Exodus 38:9
ଏହାପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାଶର୍ବ ରେ ବଳା ଶୁଭ୍ର କ୍ଷୋମସୂତ୍ର ରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ।
Exodus 38:9 in Other Translations
King James Version (KJV)
And he made the court: on the south side southward the hangings of the court were of fine twined linen, an hundred cubits:
American Standard Version (ASV)
And he made the court: for the south side southward the hangings of the court were of fine twined linen, a hundred cubits;
Bible in Basic English (BBE)
To make the open space, he put hangings on the south side, of the best linen, a hundred cubits long:
Darby English Bible (DBY)
And he made the court. On the south side southward, the hangings of the court were of twined byssus, a hundred cubits;
Webster's Bible (WBT)
And he made the court: on the south side southward the hangings of the court were of fine twined linen, a hundred cubits:
World English Bible (WEB)
He made the court: for the south side southward the hangings of the court were of fine twined linen, one hundred cubits;
Young's Literal Translation (YLT)
And he maketh the court; at the south side southward, the hangings of the court of twined linen, a hundred by the cubit,
| And he made | וַיַּ֖עַשׂ | wayyaʿaś | va-YA-as |
| אֶת | ʾet | et | |
| the court: | הֶֽחָצֵ֑ר | heḥāṣēr | heh-ha-TSARE |
| south the on | לִפְאַ֣ת׀ | lipʾat | leef-AT |
| side | נֶ֣גֶב | negeb | NEH-ɡev |
| southward | תֵּימָ֗נָה | têmānâ | tay-MA-na |
| hangings the | קַלְעֵ֤י | qalʿê | kahl-A |
| of the court | הֶֽחָצֵר֙ | heḥāṣēr | heh-ha-TSARE |
| twined fine of were | שֵׁ֣שׁ | šēš | shaysh |
| linen, | מָשְׁזָ֔ר | mošzār | mohsh-ZAHR |
| an hundred | מֵאָ֖ה | mēʾâ | may-AH |
| cubits: | בָּֽאַמָּֽה׃ | bāʾammâ | BA-ah-MA |
Cross Reference
ଯାତ୍ରା ପୁସ୍ତକ 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।
ଯାତ୍ରା ପୁସ୍ତକ 40:8
ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।
ଯାତ୍ରା ପୁସ୍ତକ 40:33
ଏହାପରେ ମାଶାେ ପବିତ୍ର ତମ୍ବୁର ଓ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମାଶାେ ଏହିପରି କାର୍ୟ୍ଯମାନ ସମାପ୍ତ କଲେ।
ପ୍ରଥମ ରାଜାବଳୀ 6:36
ତା'ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରେତ୍ୟକକ କାନ୍ଥ ତିନି ଧାଡି କଟା ପଥର ରେ ଓ ଏକଧାଡି ଏରସ କାଠର କଡି ରେ କରାଗଲା।
ଗୀତସଂହିତା 84:2
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।
ଗୀତସଂହିତା 84:10
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
ଗୀତସଂହିତା 89:7
ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ଗୀତସଂହିତା 92:13
ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।
ଗୀତସଂହିତା 100:4
ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।