Isaiah 1:5 in Oriya

Oriya Oriya Bible Isaiah Isaiah 1 Isaiah 1:5

Isaiah 1:5
ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

Isaiah 1:4Isaiah 1Isaiah 1:6

Isaiah 1:5 in Other Translations

King James Version (KJV)
Why should ye be stricken any more? ye will revolt more and more: the whole head is sick, and the whole heart faint.

American Standard Version (ASV)
Why will ye be still stricken, that ye revolt more and more? the whole head is sick, and the whole heart faint.

Bible in Basic English (BBE)
Why will you have more and more punishment? why keep on in your evil ways? Every head is tired and every heart is feeble.

Darby English Bible (DBY)
Why should ye be smitten any more? ye will revolt more and more: the whole head is sick, and the whole heart faint.

World English Bible (WEB)
Why should you be beaten more, That you revolt more and more? The whole head is sick, And the whole heart faint.

Young's Literal Translation (YLT)
Wherefore are ye stricken any more? Ye do add apostacy! Every head is become diseased, and every heart `is' sick.

Why
עַ֣לʿalal

מֶ֥הmemeh
should
ye
be
stricken
תֻכּ֛וּtukkûTOO-koo
more?
any
ע֖וֹדʿôdode
ye
will
revolt
תּוֹסִ֣יפוּtôsîpûtoh-SEE-foo
more:
and
more
סָרָ֑הsārâsa-RA
the
whole
כָּלkālkahl
head
רֹ֣אשׁrōšrohsh
sick,
is
לָחֳלִ֔יlāḥŏlîla-hoh-LEE
and
the
whole
וְכָלwĕkālveh-HAHL
heart
לֵבָ֖בlēbāblay-VAHV
faint.
דַּוָּֽי׃dawwāyda-WAI

Cross Reference

ଯିରିମିୟ 5:3
ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।

ଯିଶାଇୟ 31:6
ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭମାନେେ ଯେଉଁ ପରମେଶ୍ବରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହାଇେଅଛ, ତାଙ୍କ ନିକଟକୁ ଫରେିଆସ।

ଯିଶାଇୟ 9:13
ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:8
ଏହାପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ୟ୍ଯଙ୍କ ଉପରେ ଢ଼ାଳିଲେ। ସେଥି ରେ ସୂର୍ୟ୍ଯକୁ, ମନୁଷ୍ଯମାନଙ୍କୁ ଅଗ୍ନି ରେ ପୋଡ଼ି ଦବୋର କ୍ଷମତା ଦିଆଗଲା।

ସିଫନିୟ 3:1
ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ଦାନିଏଲ 9:8
ହେ ସଦାପ୍ରଭୁ, ଆମ୍ଭମାନେେ ଲଜ୍ଜିତ ହବୋ ଉଚିତ, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହବୋ ଉଚିତ। କାରଣ ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

ଯିହିଜିକଲ 24:13
ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।

ଯିରିମିୟ 9:3
ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 6:28
ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।

ଯିରିମିୟ 5:31
ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?

ଯିରିମିୟ 2:30
ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ଯିଶାଇୟ 33:24
ମୁଁ ପୀଡ଼ିତ ହାଇେ ସଠାେକାର ନିବାସୀ କହିବ ନାହିଁ। ସଠାେକାର ନିବାସୀମାନଙ୍କର ପାପ କ୍ଷମା କରାୟିବ।

ଯିଶାଇୟ 9:21
ଏହାର ଅର୍ଥ ହେଉଛି ମନଃଶି ଇଫ୍ରଯିମ ବିରୁଦ୍ଧ ରେ ଓ ଇଫ୍ରଯିମ ମନଃଶି ବିରୁଦ୍ଧ ରେ ଏବଂ ସମାନେେ ଉଭୟ ଯିହୁଦା ବିରୁଦ୍ଧ ରେ ଲଢ଼ିବେ।

ଯିଶାଇୟ 1:23
ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'

ନିହିମିୟା 9:34
ପୁଣି ଆମ୍ଭମାନଙ୍କ ରାଜଗଣ, ରାଜତପୁତ୍ଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ଯବସ୍ଥା ପାଳନ କରି ନାହାଁନ୍ତି। ସମାନେେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଦଇେଥିଲ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:5
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :

ଯିରିମିୟ 5:5
ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

ଦିତୀୟ ବଂଶାବଳୀ 28:22
ରାଜା ଆହସ୍ଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ବସ୍ତ ହେଲେ।