Hosea 9:10
ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।
Hosea 9:10 in Other Translations
King James Version (KJV)
I found Israel like grapes in the wilderness; I saw your fathers as the firstripe in the fig tree at her first time: but they went to Baalpeor, and separated themselves unto that shame; and their abominations were according as they loved.
American Standard Version (ASV)
I found Israel like grapes in the wilderness; I saw your fathers as the first-ripe in the fig-tree at its first season: but they came to Baal-peor, and consecrated themselves unto the shameful thing, and became abominable like that which they loved.
Bible in Basic English (BBE)
I made discovery of Israel as of grapes in the waste land; I saw your fathers as the first-fruits of the fig-tree in her early fruit time; but they came to Baal-peor, and made themselves holy to the thing of shame, and became disgusting like that to which they gave their love.
Darby English Bible (DBY)
I found Israel as grapes in the wilderness; as first-ripe fruit on the fig-tree, I saw your fathers at the beginning: they went to Baal-Peor, and separated themselves unto that shame, and became abominations like their lover.
World English Bible (WEB)
I found Israel like grapes in the wilderness. I saw your fathers as the first ripe in the fig tree at its first season; But they came to Baal Peor, and consecrated themselves to the shameful thing, And became abominable like that which they loved.
Young's Literal Translation (YLT)
As grapes in a wilderness I found Israel, As the first-fruit in a fig-tree, at its beginning, I have seen your fathers, They -- they have gone in `to' Baal-Peor, And are separated to a shameful thing, And are become abominable like their love.
| I found | כַּעֲנָבִ֣ים | kaʿănābîm | ka-uh-na-VEEM |
| Israel | בַּמִּדְבָּ֗ר | bammidbār | ba-meed-BAHR |
| like grapes | מָצָ֙אתִי֙ | māṣāʾtiy | ma-TSA-TEE |
| wilderness; the in | יִשְׂרָאֵ֔ל | yiśrāʾēl | yees-ra-ALE |
| I saw | כְּבִכּוּרָ֤ה | kĕbikkûrâ | keh-vee-koo-RA |
| fathers your | בִתְאֵנָה֙ | bitʾēnāh | veet-ay-NA |
| as the firstripe | בְּרֵ֣אשִׁיתָ֔הּ | bĕrēʾšîtāh | beh-RAY-shee-TA |
| tree fig the in | רָאִ֖יתִי | rāʾîtî | ra-EE-tee |
| time: first her at | אֲבֽוֹתֵיכֶ֑ם | ʾăbôtêkem | uh-voh-tay-HEM |
| but they | הֵ֜מָּה | hēmmâ | HAY-ma |
| went | בָּ֣אוּ | bāʾû | BA-oo |
| Baal-peor, to | בַֽעַל | baʿal | VA-al |
| and separated themselves | פְּע֗וֹר | pĕʿôr | peh-ORE |
| shame; that unto | וַיִּנָּֽזְרוּ֙ | wayyinnāzĕrû | va-yee-na-zeh-ROO |
| and their abominations | לַבֹּ֔שֶׁת | labbōšet | la-BOH-shet |
| were | וַיִּהְי֥וּ | wayyihyû | va-yee-YOO |
| according as they loved. | שִׁקּוּצִ֖ים | šiqqûṣîm | shee-koo-TSEEM |
| כְּאָהֳבָֽם׃ | kĕʾāhŏbām | keh-ah-hoh-VAHM |
Cross Reference
ହୋଶେୟ 4:14
