Isaiah 22:8 in Oriya

Oriya Oriya Bible Isaiah Isaiah 22 Isaiah 22:8

Isaiah 22:8
ସହେି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ୟୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲେ।

Isaiah 22:7Isaiah 22Isaiah 22:9

Isaiah 22:8 in Other Translations

King James Version (KJV)
And he discovered the covering of Judah, and thou didst look in that day to the armour of the house of the forest.

American Standard Version (ASV)
And he took away the covering of Judah; and thou didst look in that day to the armor in the house of the forest.

Bible in Basic English (BBE)
He took away the cover of Judah; and in that day you were looking with care at the store of arms in the house of the woods.

Darby English Bible (DBY)
And he uncovereth the covering of Judah: and thou didst look in that day to the armour in the house of the forest;

World English Bible (WEB)
He took away the covering of Judah; and you did look in that day to the armor in the house of the forest.

Young's Literal Translation (YLT)
And one removeth the covering of Judah, And thou lookest in that day Unto the armour of the house of the forest,

And
he
discovered
וַיְגַ֕לwaygalvai-ɡAHL

אֵ֖תʾētate
the
covering
מָסַ֣ךְmāsakma-SAHK
Judah,
of
יְהוּדָ֑הyĕhûdâyeh-hoo-DA
and
thou
didst
look
וַתַּבֵּט֙wattabbēṭva-ta-BATE
that
in
בַּיּ֣וֹםbayyômBA-yome
day
הַה֔וּאhahûʾha-HOO
to
אֶלʾelel
the
armour
נֶ֖שֶׁקnešeqNEH-shek
house
the
of
בֵּ֥יתbêtbate
of
the
forest.
הַיָּֽעַר׃hayyāʿarha-YA-ar

Cross Reference

ପ୍ରଥମ ରାଜାବଳୀ 7:2
ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା "ଲିବାଲନାନର ଅରଣ୍ଯ-ଗୃହ" ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।

ପ୍ରଥମ ରାଜାବଳୀ 10:17
ଆଉ ମଧ୍ଯ ସେ ପିଟା ସୁନା ରେ 300 େଛାଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲ ରେ 300 ସରେ ସୁନା ଲାଗିଲା। ରାଜା ସେ ସବୁକୁ ଲିବା ନୋନ-ଅରଣ୍ଯ ନାମକ ଗୃହ ରେ ରଖିଲେ।

ପ୍ରଥମ ରାଜାବଳୀ 14:27
ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।

ପରମଗୀତ 4:4
ତୁମ୍ଭର ବକେ ସହେି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସହେି ଦୁର୍ଗ ମଧିଅରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା।

ଯିଶାଇୟ 36:1
ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।