Isaiah 1:17 in Oriya

Oriya Oriya Bible Isaiah Isaiah 1 Isaiah 1:17

Isaiah 1:17
ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ଯାଯ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ଯକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାୟ୍ଯ କର। ବିଧବାମାନଙ୍କୁ ସାହାୟ୍ଯ କର।'

Isaiah 1:16Isaiah 1Isaiah 1:18

Isaiah 1:17 in Other Translations

King James Version (KJV)
Learn to do well; seek judgment, relieve the oppressed, judge the fatherless, plead for the widow.

American Standard Version (ASV)
learn to do well; seek justice, relieve the oppressed, judge the fatherless, plead for the widow.

Bible in Basic English (BBE)
Take pleasure in well-doing; let your ways be upright, keep down the cruel, give a right decision for the child who has no father, see to the cause of the widow.

Darby English Bible (DBY)
learn to do well: seek judgment, gladden the oppressed, do justice to the fatherless, plead for the widow.

World English Bible (WEB)
Learn to do well. Seek justice, Relieve the oppressed, Judge the fatherless, Plead for the widow."

Young's Literal Translation (YLT)
Seek judgment, make happy the oppressed, Judge the fatherless, strive `for' the widow.

Learn
לִמְד֥וּlimdûleem-DOO
to
do
well;
הֵיטֵ֛בhêṭēbhay-TAVE
seek
דִּרְשׁ֥וּdiršûdeer-SHOO
judgment,
מִשְׁפָּ֖טmišpāṭmeesh-PAHT
relieve
אַשְּׁר֣וּʾaššĕrûah-sheh-ROO
oppressed,
the
חָמ֑וֹץḥāmôṣha-MOHTS
judge
שִׁפְט֣וּšipṭûsheef-TOO
the
fatherless,
יָת֔וֹםyātômya-TOME
plead
רִ֖יבוּrîbûREE-voo
for
the
widow.
אַלְמָנָֽה׃ʾalmānâal-ma-NA

Cross Reference

ଯିରିମିୟ 22:3
ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।

ସିଫନିୟ 2:3
ସବୁ ବିନଯୀ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ଯବସ୍ଥାକୁ ମାନ। ଧର୍ମର ଅନ୍ବଷେଣ କର, ନମ୍ରତାର ଅନ୍ବଷେଣ କର, ହୁଏତ ସଦାପ୍ରଭୁ ତାଙ୍କର କୋରଧ ଦଖାଇେଲା ବେଳେ ତୁମ୍ଭମାନେେ ନିରାପଦ ହବେ।

ଯିଶାଇୟ 1:23
ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'

ଗୀତସଂହିତା 82:3
ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।

ଯିଖରିୟ 8:16
ତୁମ୍ଭମାନେେ ଏହିସବୁ ନିଶ୍ଚଯ କରିବ, ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ଯ କୁହ। ତୁମ୍ଭମାନେେ ତୁମ୍ଭମାନଙ୍କର ନଗରମାନଙ୍କ ରେ ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର।

ଯିଖରିୟ 7:9
ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ଯଥାର୍ଥ ନ୍ଯାଯ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।

ମୀଖା 6:8
ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।

ଯିରିମିୟ 22:15
ହେ ଯିହାୟୋଦାରକୀମ, ତୁମ୍ଭେ ତୁମ୍ଭ ଗୃହ ରେ ବହୁ ଏରସ କାଠ ବ୍ଯବହାର କରି ବଡ଼ ରାଜା ହାଇଯେିବ ବୋଲି ଭାବୁଛ କି ? ତୁମ୍ଭର ପିତା ଧର୍ମ ରେ ଖାଦ୍ୟ ପାନୀଯ ଦଇେ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସଠାେ ରେ ଉନ୍ନତି ହେଲା।

ହିତୋପଦେଶ 31:9
ମୁଖ ଫିଟାଇ ଯଥାର୍ଥ ବିଚାର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।

ଦାନିଏଲ 4:27
ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।