Daniel 11:15
ଏହି ରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡବନ୍ଦୀ କରି ସୁଦୃଢ ନଗର ହସ୍ତଗତ କରିବ। ସେତବେେଳେ ଦକ୍ଷିଣ ଦେଶର ସୈନ୍ଯବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରିପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ଯମାନେ ମଧ୍ଯ ତାଙ୍କୁ ବାଧା ଦଇେ ପାରିବେ ନାହିଁ।
Daniel 11:15 in Other Translations
King James Version (KJV)
So the king of the north shall come, and cast up a mount, and take the most fenced cities: and the arms of the south shall not withstand, neither his chosen people, neither shall there be any strength to withstand.
American Standard Version (ASV)
So the king of the north shall come, and cast up a mound, and take a well-fortified city: and the forces of the south shall not stand, neither his chosen people, neither shall there be any strength to stand.
Bible in Basic English (BBE)
So the king of the north will come, and put up earthworks and take a well-armed town: and the forces of the king of the south will make an attempt to keep their position, even the best of his army, but they will not have strength to do so.
Darby English Bible (DBY)
And the king of the north shall come, and cast up a mound, and take the well-fenced city; and the arms of the south shall not withstand, neither his chosen people, for there shall be no strength to withstand.
World English Bible (WEB)
So the king of the north shall come, and cast up a mound, and take a well-fortified city: and the forces of the south shall not stand, neither his chosen people, neither shall there be any strength to stand.
Young's Literal Translation (YLT)
`And the king of the north cometh in, and poureth out a mount, and hath captured fenced cities; and the arms of the south do not stand, nor the people of his choice, yea, there is no power to stand.
| So the king | וְיָבֹא֙ | wĕyābōʾ | veh-ya-VOH |
| of the north | מֶ֣לֶךְ | melek | MEH-lek |
| shall come, | הַצָּפ֔וֹן | haṣṣāpôn | ha-tsa-FONE |
| up cast and | וְיִשְׁפֹּךְ֙ | wĕyišpōk | veh-yeesh-poke |
| a mount, | סֽוֹלֲלָ֔ה | sôlălâ | soh-luh-LA |
| and take | וְלָכַ֖ד | wĕlākad | veh-la-HAHD |
| fenced most the | עִ֣יר | ʿîr | eer |
| cities: | מִבְצָר֑וֹת | mibṣārôt | meev-tsa-ROTE |
| arms the and | וּזְרֹע֤וֹת | ûzĕrōʿôt | oo-zeh-roh-OTE |
| of the south | הַנֶּ֙גֶב֙ | hannegeb | ha-NEH-ɡEV |
| shall not | לֹ֣א | lōʾ | loh |
| withstand, | יַעֲמֹ֔דוּ | yaʿămōdû | ya-uh-MOH-doo |
| chosen his neither | וְעַם֙ | wĕʿam | veh-AM |
| people, | מִבְחָרָ֔יו | mibḥārāyw | meev-ha-RAV |
| neither | וְאֵ֥ין | wĕʾên | veh-ANE |
| strength any be there shall | כֹּ֖חַ | kōaḥ | KOH-ak |
| to withstand. | לַעֲמֹֽד׃ | laʿămōd | la-uh-MODE |
Cross Reference
ଯିହିଜିକଲ 17:17
ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳି ସୈନ୍ଯବାହିନୀ ତାଙ୍କୁ ୟୁଦ୍ଧ ରେ ସାହାୟ୍ଯ କରିବେ ନାହିଁ। ଯେତବେେଳେ ସମାନେେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ଯା ହବେେ।
ଯିହିଜିକଲ 4:2
ଏବଂ ସଗେୁଡ଼ିକୁ ସୈନ୍ଯ ରେ ବେଷ୍ଟିତ କର, ତାହା ବିରୁଦ୍ଧ ରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧ ରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧ ରେ ଛାଉଣୀ ସ୍ଥାପନ କର ଓ ଚତୁର୍ଦ୍ଦିଗ ରେ ପ୍ରାଚୀର ଭଦକେ ୟନ୍ତ୍ର ସ୍ଥାପନ କର।
ଯିରିମିୟ 6:6
କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।
ଦାନିଏଲ 11:6
'ମାତ୍ର କିଛି ବର୍ଷ ପ ରେ ସମାନେେ ଏକତ୍ରୀତ ହବେେ। ଦକ୍ଷିଣ ରାଜ୍ଯର ରାଜକନ୍ଯା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସହେି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା'ର ସ୍ବାମୀ ଦୁର୍ବଳ ହବେେ। ସେ ଓ ତାଙ୍କର ସ୍ବାମୀ, ସମାନଙ୍କେର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାୟିବ।
ଦାନିଏଲ 8:7
ଏବଂ ମୁଁ ଦେଖିଲି ଯେ ସହେି ଛାଗ ପ୍ରଚଣ୍ତ କୋରଧ ରେ ସହେି ମଷେ ନିକଟକୁ ଆସିଲା ଓ ଉତ୍ତଜେିତ ହାଇେ ମଷେକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମଷେ, ସହେି ଛାଗର ସମ୍ମୁଖୀନ ହାଇେ ପାରିଲା ନାହିଁ। ତା'ର ଠିଆ ହବୋକୁ ଶକ୍ତି ପାଇଲା ନାହିଁ। ସହେି ଛାଗ ତାକୁ ଭୂମିଶାଯୀ କରି ପାଦ ରେ ଦଳିଲା, ଆଉ ସହେି ଛାଗଠାରୁ ମଷେକୁ ରକ୍ଷା କରିବାକୁ କହେି ନଥିଲେ।
ଯିରିମିୟ 52:4
ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।
ଯିରିମିୟ 33:4
ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁ ୟିରୁଶାଲମ ବିଷଯ ରେ ଏହି କଥା କହନ୍ତି। ଶତ୍ରୁସୈନ୍ଯ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସମାନେେ ପ୍ରାଚୀର ଉପ ରେ ସିଡ଼ି ନିର୍ମାଣ କରି ଖଡ୍ଗ ରେ ନଗର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ।
ଯିରିମିୟ 5:10
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।
ହିତୋପଦେଶ 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।
ଯିହୋଶୂୟ 1:5
ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।