Daniel 3:1
ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।
Daniel 3:1 in Other Translations
King James Version (KJV)
Nebuchadnezzar the king made an image of gold, whose height was threescore cubits, and the breadth thereof six cubits: he set it up in the plain of Dura, in the province of Babylon.
American Standard Version (ASV)
Nebuchadnezzar the king made an image of gold, whose height was threescore cubits, and the breadth thereof six cubits: he set it up in the plain of Dura, in the province of Babylon.
Bible in Basic English (BBE)
Nebuchadnezzar the king made an image of gold, sixty cubits high and six cubits wide: he put it up in the valley of Dura, in the land of Babylon.
Darby English Bible (DBY)
Nebuchadnezzar the king made an image of gold, whose height was sixty cubits, [and] its breadth six cubits; he set it up in the plain of Dura, in the province of Babylon.
World English Bible (WEB)
Nebuchadnezzar the king made an image of gold, whose height was sixty cubits, and the breadth of it six cubits: he set it up in the plain of Dura, in the province of Babylon.
Young's Literal Translation (YLT)
Nebuchadnezzar the king hath made an image of gold, its height sixty cubits, its breadth six cubits; he hath raised it up in the valley of Dura, in the province of Babylon;
| Nebuchadnezzar | נְבוּכַדְנֶצַּ֣ר | nĕbûkadneṣṣar | neh-voo-hahd-neh-TSAHR |
| the king | מַלְכָּ֗א | malkāʾ | mahl-KA |
| made | עֲבַד֙ | ʿăbad | uh-VAHD |
| an image | צְלֵ֣ם | ṣĕlēm | tseh-LAME |
| of | דִּֽי | dî | dee |
| gold, | דְהַ֔ב | dĕhab | deh-HAHV |
| height whose | רוּמֵהּ֙ | rûmēh | roo-MAY |
| was threescore | אַמִּ֣ין | ʾammîn | ah-MEEN |
| cubits, | שִׁתִּ֔ין | šittîn | shee-TEEN |
| and the breadth | פְּתָיֵ֖הּ | pĕtāyēh | peh-ta-YAY |
| six thereof | אַמִּ֣ין | ʾammîn | ah-MEEN |
| cubits: | שִׁ֑ת | šit | sheet |
| he set it up | אֲקִימֵהּ֙ | ʾăqîmēh | uh-kee-MAY |
| plain the in | בְּבִקְעַ֣ת | bĕbiqʿat | beh-veek-AT |
| of Dura, | דּוּרָ֔א | dûrāʾ | doo-RA |
| in the province | בִּמְדִינַ֖ת | bimdînat | beem-dee-NAHT |
| of Babylon. | בָּבֶֽל׃ | bābel | ba-VEL |
Cross Reference
ହବକକୂକ 2:19
ସମାନଙ୍କେୁ ଧିକ୍, ଯେଉଁ ଲୋକ କାଠକୁ କୁ ହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁ ହେ ଉଠ! ଏହି ଭଣ୍ତ ଦବେତାମାନେ ନିର୍ଦ୍ଦେଶ ଦଇେ ପାରିବେ କି? ସହେି ମୂର୍ତ୍ତି ସୁନା ଓ ରୂପା ରେ ଆବୃତ ହାଇେ ପାରିବ, କିନ୍ତୁ ସେ ନିର୍ଜୀବ।
ଯିରିମିୟ 16:20
ମନୁଷ୍ଯ କ'ଣ ଆପଣା ନିମନ୍ତେ ପରମେଶ୍ବର ନିର୍ମାଣ କରିପାରିବ ? ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ବର ନୁହଁନ୍ତି।
ଯିଶାଇୟ 46:6
ସମାନେେ ଥଳିରୁ ସୁନା ଢ଼ାଳନ୍ତି ଓ ନିକ୍ତି ରେ ରୂପା ତୌଲନ୍ତି। ସମାନେେ ସୁନାରିକୁ ଗୋଟିଏ ଦବେତା ଗଢ଼ିବା ପାଇଁ ମୂଲ୍ଯ ଦିଅନ୍ତି ଓ ସେ ଗୋଟିଏ ଦବେତା ନିର୍ମାଣ କରେ। ସମାନେେ ତାକୁ ପ୍ରଣାମ କରି ପୂଜା କରନ୍ତି।
ହୋଶେୟ 8:4
ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।
ପ୍ରଥମ ରାଜାବଳୀ 12:28
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
ଗୀତସଂହିତା 115:4
ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।
ଗୀତସଂହିତା 135:15
