Amos 5:1 in Oriya

Oriya Oriya Bible Amos Amos 5 Amos 5:1

Amos 5:1
ହେ ଇଶ୍ରାୟେଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷଯ ରେ ଏହା ହେଉଛି ବିଳାପର ସଙ୍ଗୀତ।

Amos 5Amos 5:2

Amos 5:1 in Other Translations

King James Version (KJV)
Hear ye this word which I take up against you, even a lamentation, O house of Israel.

American Standard Version (ASV)
Hear ye this word which I take up for a lamentation over you, O house of Israel.

Bible in Basic English (BBE)
Give ear to this word, my song of sorrow over you, O children of Israel.

Darby English Bible (DBY)
Hear this word, a lamentation, which I take up against you, O house of Israel.

World English Bible (WEB)
Listen to this word which I take up for a lamentation over you, O house of Israel.

Young's Literal Translation (YLT)
Hear this word that I am bearing to you, A lamentation, O house of Israel:

Hear
שִׁמְע֞וּšimʿûsheem-OO
ye

אֶתʾetet
this
הַדָּבָ֣רhaddābārha-da-VAHR
word
הַזֶּ֗הhazzeha-ZEH
which
אֲשֶׁ֨רʾăšeruh-SHER
I
אָנֹכִ֜יʾānōkîah-noh-HEE
take
up
נֹשֵׂ֧אnōśēʾnoh-SAY
against
עֲלֵיכֶ֛םʿălêkemuh-lay-HEM
you,
even
a
lamentation,
קִינָ֖הqînâkee-NA
O
house
בֵּ֥יתbêtbate
of
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ଯିହିଜିକଲ 19:1
ଅନନ୍ତର ପରମେଶ୍ବର ମାେତେ କହିଲେ, ତୁମ୍ଭେ ଇଶ୍ରାୟେଲର ଅଧିପତିମାନଙ୍କ ବିଷଯ ରେ ଏହି ଦୁଃଖ ସଙ୍ଗୀତ ଗାନ କର।

ଯିରିମିୟ 9:17
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।

ଯିରିମିୟ 9:10
ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।

ଯିରିମିୟ 7:29
ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କୋରଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ଯ ଓ ପରିତ୍ଯାଗ କରିଛନ୍ତି।

ମୀଖା 2:4
ତା'ପ ରେ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହବେ। ସମାନେେ ବିଳାପ କରି କହିବେ, 'ଆମ୍ଭମାନେେ ଧ୍ବଂସ ହାଇଗେଲୁ, ସଦାପ୍ରଭୁ ଆମ୍ଭର ଭୂମି ନଇଗେଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି ଦେଲେ।

ଆମୋଷ 5:16
ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।

ଆମୋଷ 4:1
ହେ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭମାନେେ ମାରେ ଏହି ବାକ୍ଯ ଶୁଣ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଆଘାତ ଦଇେ ଦରିଦ୍ରମାନଙ୍କୁ ଦଳି ଦଇେଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।

ଆମୋଷ 3:1
ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।

ଯିହିଜିକଲ 32:16
ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ଯାମାନେ ବିଳାପ କରି ଏହି ଗୀତ ଗାଇବେ। ସମାନେେ ମିଶରର ସମଗ୍ର ଜନତା ଉଦ୍ଦେଶ୍ଯ ରେ ବିଳାପ ପରି ଏହା ଗାନ କରିବେ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ଯିହିଜିକଲ 32:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,

ଯିହିଜିକଲ 28:12
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋର ରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି ;

ଯିହିଜିକଲ 27:27
ତୁମ୍ଭର ଧନ, ତୁମ୍ଭର ବାଣିଜ୍ଯ ଦ୍ରବ୍ଯ, ତୁମ୍ଭର ବାଣିଜ୍ଯ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ବହିବା ଲୋକମାନେ, ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ଯବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନ ରେ ସମୁଦ୍ର ମଧ୍ଯସ୍ଥଳ ରେ ଜଳମଗ୍ନ ହବେେ।

ଯିହିଜିକଲ 27:2
ହେ ମନୁଷ୍ଯ ପୁତ୍ର, ସୋର ପାଇଁ ବିଳାପ କର।

ଯିହିଜିକଲ 26:17
ଏବଂ ସମାନେେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ ବୋଧନ କରିବେ,

ଯିହିଜିକଲ 19:14
ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।

ଯିରିମିୟ 9:20
ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ଯ ଶୁଣ, ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ଯ ଗ୍ରହଣ କରୁ। ଆଉ ତୁମ୍ଭମାନେେ ନିଜ ନିଜ କନ୍ଯାମାନଙ୍କୁ ହାହାକାର କରିବାକୁ ଓ ପ୍ରେତ୍ୟକକ ନିଜ ପ୍ରତିବେଶୀନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।