Genesis 19:37
ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମାଯାେବୀଯ ରଖିଲା। ମାୟୋବୀଯ ହେଲେ ବର୍ତ୍ତମାନ ମାୟୋବୀଯ ଲୋକମାନଙ୍କର ଆଦିପିତା।
Genesis 19:37 in Other Translations
King James Version (KJV)
And the first born bare a son, and called his name Moab: the same is the father of the Moabites unto this day.
American Standard Version (ASV)
And the first-born bare a son, and called his name Moab: the same is the father of the Moabites unto this day.
Bible in Basic English (BBE)
And the older daughter had a son, and she gave him the name Moab: he is the father of the Moabites to this day.
Darby English Bible (DBY)
And the first-born bore a son, and called his name Moab: the same is the father of the Moabites to this day.
Webster's Bible (WBT)
And the first-born bore a son, and called his name Moab: the same is the father of the Moabites to this day.
World English Bible (WEB)
The firstborn bore a son, and named him Moab. The same is the father of the Moabites to this day.
Young's Literal Translation (YLT)
and the first-born beareth a son, and calleth his name Moab; he `is' father of Moab unto this day;
| And the firstborn | וַתֵּ֤לֶד | wattēled | va-TAY-led |
| bare | הַבְּכִירָה֙ | habbĕkîrāh | ha-beh-hee-RA |
| a son, | בֵּ֔ן | bēn | bane |
| called and | וַתִּקְרָ֥א | wattiqrāʾ | va-teek-RA |
| his name | שְׁמ֖וֹ | šĕmô | sheh-MOH |
| Moab: | מוֹאָ֑ב | môʾāb | moh-AV |
| same the | ה֥וּא | hûʾ | hoo |
| is the father | אֲבִֽי | ʾăbî | uh-VEE |
| Moabites the of | מוֹאָ֖ב | môʾāb | moh-AV |
| unto | עַד | ʿad | ad |
| this day. | הַיּֽוֹם׃ | hayyôm | ha-yome |
Cross Reference
ଦିତୀୟ ବିବରଣ 2:9
ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'
ଦିତୀୟ ରାଜାବଳୀ 3:1
ଆହାବ୍ଙ୍କ ଅନ୍ତେ ତାଙ୍କ ପୁତ୍ର ୟିହୋରାମ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ସେ ଯିହୁଦାର ରାଜା ୟିହୋଶାଫଟଙ୍କର ଅଷ୍ଟାଦଶ ବର୍ଷ ରାଜତ୍ବ କାଳ ରେ ରାଜା ହେଲେ ଓ ଇଶ୍ରାୟେଲ ରେ ବାରବର୍ଷ ରାଜ୍ଯ କଲେ।
ଦିତୀୟ ଶାମୁୟେଲ 8:1
ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।
ରୂତର ବିବରଣ 4:10
ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।
ବିଚାରକର୍ତାମାନଙ୍କ ବିବରଣ 3:1
ସଦାପ୍ରଭୁ ସହେି ଭୂମିର ରହିବା ପାଇଁ ସହେି ଜାତିକକ୍ସ୍ଟ ଅନକ୍ସ୍ଟମତି ଦେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରକ୍ସ୍ଟ କହେି ଜଣେ ସହେି ସମୟରେ ହରାଇବାକକ୍ସ୍ଟ କିଣାନ ଦେଶର ୟକ୍ସ୍ଟଦ୍ଧ ରେ ଲଢାଇ କରିନଥିଲେ।
ଦିତୀୟ ବିବରଣ 23:3
ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।
ଦିତୀୟ ବିବରଣ 2:19
ତୁମ୍ଭମାନେେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଁଞ୍ଚିବ, କିନ୍ତୁ ତୁମ୍ଭମାନେେ ସମାନଙ୍କେୁ କ୍ଲେଶ ଦବେ ନାହିଁ। ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦବୋ ନାହିଁ। କାରଣ ସେ ମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସମାନଙ୍କେୁ ଏହିଦେଶ ଦଇେଅଛୁ।'
ଗଣନା ପୁସ୍ତକ 24:1
ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।
ଗଣନା ପୁସ୍ତକ 22:1
ତା'ପରେ ଇଶ୍ରାୟେଲର ଲୋକମାନେ ମାୟୋବର ୟର୍ବ୍ଦନର ସମତଳ ଭୂମିକୁ ୟାତ୍ରା କଲେ। ସମାନେେ ୟର୍ବ୍ଦନ ନିକଟସ୍ଥ ଯିରୀହାଠାେ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
ଗଣନା ପୁସ୍ତକ 21:29
ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।