ଆମ୍ଭେ ତୁମ୍ଭର ସହେି ଗଣିକା କନ୍ଯାମାନଙ୍କୁ କି ୟୌନ ଭୋଗୀ ପାପିଣୀ ବୋହୂମାନଙ୍କୁ ଦୋଷ ଦଇେ ପାରୁନାହୁଁ। ଲୋକମାନେ ୟାଇ ଗଣିକାମାନଙ୍କ ସହିତ ଶଯନ କରନ୍ତି। ସମାନେେ ସହେି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିର ରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।
ଯିରିମିୟ 11:13
ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
ଗଣନା ପୁସ୍ତକ 25:1
ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।
ଗୀତସଂହିତା 106:28
ଏହାପରେ ପରମେଶ୍ବରଙ୍କ ଲୋକମାନେ ବାଲ୍-ପିୟୋର ସବୋ କଲେ। ସମାନେେ ଅନ୍ୟ ଦବେତାମାନଙ୍କଠାରେ ବଳି ଦିଆୟାଇଥିବା ପଶୁମାନଙ୍କର ମାଂସ ଭକ୍ଷଣ କଲେ।
ଯିରିମିୟ 2:2
ହେ ଯିରିମିୟ, ୟାଅ, ୟିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଚାର କରି ଏହିକଥା କୁହ,
ଯିହିଜିକଲ 20:8
କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।
ହୋଶେୟ 2:15
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।
ମୀଖା 7:1
ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ ରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହାଇେଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହାଇେଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତା ରେ ଖାଇବାକୁ ନାହିଁ କି ମାରେ ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।
ଆମୋଷ 4:5
ଆଉ ମଧ୍ଯ ଦ୍ରାକ୍ଷାରସର ଫଣରେ ନବୈେଦ୍ଯ ପାଇଁ ଧନ୍ଯବାଦ ଦିଅ। ଏହି ସ୍ବେଚ୍ଛାଦତ୍ତ ନବୈେଦ୍ଯ ବିଷଯ ରେ ପ୍ରେତ୍ୟକକଙ୍କୁ ଜଣାଅ। ହେ ଇଶ୍ରାୟେଲୀୟ, ତୁମ୍ଭେ ଏହିସବୁ କାର୍ୟ୍ଯ କରିବାକୁ ଭଲ ପାଉଛ। ସଦାପ୍ରଭୁ ଏହାହିଁ କହିଲେ।
ହୋଶେୟ 11:1
ସଦାପ୍ରଭୁ କହିଲେ, ଇଶ୍ରାୟେଲ ବାଲ୍ଯ ଥିଲା ବେଳେ ଆମ୍ଭେ ତା'କୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
ଯିରିମିୟ 31:2
ସଦାପ୍ରଭୁ କହନ୍ତି, ଖଡ୍ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତର ରେ ଆଶ୍ରଯ ପାଇବେ, ଯେତବେେଳେ ଇଶ୍ରାୟେଲ ବିଶ୍ରାମ ଚାହିଁଲେ।
ଯିରିମିୟ 5:31
ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?
ଗଣନା ପୁସ୍ତକ 13:23
ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।
ଗଣନା ପୁସ୍ତକ 15:39
ତୁମ୍ଭମାନେେ ଯେପରି ସହେି ଝାଲର ଏକାଠି ବନ୍ଧା ହାଇେଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ଯଭିଚାର କର ନାହିଁ।
ଦିତୀୟ ବିବରଣ 4:3
ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମ ବାଲପିଯୋର ରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବାଲପିୟୋରର ପଶ୍ଚାଦଗାମୀ ସମସ୍ତ ଲୋକଙ୍କକ୍ସ୍ଟ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ହତ୍ଯା କରିଛନ୍ତି।
ଦିତୀୟ ବିବରଣ 32:10
ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।
ଦିତୀୟ ବିବରଣ 32:17
ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।
ବିଚାରକର୍ତାମାନଙ୍କ ବିବରଣ 6:32
ୟୋଯାଶ କହିଲେ, ଯଦି ଗିଦ୍ଦିୟୋନ ତା'ର ୟଜ୍ଞବଦେି ଭାଙ୍ଗିଛି ତବେେ, ବାଲ୍ ତାକକ୍ସ୍ଟ ନ୍ଯାଯାଳଯକକ୍ସ୍ଟ ନଇଯାେଉ। ତେଣୁ ସହେିଦିନ ୟୋଯାଶ ଗିଦ୍ଦିୟୋନର ଏକ ନୂତନ ନାମ, ୟିରକ୍ସ୍ଟଦ୍ଦାଲ୍ ରଖିଲେ।
ପ୍ରଥମ ରାଜାବଳୀ 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।
ଗୀତସଂହିତା 81:12
ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।
ଯିଶାଇୟ 28:4
ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଲାନ ପୁଷ୍ପ ପାଲଟିବ।' ସହେି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ବ ଡ଼ିମିରି ଫଳ ସଦୃଶ ହବେ। ଯେକହେି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।
ଯାତ୍ରା ପୁସ୍ତକ 19:4
ତୁମ୍ଭମାନେେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭମାନେେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ବାଜପକ୍ଷୀ ସଦୃଶ ଉଠାଇ ମାେ ପାଖକୁ ଆଣିଲି।