Exodus 22:6
ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।
Exodus 22:6 in Other Translations
King James Version (KJV)
If fire break out, and catch in thorns, so that the stacks of corn, or the standing corn, or the field, be consumed therewith; he that kindled the fire shall surely make restitution.
American Standard Version (ASV)
If fire break out, and catch in thorns, so that the shocks of grain, or the standing grain, or the field are consumed; he that kindled the fire shall surely make restitution.
Bible in Basic English (BBE)
If there is a fire and the flames get to the thorns at the edge of the field, causing destruction of the cut grain or of the living grain, or of the field, he who made the fire will have to make up for the damage.
Darby English Bible (DBY)
-- If fire break out, and seize the thorns, and the stacks of corn, or the standing corn, or the field be consumed, he that kindled the fire shall fully make it good.
Webster's Bible (WBT)
If fire shall break out, and catch in thorns, so that the stacks of corn, or the standing corn, or the field shall be consumed; he that kindled the fire shall surely make restitution.
World English Bible (WEB)
"If fire breaks out, and catches in thorns so that the shocks of grain, or the standing grain, or the field are consumed; he who kindled the fire shall surely make restitution.
Young's Literal Translation (YLT)
`When fire goeth forth, and hath found thorns, and a stack, or the standing corn, or the field, hath been consumed, he who causeth the burning doth certainly repay.
| therewith; | כִּֽי | kî | kee |
| If | תֵצֵ֨א | tēṣēʾ | tay-TSAY |
| break out, | אֵ֜שׁ | ʾēš | aysh |
| fire and | וּמָֽצְאָ֤ה | ûmāṣĕʾâ | oo-ma-tseh-AH |
| catch in | קֹצִים֙ | qōṣîm | koh-TSEEM |
| thorns, consumed be the stacks of | וְנֶֽאֱכַ֣ל | wĕneʾĕkal | veh-neh-ay-HAHL |
| corn, | גָּדִ֔ישׁ | gādîš | ɡa-DEESH |
| so that or | א֥וֹ | ʾô | oh |
| corn, | הַקָּמָ֖ה | haqqāmâ | ha-ka-MA |
| standing the | א֣וֹ | ʾô | oh |
| or the | הַשָּׂדֶ֑ה | haśśāde | ha-sa-DEH |
| field, surely shall make | שַׁלֵּ֣ם | šallēm | sha-LAME |
| restitution. | יְשַׁלֵּ֔ם | yĕšallēm | yeh-sha-LAME |
| that he | הַמַּבְעִ֖ר | hammabʿir | ha-mahv-EER |
| kindled | אֶת | ʾet | et |
| the fire | הַבְּעֵרָֽה׃ | habbĕʿērâ | ha-beh-ay-RA |
Cross Reference
ଯାତ୍ରା ପୁସ୍ତକ 22:9
ପୁଣି ସର୍ବପ୍ରକାର ଅଧର୍ମ ବିଷଯ ରେ, ଅର୍ଥାତ୍ ଗୋରୁ କି ଗଧ, ମଷେ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ଯ ବିଷଯ ରେ ଯବେେ କହେି କ ହେ, ଏହା ସହେି ଦ୍ରବ୍ଯ ଏବଂ ଅନ୍ୟ ଜଣେ କହିବ, 'ନା ଏହା ତାହା ନୁହେଁ' ତବେେ ଉଭୟ ପକ୍ଷଙ୍କ କଥା ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ, ତହିଁରେ ପରମେଶ୍ବର ଯାହାକୁ ଦୋଷୀ ବିଚାର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦବେ।
ଯାତ୍ରା ପୁସ୍ତକ 21:33
ଯଦି ଜଣେ ବ୍ଯକ୍ତି ଖାେଳିଥିବା କୂଅ ବା ଗାତ ଖାେଲା ରଖିଥାଏ ଏବଂ ଯଦି ତା ଭିତ ରେ ଏକ ବଳଦ କିମ୍ବା ଏକ ଗଧ ପଡିୟାଏ ତବେେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାୟିବ।
ଯାତ୍ରା ପୁସ୍ତକ 22:12
ମାତ୍ର ଯବେେ ତାହା ନିକଟରୁ ଚୋରି ୟାଏ, ତବେେ ସେ ତା'ର ମୁନିବକୁ ତାହାର ମୂଲ୍ଯ ଦବେ।
ବିଚାରକର୍ତାମାନଙ୍କ ବିବରଣ 15:4
ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।
ଦିତୀୟ ଶାମୁୟେଲ 14:30
ତେଣୁ ଅବଶାଲୋମ ତା'ର କର୍ମଗ୍ଭରୀମାନଙ୍କୁ କହିଲେ, ଦେଖ, ଯୋୟାବର କ୍ଷତେ ଠିକ୍ ମାରେ କ୍ଷତେ ପାଖ ରେ ଏବଂ ସେ ସେଥି ରେ ବାର୍ଲୀ ଚାଷ କରିଛି। ତୁମ୍ଭମାନେେ ୟାଅ ଓ ତାକକ୍ସ୍ଟ ପୋଡି଼ ଦିଅ।