Amos 7:13 in Oriya

Oriya Oriya Bible Amos Amos 7 Amos 7:13

Amos 7:13
କିନ୍ତୁ ଆଉ ବୈଥଲେ ରେ ପ୍ରଗ୍ଭର କରନାହିଁ। ଏହା ୟାରବିଯାମ୍ଙ୍କ ପବିତ୍ର ସ୍ଥାନ। ଏହା ଇଶ୍ରାୟେଲର ମନ୍ଦିର।

Amos 7:12Amos 7Amos 7:14

Amos 7:13 in Other Translations

King James Version (KJV)
But prophesy not again any more at Bethel: for it is the king's chapel, and it is the king's court.

American Standard Version (ASV)
but prophesy not again any more at Beth-el; for it is the king's sanctuary, and it is a royal house.

Bible in Basic English (BBE)
But be a prophet no longer at Beth-el: for it is the holy place of the king, and the king's house.

Darby English Bible (DBY)
But prophesy not again any more at Bethel; for it is the king's sanctuary, and it is the house of the kingdom.

World English Bible (WEB)
but don't prophesy again any more at Bethel; for it is the king's sanctuary, and it is a royal house!"

Young's Literal Translation (YLT)
and `at' Beth-El do not add to prophesy any more, for it `is' the king's sanctuary, and it `is' the royal house.'

But
prophesy
וּבֵֽיתûbêtoo-VATE
not
אֵ֔לʾēlale
again
לֹֽאlōʾloh
more
any
תוֹסִ֥יףtôsîptoh-SEEF
at
Beth-el:
ע֖וֹדʿôdode
for
לְהִנָּבֵ֑אlĕhinnābēʾleh-hee-na-VAY
it
כִּ֤יkee
king's
the
is
מִקְדַּשׁmiqdašmeek-DAHSH
chapel,
מֶ֙לֶךְ֙melekMEH-lek
and
it
ה֔וּאhûʾhoo
is
the
king's
וּבֵ֥יתûbêtoo-VATE
court.
מַמְלָכָ֖הmamlākâmahm-la-HA
הֽוּא׃hûʾhoo

Cross Reference

ପ୍ରଥମ ରାଜାବଳୀ 12:32
ରାଜା ୟାରବିଯାମ, ଯିହୁଦା ରେ ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖ ରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥଲେ ସ୍ଥିତ ହାମବଦେେି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥଲଠାେ ରେ ଗୋବତ୍ସର ସମ୍ମାନାର୍ଥେ ନବୈେଦ୍ଯ ଉତ୍ସର୍ଗ କଲେ ଏବଂ ସେ ମଧ୍ଯ ଉଚ୍ଚସ୍ଥଳୀ ରେ ସବୋ କରିବା ପାଇଁ ଯାଜକମାନଙ୍କୁ ବାଛିଲେ।

ଆମୋଷ 2:12
କିନ୍ତୁ ତୁମ୍ଭମାନେେ ନାସରୀଯ ଲୋକମାନଙ୍କୁ ଦ୍ରାକ୍ଷାରସ ସବେନ କରାଇଲା। ତୁମ୍ଭ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ ଭବିଷ୍ଯତବାକ୍ଯ ପ୍ରଗ୍ଭର ନକରିବାକୁ କହିଲ।

ପ୍ରଥମ ରାଜାବଳୀ 12:29
ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।

ପ୍ରଥମ ରାଜାବଳୀ 13:1
ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:17
ଆମ୍ଭେ ସମାନଙ୍କେୁ ଯୀଶୁଙ୍କ ବିଷୟ ରେ କିଛି ନକହିବା ପାଇଁ ଭୟ ଦଖାଇବୋ। ଫଳ ରେ, ଲୋକମାନଙ୍କ ମଧିଅରେ ଏକଥା ଅଧିକ ବ୍ଯାପି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:28
ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:40
ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡ଼ାକି ନଇେ ପ୍ରହାର କଲେ। ସମାନଙ୍କେୁ ଯୀଶୁଙ୍କ ନାମ ରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସମାନଙ୍କେୁ ଛାଡ଼ି ଦେଲେ।