଙ୍କ ପତ୍ର 1:13
ସମାନେେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫଣେ ସୃଷ୍ଟି କରେ। ତରଙ୍ଗ ଫଣେ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ୟ୍ଯ କରନ୍ତି। ଏହି ଲୋକମାନେ ଆକାଶ ରେ ଏଣତେଣେେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ଯ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।

ଆଦି ପୁସ୍ତକ 1:3
ଉପରେ ବ୍ଯାପ୍ତ ଥିଲା।