Isaiah 39:6 in Oriya

Oriya Oriya Bible Isaiah Isaiah 39 Isaiah 39:6

Isaiah 39:6
ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।

Isaiah 39:5Isaiah 39Isaiah 39:7

Isaiah 39:6 in Other Translations

King James Version (KJV)
Behold, the days come, that all that is in thine house, and that which thy fathers have laid up in store until this day, shall be carried to Babylon: nothing shall be left, saith the LORD.

American Standard Version (ASV)
Behold, the days are coming, when all that is in thy house, and that which thy fathers have laid up in store until this day, shall be carried to Babylon: nothing shall be left, saith Jehovah.

Bible in Basic English (BBE)
Truly, the days are coming when everything in your house, and whatever your fathers have put in store till this day, will be taken away to Babylon: all will be gone.

Darby English Bible (DBY)
Behold, days come when all that is in thy house, and that which thy fathers have laid up until this day, shall be carried to Babylon: nothing shall be left, saith Jehovah.

World English Bible (WEB)
Behold, the days are coming, when all that is in your house, and that which your fathers have laid up in store until this day, shall be carried to Babylon: nothing shall be left, says Yahweh.

Young's Literal Translation (YLT)
Lo, days are coming, and borne hath been all that `is' in thy house, and that thy fathers have treasured up till this day, to Babylon; there is not left a thing, said Jehovah;

Behold,
הִנֵּה֮hinnēhhee-NAY
the
days
יָמִ֣יםyāmîmya-MEEM
come,
בָּאִים֒bāʾîmba-EEM
that
all
וְנִשָּׂ֣א׀wĕniśśāʾveh-nee-SA
that
כָּלkālkahl
house,
thine
in
is
אֲשֶׁ֣רʾăšeruh-SHER
and
that
which
בְּבֵיתֶ֗ךָbĕbêtekābeh-vay-TEH-ha
thy
fathers
וַאֲשֶׁ֨רwaʾăšerva-uh-SHER
store
in
up
laid
have
אָצְר֧וּʾoṣrûohts-ROO
until
אֲבֹתֶ֛יךָʾăbōtêkāuh-voh-TAY-ha
this
עַדʿadad
day,
הַיּ֥וֹםhayyômHA-yome
shall
be
carried
הַזֶּ֖הhazzeha-ZEH
Babylon:
to
בָּבֶ֑לbābelba-VEL
nothing
לֹֽאlōʾloh

יִוָּתֵ֥רyiwwātēryee-wa-TARE
shall
be
left,
דָּבָ֖רdābārda-VAHR
saith
אָמַ֥רʾāmarah-MAHR
the
Lord.
יְהוָֽה׃yĕhwâyeh-VA

Cross Reference

ଦିତୀୟ ରାଜାବଳୀ 24:13
ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।

ଦିତୀୟ ରାଜାବଳୀ 25:13
ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।

ଯିରିମିୟ 20:5
ୟିରୁଶାଲମ ଅର୍ଜିତ ସକଳ ସତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ଯ ପଦାର୍ଥ ସମାନଙ୍କେ ଶତ୍ରୁଗଣଙ୍କ ହସ୍ତ ରେ ଦବୋ, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସମାନେେ ସେ ସମସ୍ତ ଲୁଟିନଇେ ବାବିଲକୁ ଘନେିଯିବେ।

ଦିତୀୟ ରାଜାବଳୀ 20:17
ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।

ଦିତୀୟ ବଂଶାବଳୀ 36:10
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

ଦିତୀୟ ବଂଶାବଳୀ 36:18
ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନଇଗେଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ଯ ବସ୍ତୁ ସବୁ ନଇଗେଲେ।

ଯିରିମିୟ 27:21
ସୈନ୍ଯାଧିପତି ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିର ରେ, ଯିହୁଦାର ରାଜପ୍ରାସାଦ ରେ ଓ ୟିରୁଶାଲମ ରେ ଅବଶିଷ୍ଟ ଥିବା, ସହେି ସମସ୍ତ ବାସନ କୁସନ ବାବିଲକୁ ଅଣାୟିବ।

ଯିରିମିୟ 52:17
ପୁଣି କଲଦୀଯମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠକିସବୁ ଓ ପିତ୍ତଳମଯ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନଇଗେଲେ।

ଦାନିଏଲ 1:2
ବର୍ତ୍ତମାନ ସଦାପ୍ରଭୁ ଯିହାୟୋକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ବରଙ୍କ ମନ୍ଦିରରୁ ନଇଗେଲେ। ସେ ସିନଯର ଭୂମିକୁ ସବୁଗୁଡିକୁ ବହନ କରି ନେଲେ ଏବଂ ଆରଣା ଦବେତାମାନଙ୍କ ମନ୍ଦିର ଭଣ୍ତାରଗୃହ ରେ ସେସବୁ ରଖି ଦେଲେ।