ଅନ୍ୟ ଦେଶୀଯମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସଗେୁଡ଼ିକ ମନୁଷ୍ଯର ହସ୍ତ ଦ୍ବାରା ନିର୍ମିତ ହେଉଥିଲା।
ଯିଶାଇୟ 2:20
ସେତବେେଳେ ଲୋକମାନେ ତାଙ୍କ ଦ୍ବାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦବେେ। ସମାନେେ ସହେି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ବର ଭିତର ରେ ଫିଙ୍ଗି ଦବେେ।
ଯିଶାଇୟ 40:19
କେତକେ ବ୍ଯକ୍ତି କାଠ ଓ ପଥର ରେ ମୂର୍ତ୍ତି ଗଢ଼ନ୍ତି ଓ ସଗେୁଡ଼ିକ ଦବେତା ବୋଲି କୁହନ୍ତି। କେତଜେଣ ଏହାକୁ ଉର୍ବର ମୂର୍ତ୍ତିକା ରେ ଏବଂ ବଣିଆ ତାହା ସୂତା ରେ ଛାଉଣୀ କରେ ଆଉ ତାପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:29
ଯେ ହତେୁ ଆମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ ତେଣୁ ଆମ୍ଭମାନେେ ପରମେଶ୍ବରଙ୍କୁ ମନୁଷ୍ଯର କୌଶଳ ଓ କଳ୍ପନା ରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ଯ ଭାବିବା ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।
ଦାନିଏଲ 5:23
ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।
ଦାନିଏଲ 2:48
ତା'ପ ରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ଯ ରେ ଏକ ମହାନ୍ କାର୍ୟ୍ଯ ରେ ନିୟୁକ୍ତି କଲେ ଓ ବହୁମୂଲ୍ଯ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପ ରେ ତାଙ୍କୁ ସମସ୍ତ କତ୍ତୁର୍ତ୍ବ ପଦ ଦଇେ ବାବିଲସ୍ଥ ସବୁ ବିଦ୍ବାନ ଲୋକଙ୍କ ଉପ ରେ ତାଙ୍କୁ ପ୍ରଧାନ ଅଧିପତି କଲେ।
ଦାନିଏଲ 2:31
ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।
ଯିରିମିୟ 10:9
ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।
ଯିଶାଇୟ 30:22
ତୁମ୍ଭମାନଙ୍କର ରେ ୗପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦଇେଛନ୍ତି। ମାତ୍ର ତୁମ୍ଭମାନେେ ସହେି ମିଥ୍ଯା ପ୍ରଭୁଙ୍କୁ ଆଉ ସବୋ କରିବ ନାହିଁ। ଆଉ ତୁମ୍ଭମାନେେ ସଗେୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ଯ ଫିଙ୍ଗି ଦବେ ଏବଂ କହିବ ଏଠାରୁ ବାହାରି ୟାଅ।
ଦିତୀୟ ବିବରଣ 7:25
ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।
ଯାତ୍ରା ପୁସ୍ତକ 32:31
ତେଣୁ ମାଶାେ ପରମେଶ୍ବରଙ୍କ ନିକଟକୁ ଫରେିଗଲେ ଏବଂ କହିଲେ, ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣ ରେ ଦବେତାଗଣ କରି ଭୟଙ୍କର ପାପ କରିଛନ୍ତି।
ଯାତ୍ରା ପୁସ୍ତକ 20:23
ତେଣୁ ତୁମ୍ଭମାନେେ ଆମ୍ଭର ପ୍ରତିୟୋଗୀ ଅନ୍ୟ ଦବେତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରେ ୗପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତୀ ନିର୍ମାଣ କରିବ ନାହିଁ।
ବିଚାରକର୍ତାମାନଙ୍କ ବିବରଣ 8:26
ସେଥି ରେ ଚନ୍ଦ୍ରହାର, ଝକ୍ସ୍ଟମକ୍ସ୍ଟକା ଓ ମିଦିଯନୀଯ ରାଜାମାନଙ୍କ ପରିଧଯେ ବାଇଗଣିଆ ରଙ୍ଗର ବସ୍ତ୍ର ଓ ସମାନଙ୍କେର ଓଟର ଗଳାହାର ଛଡା ତାହାର ପ୍ରାର୍ଥୀତ, ସକ୍ସ୍ଟବର୍ଣ୍ଣ ନଗର ପରିମାଣ 1,700 ଶକେଲ ସକ୍ସ୍ଟନା ହେଲା।
ଦିତୀୟ ରାଜାବଳୀ 19:17
ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସମାନଙ୍କେ ଦେଶକୁ ଧ୍ବଂସ କରିଅଛନ୍ତି।
ଏଷ୍ଟର ବିବରଣ 1:1
ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।
ଦାନିଏଲ 3:30
ଏହାପ ରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶ ରେ ପ୍ରଧାନ ପଦ ରେ ନିୟୁକ୍ତ କଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:20
ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ବାରା ପ୍ରାଣ ହରାଇ ନ ଥିଲେ, ସମାନେେ ତଥାପି ସମାନଙ୍କେର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସମାନେେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ଯ ନିଜକୁ ଦୂ ରଇେ ଦେଲେ ନାହିଁ। ସମାନେେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠ ରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଚାଲିପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।
ଯାତ୍ରା ପୁସ୍ତକ 32:2
ହାରୋଣ ସହେି ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ଯାମାନଙ୍କର କର୍ଣ୍ଣ କୁଣ୍ଡଳ ମାେ ପାଖକୁ ଆଣ।