Isaiah 32:12 in Oriya

Oriya Oriya Bible Isaiah Isaiah 32 Isaiah 32:12

Isaiah 32:12
ସହେି ମନୋରମ ଫଳ କ୍ଷତେ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖ ରେ ଛାତିକୁ ମାରି ହବେେ।

Isaiah 32:11Isaiah 32Isaiah 32:13

Isaiah 32:12 in Other Translations

King James Version (KJV)
They shall lament for the teats, for the pleasant fields, for the fruitful vine.

American Standard Version (ASV)
They shall smite upon the breasts for the pleasant fields, for the fruitful vine.

Bible in Basic English (BBE)
Have sorrow for the fields, the pleasing fields, the fertile vine;

Darby English Bible (DBY)
They shall smite on the breasts [in lamentation] for the pleasant fields, for the fruitful vineyards.

World English Bible (WEB)
They shall strike on the breasts for the pleasant fields, for the fruitful vine.

Young's Literal Translation (YLT)
For breasts they are lamenting, For fields of desire, for the fruitful vine.

They
shall
lament
עַלʿalal
for
שָׁדַ֖יִםšādayimsha-DA-yeem
the
teats,
סֹֽפְדִ֑יםsōpĕdîmsoh-feh-DEEM
for
עַלʿalal
pleasant
the
שְׂדֵיśĕdêseh-DAY
fields,
חֶ֕מֶדḥemedHEH-med
for
עַלʿalal
the
fruitful
גֶּ֖פֶןgepenɡEH-fen
vine.
פֹּרִיָּֽה׃pōriyyâpoh-ree-YA

Cross Reference

ଦିତୀୟ ବିବରଣ 8:7
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

ଦିତୀୟ ବିବରଣ 11:11
ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମଯ ଦେଶ ପକ୍ସ୍ଟଣି ତାହା ଆକାଶରକ୍ସ୍ଟ ବୃଷ୍ଟିଜଳ ପାନ କରେ।

ଯିରିମିୟଙ୍କ ବିଳାପ 2:11
ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।

ଯିରିମିୟଙ୍କ ବିଳାପ 4:3
ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ଯପାନ କରାନ୍ତି। ମାତ୍ର ୟିରୁଶାଲମ କନ୍ଯା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହାଇେଛନ୍ତି।

ଯିହିଜିକଲ 20:6
ସହେିଦିନ ମୁଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଲି ଓ ସମାନଙ୍କେୁ ଏପରି ଏକ ଦେଶକୁ ନଇଗେଲି ଯେଉଁଠା ରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧିଅରେ ଗୌରବମଯ ଥିଲା।

ଯିହିଜିକଲ 20:15
ଦୁଗ୍ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସମାନଙ୍କେୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କଲି, ଯାହା ମୁଁ ସମାନଙ୍କେୁ ଆଗରୁ ପ୍ରତିଜ୍ଞା କରିଥିଲି।

ନାହୂମ 2:7
ରାଣୀ ଶତୃମାନଙ୍କ ଦ୍ବାରା ଧରା ପଡିଛନ୍ତି ଓ ଦୂରକୁ ନିଆ ହାଇେଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖ ରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସମାନେେ ସମାନଙ୍କେର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।