Acts 16:29
ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ବୀପ ଆଣିବାପାଇଁ ଆଦେଶ ଦଇେ ଦୌଡ଼ି ଆସି ଭୟ ରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।
Acts 16:29 in Other Translations
King James Version (KJV)
Then he called for a light, and sprang in, and came trembling, and fell down before Paul and Silas,
American Standard Version (ASV)
And he called for lights and sprang in, and, trembling for fear, fell down before Paul and Silas,
Bible in Basic English (BBE)
And he sent for lights and came rushing in and, shaking with fear, went down on his face before Paul and Silas,
Darby English Bible (DBY)
And having asked for lights, he rushed in, and, trembling, fell down before Paul and Silas.
World English Bible (WEB)
He called for lights and sprang in, and, fell down trembling before Paul and Silas,
Young's Literal Translation (YLT)
And, having asked for a light, he sprang in, and trembling he fell down before Paul and Silas,
| Then | αἰτήσας | aitēsas | ay-TAY-sahs |
| he called | δὲ | de | thay |
| light, a for | φῶτα | phōta | FOH-ta |
| and sprang in, | εἰσεπήδησεν | eisepēdēsen | ees-ay-PAY-thay-sane |
| and | καὶ | kai | kay |
| came | ἔντρομος | entromos | ANE-troh-mose |
| trembling, | γενόμενος | genomenos | gay-NOH-may-nose |
| and fell down before | προσέπεσεν | prosepesen | prose-A-pay-sane |
| τῷ | tō | toh | |
| Paul | Παύλῳ | paulō | PA-loh |
| and | καὶ | kai | kay |
| τῷ | tō | toh | |
| Silas, | Σιλᾷ | sila | see-LA |
Cross Reference
ଗୀତସଂହିତା 99:1
ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 24:25
କିନ୍ତୁ ପାଉଲ ଯେତବେେଳେ ଧାର୍ମିକ ଜୀବନ, ଆତ୍ମସଂୟମ ଓ ଆଗାମୀ ବିଚ଼ାର ବିଷୟ ରେ କହିଲେ, ସେତବେେଳେ ଫଲେୀକ୍ସ୍ ଭୟଭୀତ ହାଇଗେଲେ। ଫଲେୀକ୍ସ୍ କହିଲେ, ବର୍ତ୍ତମାନ ତୁମ୍ଭେ ଯାଅ। ମାରେ ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:5
ଶାଉଲ କହିଲେ, ପ୍ରଭୁ, ତୁମ୍ଭେ କିଏ?
ଦାନିଏଲ 6:26
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
ଯିରିମିୟ 10:10
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
ଯିରିମିୟ 5:22
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ଯିଶାଇୟ 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।
ଯିଶାଇୟ 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।
ଯିଶାଇୟ 60:14
ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'
ଗୀତସଂହିତା 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:9
ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।