2 Timothy 2:8 in Oriya

Oriya Oriya Bible 2 Timothy 2 Timothy 2 2 Timothy 2:8

2 Timothy 2:8
ଯୀଶୁଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ298 ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ଯୁପରେ ପୁନଃ ଜୀବିତ ହାଇେଉଠିଲେ।

2 Timothy 2:72 Timothy 22 Timothy 2:9

2 Timothy 2:8 in Other Translations

King James Version (KJV)
Remember that Jesus Christ of the seed of David was raised from the dead according to my gospel:

American Standard Version (ASV)
Remember Jesus Christ, risen from the dead, of the seed of David, according to my gospel:

Bible in Basic English (BBE)
Keep in mind Jesus Christ, of the seed of David, who came back from the dead, as my good news gives witness:

Darby English Bible (DBY)
Remember Jesus Christ raised from among [the] dead, of [the] seed of David, according to my glad tidings,

World English Bible (WEB)
Remember Jesus Christ, risen from the dead, of the seed of David, according to my Gospel,

Young's Literal Translation (YLT)
Remember Jesus Christ, raised out of the dead, of the seed of David, according to my good news,

Remember
Μνημόνευεmnēmoneuem-nay-MOH-nave-ay
was
Jesus
that
Ἰησοῦνiēsounee-ay-SOON
Christ
Χριστὸνchristonhree-STONE
of
ἐγηγερμένονegēgermenonay-gay-gare-MAY-none
the
seed
ἐκekake
of
David
νεκρῶνnekrōnnay-KRONE
raised
ἐκekake
from
σπέρματοςspermatosSPARE-ma-tose
the
dead
Δαβίδ,dabidtha-VEETH
according
to
κατὰkataka-TA
my
τὸtotoh

εὐαγγέλιόνeuangelionave-ang-GAY-lee-ONE
gospel:
μουmoumoo

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:16
ଯେଉଁ ଦିନ ପରମେଶ୍ବର ଲୋକମାନଙ୍କ ଭିତ ରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ଯାୟବିଚ଼ାର କରିବେ ସହେି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁ ହେ ଯେ, ପରମେଶ୍ବର ଖ୍ରୀଷ୍ଟ ୟିଶୁଙ୍କ ଦ୍ବାରା, ଲୋକମାନଙ୍କର ନ୍ଯାୟବିଚ଼ାର କରିବେ।

ମାଥିଉଲିଖିତ ସୁସମାଚାର 1:1
ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:24
କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:5
କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:7
ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଚାର କହିବା ପାଇଁ ମୁଁ ମନୋନୀତ ହାଇେଥିଲି। ମୁଁ ପ୍ ରରେିତ ରୂପେ ମଧ୍ଯ ସେଥିପାଇଁ ମନୋନୀତ ହାଇେଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ଯ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହବୋ ପାଇଁ ମନୋନୀତ ହାଇେଥିଲି। ବିଶ୍ବାସ କରିବା ଓ ସତ୍ଯକୁ ଜାଣିବା ପାଇଁ ମୁଁ ସମାନଙ୍କେୁ ଶିକ୍ଷା ଦିଏ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:11
ଏହି ଉପଦେଶ ପରମେଶ୍ବର ମାେତେ ପ୍ରଚାର କରିବାକୁ ଦଇେଥିବା ସୁସମାଚାରର ଅଂଶବିଶଷେ। ଏହି ମହିମାମୟ ସୁସମାଚାର ପରମଧନ୍ଯ ପରମେଶ୍ବରଙ୍କଠାରୁ ଆସିଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:14
ପରମେଶ୍ବର ସହେି ମୁକ୍ତି ଦବୋ ଲାଗି ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭ ଦ୍ବାରା ପ୍ରଚାରିତ ସୁସମାଚାର ମାଧ୍ଯମ ରେ ସେ ତୁମ୍ଭମାନଙ୍କୁ ଡାକିଲେ। ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମା ରେ ଅଂଶ ଗ୍ରହଣ କରିବା ପାଇଁ ସେ ତୁମ୍ଭମାନଙ୍କୁ ଡାକିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:11
ମୁଁ ତୁମ୍ଭକୁ ପ୍ରଚାର କରେ ବା ଅନ୍ୟମାନେ ପ୍ରଚାର କରନ୍ତି, ସେଥି ରେ କିଛି ଯାଏ ଆ ସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଚାର କରିଥାଉ। ଆଉ ଏହି ପ୍ରକା ରେ ତୁମ୍ଭମାନେେ ବିଶ୍ବାସୀ ହାଇେଅଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:4
ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:1
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:25
ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:23
ପରମେଶ୍ବର ତାହାଙ୍କର ପ୍ରତିଜ୍ଞା ଅନୁଯାଯୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇଶ୍ରାୟେଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

ଲୂକଲିଖିତ ସୁସମାଚାର 24:46
ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:3
ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।