Proverbs 18:18
ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
Proverbs 18:18 in Other Translations
King James Version (KJV)
The lot causeth contentions to cease, and parteth between the mighty.
American Standard Version (ASV)
The lot causeth contentions to cease, And parteth between the mighty.
Bible in Basic English (BBE)
The decision of chance puts an end to argument, parting the strong.
Darby English Bible (DBY)
The lot causeth contentions to cease, and parteth between the mighty.
World English Bible (WEB)
The lot settles disputes, And keeps strong ones apart.
Young's Literal Translation (YLT)
The lot causeth contentions to cease, And between the mighty it separateth.
| The lot | מִ֭דְיָנִים | midyānîm | MEED-ya-neem |
| causeth contentions | יַשְׁבִּ֣ית | yašbît | yahsh-BEET |
| cease, to | הַגּוֹרָ֑ל | haggôrāl | ha-ɡoh-RAHL |
| and parteth | וּבֵ֖ין | ûbên | oo-VANE |
| between | עֲצוּמִ֣ים | ʿăṣûmîm | uh-tsoo-MEEM |
| the mighty. | יַפְרִֽיד׃ | yaprîd | yahf-REED |
Cross Reference
ହିତୋପଦେଶ 16:33
ନିଷ୍ପତ୍ତି ପାଇଁ ଗୁଳିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆ ସେ।
ଯିହୋଶୂୟ 14:2
ସଦାପ୍ରଭୁ ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ମାଶାଙ୍କେକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗକ୍ସ୍ଟଳାବାଣ୍ଟ ଦ୍ବାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ।
ପ୍ରଥମ ଶାମୁୟେଲ 10:21
ଶାମକ୍ସ୍ଟଯଲେ କହିଲେ ଯେ, ବିନ୍ଯାମୀନ ପରିବାରବର୍ଗଙ୍କକ୍ସ୍ଟ ଏକ ଏକ ପରି ଆଗକକ୍ସ୍ଟ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା'ପରେ ଶାମକ୍ସ୍ଟଯଲେ ସହେି ପରିବାରବର୍ଗର ପ୍ରେତ୍ୟକକ ଲୋକଙ୍କକ୍ସ୍ଟ ଆଗକକ୍ସ୍ଟ ଆସିବାକକ୍ସ୍ଟ କହିଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ସଠାେରେ ଖୋଜାଗଲା,
ପ୍ରଥମ ଶାମୁୟେଲ 14:42
ଏଥର ଶାଉଲ କହିଲେ, ମୁ କିମ୍ବା ମାେ ପକ୍ସ୍ଟଅ ଯୋନାଥନ ମଧିଅରେ ଗକ୍ସ୍ଟଲିବାଣ୍ଟ କର, ଏଥର ଯୋନାଥନ ନିର୍ଣ୍ଣିତ ହେଲା।
ପ୍ରଥମ ବଂଶାବଳୀ 6:63
ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ରୂବନ୍େ, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସହେି ସମସ୍ତ ନଗର ପ୍ରାପ୍ତ ହେଲେ। ସମାନେେ ଗୁଳାବାଣ୍ଟ ଦ୍ବାରା ସହେି ନଗରସବୁ ପ୍ରାପ୍ତ କଲେ।
ପ୍ରଥମ ବଂଶାବଳୀ 24:31
ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।
ନିହିମିୟା 11:1
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।