Exodus 40:3
ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।
Exodus 40:3 in Other Translations
King James Version (KJV)
And thou shalt put therein the ark of the testimony, and cover the ark with the vail.
American Standard Version (ASV)
And thou shalt put therein the ark of the testimony, and thou shalt screen the ark with the veil.
Bible in Basic English (BBE)
And inside it put the ark of the law, hanging the veil before it.
Darby English Bible (DBY)
And thou shalt put in it the ark of the testimony, and shalt cover the ark with the veil.
Webster's Bible (WBT)
And thou shalt put in it the ark of the testimony, and cover the ark with the vail.
World English Bible (WEB)
You shall put the ark of the testimony in it, and you shall screen the ark with the veil.
Young's Literal Translation (YLT)
and hast set there the ark of the testimony, and hast covered over the ark with the vail,
| And thou shalt put | וְשַׂמְתָּ֣ | wĕśamtā | veh-sahm-TA |
| therein | שָׁ֔ם | šām | shahm |
| אֵ֖ת | ʾēt | ate | |
| the ark | אֲר֣וֹן | ʾărôn | uh-RONE |
| testimony, the of | הָֽעֵד֑וּת | hāʿēdût | ha-ay-DOOT |
| and cover | וְסַכֹּתָ֥ | wĕsakkōtā | veh-sa-koh-TA |
| עַל | ʿal | al | |
| the ark | הָֽאָרֹ֖ן | hāʾārōn | ha-ah-RONE |
| with | אֶת | ʾet | et |
| the vail. | הַפָּרֹֽכֶת׃ | happārōket | ha-pa-ROH-het |
Cross Reference
ଗଣନା ପୁସ୍ତକ 4:5
ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:19
ତା'ପରେ ସ୍ବର୍ଗ ରେ ପରମେଶ୍ବରଙ୍କ ମନ୍ଦିର ଖାଲିଗେଲା ଓ ସହେି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦଖାଗେଲା। ଏହି ପବିତ୍ର ସିନ୍ଦୁକରେ ସହେି ଚୁକ୍ତି ଥିଲା, ଯାହାକୁ ପରମେଶ୍ବର ଲୋକମାନଙ୍କୁ ଦଇେଥିଲେ। ତା'ପରେ ସଠାେରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।
ଯାତ୍ରା ପୁସ୍ତକ 35:12
ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା,
ଲେବୀୟ ପୁସ୍ତକ 16:14
ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।
ଯାତ୍ରା ପୁସ୍ତକ 40:20
ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।
ଯାତ୍ରା ପୁସ୍ତକ 37:1
ବତ୍ସଲଲେ ଶିଟୀମ୍ କାଠ ରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢଇେ ହାତ, ଦେଢ ହାତ ଚଉଡା ଏବଂ ଦେଢହାତ ଉଚ୍ଚ।
ଯାତ୍ରା ପୁସ୍ତକ 36:35
ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 26:33
ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।
ଯାତ୍ରା ପୁସ୍ତକ 26:31
ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।
ଯାତ୍ରା ପୁସ୍ତକ 25:22
ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।
ଯାତ୍ରା ପୁସ୍ତକ 25:10
ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।