Ecclesiastes 7:19
ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।
Ecclesiastes 7:19 in Other Translations
King James Version (KJV)
Wisdom strengtheneth the wise more than ten mighty men which are in the city.
American Standard Version (ASV)
Wisdom is a strength to the wise man more than ten rulers that are in a city.
Bible in Basic English (BBE)
Wisdom makes a wise man stronger than ten rulers in a town.
Darby English Bible (DBY)
Wisdom strengtheneth the wise more than ten mighty [men] that are in a city.
World English Bible (WEB)
Wisdom is a strength to the wise man more than ten rulers who are in a city.
Young's Literal Translation (YLT)
The wisdom giveth strength to a wise man, more than wealth the rulers who have been in a city.
| Wisdom | הַֽחָכְמָ֖ה | haḥokmâ | ha-hoke-MA |
| strengtheneth | תָּעֹ֣ז | tāʿōz | ta-OZE |
| the wise | לֶחָכָ֑ם | leḥākām | leh-ha-HAHM |
| more than ten | מֵֽעֲשָׂרָה֙ | mēʿăśārāh | may-uh-sa-RA |
| mighty | שַׁלִּיטִ֔ים | šallîṭîm | sha-lee-TEEM |
| men which | אֲשֶׁ֥ר | ʾăšer | uh-SHER |
| are | הָי֖וּ | hāyû | ha-YOO |
| in the city. | בָּעִֽיר׃ | bāʿîr | ba-EER |
Cross Reference
ହିତୋପଦେଶ 21:22
ଜ୍ଞାନୀ ଲୋକ ବଳବାନ୍ ଲୋକମାନଙ୍କର ଆକ୍ରମଣ କଲେ। ପୁଣି ଦୁର୍ଗସବୁ ଧ୍ବଂସ କଲେ ସମାନେେ ବିଶ୍ବାସ କରନ୍ତି।
ହିତୋପଦେଶ 24:5
ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ବାନ୍ ଲୋକମାନେ ବଳ ବଢ଼ାନ୍ତି।
ଉପଦେଶକ 9:13
ମୁଁ ମଧ୍ଯ ସୂର୍ୟ୍ଯ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମାେ ଦୃଷ୍ଟି ରେ ମହତ ଥିଲା।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:9
ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟ ରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ :
ଦିତୀୟ ଶାମୁୟେଲ 20:16
ସେତବେେଳେ ନଗର ମଧ୍ଯରକ୍ସ୍ଟ ଏକ ବକ୍ସ୍ଟଦ୍ଧିମତି ସ୍ତ୍ରୀ ଡାକି କହିଲା, ଶକ୍ସ୍ଟଣ ଶକ୍ସ୍ଟଣ, ମୁ ବିନଯ କରୁଅଛି ଯୋୟାବକକ୍ସ୍ଟ ଏସ୍ଥାନ ପର୍ୟ୍ଯନ୍ତ ଆସିବାକକ୍ସ୍ଟ କକ୍ସ୍ଟହ। ମୁ ତା' ସହିତ କଥାବାର୍ତ୍ତା କରିବାକୁ ଗ୍ଭହକ୍ସ୍ଟଁଛି।