Amos 5:13
ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।
Amos 5:13 in Other Translations
King James Version (KJV)
Therefore the prudent shall keep silence in that time; for it is an evil time.
American Standard Version (ASV)
Therefore he that is prudent shall keep silence in such a time; for it is an evil time.
Bible in Basic English (BBE)
So the wise will say nothing in that time; for it is an evil time.
Darby English Bible (DBY)
Therefore the prudent shall keep silence in this time; for it is an evil time.
World English Bible (WEB)
Therefore he who is prudent shall keep silence in such a time; For it is an evil time.
Young's Literal Translation (YLT)
Therefore is the wise at that time silent, For an evil time it `is'.
| Therefore | לָכֵ֗ן | lākēn | la-HANE |
| the prudent | הַמַּשְׂכִּ֛יל | hammaśkîl | ha-mahs-KEEL |
| shall keep silence | בָּעֵ֥ת | bāʿēt | ba-ATE |
| that in | הַהִ֖יא | hahîʾ | ha-HEE |
| time; | יִדֹּ֑ם | yiddōm | yee-DOME |
| for | כִּ֛י | kî | kee |
| it | עֵ֥ת | ʿēt | ate |
| is an evil | רָעָ֖ה | rāʿâ | ra-AH |
| time. | הִֽיא׃ | hîʾ | hee |
Cross Reference
ମୀଖା 2:3
ଏଥିପାଇଁ ସଦାପ୍ରଭୁ କୁହନ୍ତି, ଦେଖ, ଏହି ପରିବାର ବିରୁଦ୍ଧ ରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭମାନେେ ନିଜକୁ ରକ୍ଷା କରିବାକୁ ସମର୍ଥ ହବେ ନାହିଁ। ତୁମ୍ଭମାନେେ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।
ଉପଦେଶକ 3:7
ଚିରିବାର ସମୟ ଅଛି ଓ ସିଲଇେ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି।
ହୋଶେୟ 4:4
କୌଣସି ବ୍ଯକ୍ତି ଅନ୍ୟ ସହିତ ୟୁକ୍ତି କି ଅନ୍ୟକୁ ଦୋଷ ଦବୋ ଉଚିତ୍ ନୁହେଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:1
ଏହା ମନରେଖ ଯେ ଶଷେ ଦିନଗୁଡ଼ିକରେ ଅନକେ କଷ୍ଟକର ପରିସ୍ଥିତି ଆସିବ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:13
ସେଥିପାଇଁ ପରମେଶ୍ବରଙ୍କର ସମ୍ପୂର୍ଣ୍ଣ ୟୁଦ୍ଧସାଜ ତୁମ୍ଭମାନେେ ପିନ୍ଧିବା ଆବଶ୍ଯକ ଅଟେ। ତବେେ ଯାଇ ମନ୍ଦଶକ୍ତିର ରାଜତ୍ବ ବଳେ ରେ ତୁମ୍ଭେ ଦୃଢ଼ତା ସହକା ରେ ପ୍ରତି ରୋଧ କରି ଅଟଳ ହାଇେ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ଯ ତୁମ୍ଭେ ଅଟଳ ହାଇେ ରହିବ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।
ମାଥିଉଲିଖିତ ସୁସମାଚାର 27:12
କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।
ସିଫନିୟ 2:2
ତୁମ୍ଭ ଉପ ରେ ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁଯୋଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର କୋରଧ ତୁମ୍ଭ ଉପ ରେ ଆସିବା ପୂର୍ବରୁ, ସଦାପ୍ରବୁଙ୍କର ଭୟଙ୍କର କୋର୍ଧର ଶଷଦେିନ ଆସିବା ପୂର୍ବରୁ, ତୁମ୍ଭମାନେେ ଏକତ୍ରୀତ ହୁଅ।
ହବକକୂକ 3:16
ମୁଁ ଯେତବେେଳେ ଏହି କଥା ଶୁଣିଲି ମାରେ ସମସ୍ତ ଶରୀର ଥରି ଉଠିଲା। ସହେି ଶଦ୍ଦ ରେ ମାେ ଓଷ୍ଠ ରେ କମ୍ପନ ହେଲା। ମାରେ ଅସ୍ଥିମଜ୍ଜା ରେ ମୁଁ ଦୁର୍ବଳ ହାଇେ ପଡିଲି। ମୁଁ ସହେି କମ୍ପନ ଅବସ୍ଥା ରେ ଥରିବାକୁ ଲାଗିଲି। ଯେତବେେଳେ ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସହେି ଆକ୍ରମଣ ଓ ଧ୍ବଂସର ଦିନଗୁଡିକ ଆସିବା ପାଇଁ ର୍ଧୈୟ୍ଯ ଧରି ଅପେକ୍ଷା କରିବି।
ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ଆମୋଷ 6:10
ଯେତବେେଳେ ଜଣେ ଲୋକ ମରିବ, ଜଣେ ସମ୍ପକୀଯ ମୃତ ଶରୀରକୁ ନଇେ ଦାହ ଦବୋ ପାଇଁ ଆସିବ। ଏବଂ ସେ ଘର ମଧିଅରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ। ଘର ଭିତ ରେ ଥିବା ଲୋକଟି ଉତ୍ତର କରିବ, ନା,
ଯିଶାଇୟ 37:3
ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁୟୋଗ ଓ ଅପମାନର ଦିନ, କାରଣ ଜନ୍ମ ହବୋକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
ଯିଶାଇୟ 36:21
ମାତ୍ର ୟିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦମାେତ୍ର ଉତ୍ତର କଲେ ନାହିଁ। କାରଣ ରାଜା ହିଜକିଯ ଉତ୍ତର ନ ଦବୋପାଇଁ ଆଦେଶ ଦଇେଥିଲେ।
ଉପଦେଶକ 9:12
କାରଣ ମନୁଷ୍ଯ ତା'ର କ'ଣ ହବୋକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସହେିପରି ଲୋକମାନେ ଦବୈଦୁର୍ବିପାକର ଶିକାର ହୁଅନ୍ତି।