Hosea 4:19
ଘୂର୍ଣ୍ଣିବାଯୁ ଦ୍ବାରା ସମାନେେ ପତିତ ହାଇେଛନ୍ତି। ସମାନେେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହବେେ।
Hosea 4:19 in Other Translations
King James Version (KJV)
The wind hath bound her up in her wings, and they shall be ashamed because of their sacrifices.
American Standard Version (ASV)
The wind hath wrapped her up in its wings; and they shall be put to shame because of their sacrifices.
Bible in Basic English (BBE)
They are folded in the skirts of the wind; they will be shamed because of their offerings.
Darby English Bible (DBY)
The wind hath wrapped her up in its wings, and they shall be ashamed because of their sacrifices.
World English Bible (WEB)
The wind has wrapped her up in its wings; And they shall be disappointed because of their sacrifices.
Young's Literal Translation (YLT)
Distressed her hath wind with its wings, And they are ashamed of their sacrifices!
| The wind | צָרַ֥ר | ṣārar | tsa-RAHR |
| hath bound her up | ר֛וּחַ | rûaḥ | ROO-ak |
| אוֹתָ֖הּ | ʾôtāh | oh-TA | |
| wings, her in | בִּכְנָפֶ֑יהָ | biknāpêhā | beek-na-FAY-ha |
| ashamed be shall they and | וְיֵבֹ֖שׁוּ | wĕyēbōšû | veh-yay-VOH-shoo |
| because of their sacrifices. | מִזִּבְחוֹתָֽם׃ | mizzibḥôtām | mee-zeev-hoh-TAHM |
Cross Reference
ଯିଶାଇୟ 1:29
ତୁମ୍ଭମାନେେ ପୂଜାକରିବାକୁ ବାଛିଥିବା ଆଲୋନଗଛ ଓ ସ୍ବତନ୍ତ୍ର ବଗିଚା ପାଇଁ ଭବିଷ୍ଯତ ରେ ଲୋକମାନେ ଲଜ୍ଜିତ ହବେେ।
ହୋଶେୟ 13:15
ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।
ଯିରିମିୟ 51:1
ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ବାବିଲ ବିରୁଦ୍ଧ ରେ ଓ 'ଲବେ-କାମାଇ' ନିବାସୀମାନଙ୍କ ବିରୁଦ୍ଧ ରେ ଏକ ଶକ୍ତିଶାଳୀ ବିନାଶକ ବାଯୁ ପ୍ରବାହିତ କରାଇବା।
ଯିରିମିୟ 4:11
ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।
ଯିଖରିୟ 5:9
ତା'ପ ରେ ମୁଁ ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସମାନେେ ଉଡି ଆସିଲେ ଏବଂ ସମାନଙ୍କେ ପକ୍ଷ ରେ ପବନ ଥିଲା। ସମାନେେ ସେ ମାପିବାର ଟୋକଇକେୁ ଉଠାଇଲେ ପୃଥିବୀ ଓ ସ୍ବର୍ଗ ମଧିଅରେ ବୋହି ନେଲେ।
ହୋଶେୟ 12:1
ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
ହୋଶେୟ 10:6
ଅଶୂରକୁ ମହାନ୍ ରାଜାଙ୍କ ଉପହାର ସ୍ବରୂପ ଏହାକୁ ନିଆଗଲା। ସେ ଇଫ୍ରଯିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇଶ୍ରାୟେଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହବେ।
ଯିରିମିୟ 17:13
ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।
ଯିରିମିୟ 3:24
ମାତ୍ର ସେ ଲଜ୍ଜ୍ଯାସ୍ପଦ ବାଲ୍ ଦବେତା ଆମ୍ଭମାନଙ୍କର ବାଲ୍ଯକାଳରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସମାନଙ୍କେ ଗୋମଷୋଦି ପଲ, ସମାନଙ୍କେର ପୁତ୍ର ଓ କନ୍ଯାଗଣକୁ ଭକ୍ଷଣ କରିଅଛି।
ଯିରିମିୟ 2:36
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।
ଯିରିମିୟ 2:26
ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।
ଯିଶାଇୟ 42:17
କିନ୍ତୁ କେତକେ ଲୋକ ମାରେ ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ। ଯେଉଁମାନେ ଖାଦେିତ ପ୍ରତିମାଗଣଙ୍କୁ କିମ୍ବା ମୃତ୍ତିକା ରେ ନିର୍ମିତ ଦବେତାମାନଙ୍କୁ ବିଶ୍ବାସ କରନ୍ତି, କବେେ ସମାନେେ ହତାଶ ହାଇେ ଲଜ୍ଜିତ ହବେେ।