Deuteronomy 17:17
କିଅବା ରାଜାମାନେ ଅନକେ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ ତବେେ ସେ ବିପଥଗାମୀ ହବେ। ଯେଉଁ ଲୋକ ରାଜା ହବେ, ସେ ଆପଣା ପାଇଁ ଅଧିକ ସକ୍ସ୍ଟନା ଓ ରୂପା ରଖିପାରିବ ନାହିଁ।
Deuteronomy 17:17 in Other Translations
King James Version (KJV)
Neither shall he multiply wives to himself, that his heart turn not away: neither shall he greatly multiply to himself silver and gold.
American Standard Version (ASV)
Neither shall he multiply wives to himself, that his heart turn not away: neither shall he greatly multiply to himself silver and gold.
Bible in Basic English (BBE)
And he is not to have a great number of wives, for fear that his heart may be turned away; or great wealth of silver and gold.
Darby English Bible (DBY)
Neither shall he multiply wives to himself, that his heart turn not away; neither shall he greatly multiply to himself silver and gold.
Webster's Bible (WBT)
Neither shall he multiply wives to himself, that his heart may turn not away: neither shall he greatly accumulate to himself silver and gold.
World English Bible (WEB)
Neither shall he multiply wives to himself, that his heart not turn away: neither shall he greatly multiply to himself silver and gold.
Young's Literal Translation (YLT)
And he doth not multiply to himself wives, and his heart doth not turn aside, and silver and gold he doth not multiply to himself -- exceedingly.
| Neither | וְלֹ֤א | wĕlōʾ | veh-LOH |
| shall he multiply | יַרְבֶּה | yarbe | yahr-BEH |
| wives | לּוֹ֙ | lô | loh |
| heart his that himself, to | נָשִׁ֔ים | nāšîm | na-SHEEM |
| away: not turn | וְלֹ֥א | wĕlōʾ | veh-LOH |
| יָס֖וּר | yāsûr | ya-SOOR | |
| neither | לְבָב֑וֹ | lĕbābô | leh-va-VOH |
| shall he greatly | וְכֶ֣סֶף | wĕkesep | veh-HEH-sef |
| multiply | וְזָהָ֔ב | wĕzāhāb | veh-za-HAHV |
| to himself silver | לֹ֥א | lōʾ | loh |
| and gold. | יַרְבֶּה | yarbe | yahr-BEH |
| לּ֖וֹ | lô | loh | |
| מְאֹֽד׃ | mĕʾōd | meh-ODE |
Cross Reference
ନିହିମିୟା 13:26
ଇଶ୍ରାୟେଲର ରାଜା ଶଲୋମନ କ'ଣ ଏପରି କାର୍ୟ୍ଯ କରି ପାପ କରି ନ ଥିଲେ? ଅନକେ ରାଷ୍ଟ୍ର ବା ଜାତି ମଧିଅରେ ତାଙ୍କପରି ରାଜା କହେି ନ ଥିଲେ ଓ ସେ ଆପଣା ପରମେଶ୍ବରଙ୍କ ପ୍ରିଯପାତ୍ର ଥିଲେ। ପରମେଶ୍ବର ତାହାଙ୍କୁ ସମଗ୍ର ଇଶ୍ରାୟେଲ ଉପରେ ରାଜା କଲେ। ତଥାପି ବିଦେଶୀଯ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:17
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:9
ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।
ଲୂକଲିଖିତ ସୁସମାଚାର 12:15
ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।
ମାଥିଉଲିଖିତ ସୁସମାଚାର 19:23
ତାପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଜଣେ ଧନୀଲୋକ ନିମନ୍ତେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ଅତ୍ଯନ୍ତ କଷ୍ଟକର ବିଷୟ।
ମଲାଖୀ 2:15
ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।
ହିତୋପଦେଶ 30:8
ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।
ଗୀତସଂହିତା 62:10
ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।
ପ୍ରଥମ ରାଜାବଳୀ 11:1
ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।
ଦିତୀୟ ଶାମୁୟେଲ 3:2
ଦାଉଦଙ୍କର ଅନକେ ପକ୍ସ୍ଟତ୍ର ହିବ୍ରୋଣ ରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପକ୍ସ୍ଟତ୍ର ଥିଲେ ଅମ୍ନୋନ୍, ୟିଷ୍ରିଯଲେୀଯାର ତାଙ୍କର ସ୍ତ୍ରୀ ଅହୀନୋଯମଠାରକ୍ସ୍ଟ ଜନ୍ମ ହେଲ।
ଆଦି ପୁସ୍ତକ 2:24
ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।
ମାଥିଉଲିଖିତ ସୁସମାଚାର 19:5
ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'
ମାଥିଉଲିଖିତ ସୁସମାଚାର 13:22
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।
ମାଥିଉଲିଖିତ ସୁସମାଚାର 6:19
ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
ପ୍ରଥମ ରାଜାବଳୀ 10:21
ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।