Hebrews 10:10
ପରମେଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ ହତେୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ ହେଲା ଭଳି ଥରମାେତ୍ର ସହେି ବଳିଦାନ କଲେ।
Hebrews 10:10 in Other Translations
King James Version (KJV)
By the which will we are sanctified through the offering of the body of Jesus Christ once for all.
American Standard Version (ASV)
By which will we have been sanctified through the offering of the body of Jesus Christ once for all.
Bible in Basic English (BBE)
By that pleasure we have been made holy, by the offering of the body of Jesus Christ once and for ever.
Darby English Bible (DBY)
by which will we have been sanctified through the offering of the body of Jesus Christ once for all.
World English Bible (WEB)
by which will we have been sanctified through the offering of the body of Jesus Christ once for all.
Young's Literal Translation (YLT)
in the which will we are having been sanctified through the offering of the body of Jesus Christ once,
| By | ἐν | en | ane |
| the which | ᾧ | hō | oh |
| will | θελήματι | thelēmati | thay-LAY-ma-tee |
| are we | ἡγιασμένοι | hēgiasmenoi | ay-gee-ah-SMAY-noo |
| sanctified | ἐσμὲν | esmen | ay-SMANE |
| οἱ | hoi | oo | |
| through | διὰ | dia | thee-AH |
| the | τῆς | tēs | tase |
| offering | προσφορᾶς | prosphoras | prose-foh-RAHS |
| of the | τοῦ | tou | too |
| body of | σώματος | sōmatos | SOH-ma-tose |
| τοῦ | tou | too | |
| Jesus | Ἰησοῦ | iēsou | ee-ay-SOO |
| Christ | Χριστοῦ | christou | hree-STOO |
| once | ἐφάπαξ | ephapax | ay-FA-pahks |
Cross Reference
ଏବ୍ରୀମାନଙ୍କ ନିକଟକୁ ପତ୍ର 13:12
ସହେି ଭଳି ଯୀଶୁ ମଧ୍ଯ ସହର ବାହା ରେ ଯାତନା ପାଇଲେ। ନିଜ ରକ୍ତ ଦ୍ବାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:14
ମାତ୍ର ଗୋଟିଏ ବଳିଦାନ ଦ୍ବାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରି ଦେଲେ। ସହେି ଲୋକମାନଙ୍କୁ ପବିତ୍ର କରାଯାଇଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:27
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:12
ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରି ଥିଲେ, ଓ ସହେି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅଟେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:28
ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:12
ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:11
ତେଣୁ ୟିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁ ହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସମାନଙ୍କେୁ ନିଜ ଭାଇ ଓ ଭଉଣୀ ଡ଼ାକିବା ରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି :
ଯୋହନଲିଖିତ ସୁସମାଚାର 17:19
ମୁଁ ନିଜକୁ ସବୋ ପାଇଁ ପ୍ରସ୍ତୁତ କରୁଛି। ମୁଁ ସମାନଙ୍କେ ପାଇଁ ଏହା କରୁଛି ଯେ ହତେୁ ସମାନେେ ତୁମ୍ଭର ସବୋ ପାଇଁ ପ୍ରକୃତ ରେ ପ୍ରସ୍ତୁତ ହାଇପୋରିବେ।
ପିତରଙ୍କ ପ୍ରଥମ ପତ୍ 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:5
ଅତଏବ ଯେତବେେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ :
ଏବ୍ରୀମାନଙ୍କ ନିକଟକୁ ପତ୍ର 9:26
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:11
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:30
କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
ଯିଖରିୟ 13:1
ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।
ଯୋହନଙ୍କ ପ୍ରଥମ ପତ୍ର 5:6
ୟିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ345 ସହିତ ଆସିଥିଲେ। କବଳେ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସହେି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ଯ ସାକ୍ଷ୍ଯ ଦେଲେ। ଆତ୍ମା ହିଁ ସତ୍ଯ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:20
ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।
ଯୋହନଲିଖିତ ସୁସମାଚାର 19:34
କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ବାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା।